ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ନଦୀକୂଳରେ ଅଚିହ୍ନା ଯୁବତୀଙ୍କର ମୃତଦେହ: ଦୁ‌ଷ୍କର୍ମ ପରେ ହତ୍ୟା!

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମୁଷଳ ନଦୀ କୂଳରେ ଅଚିହ୍ନା ଯୁବତୀଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦୁ‌ଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୁଲିସ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚମାନଙ୍କୁ ଅଣଦେଖା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

କେନ୍ଦୁଝର :  ବିଭିନ୍ନ କ୍ଷେତ୍ରରେ ସରପଞ୍ଚମାନଙ୍କୁ ଅଣଦେଖା କରାଯାଉଥିବାରୁ ସୋମବାର ଦିନ କେନ୍ଦୁଝର ଜିଲ୍ଲାର ଶତାଧିକ ସରପଞ୍ଚ ଜିଳ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଭେଟି ସେମାନଙ୍କର ଅଭିଯୋଗ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଆମ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ଦାବିପତ୍ର

କେନ୍ଦୁଝର : ଅଲ ଓଡ଼ିଶା ଇପିଏଫ୍ ପେନ୍‌ସନ୍‌ର୍ସ ଆସୋସିଏସନ୍‌ର ଆହ୍ୱାନକ୍ରମେ ସର୍ବନିମ୍ନ ମାସିକ ପେନ୍‌ସନ୍‌ ବୃଦ୍ଧି ପାଇଁ କେନ୍ଦୁଝର ଲୋକସଭା ସାଂସଦ ଇଂ ଚନ୍ଦ୍ରାଣୀ ମୁର୍ମୁଙ୍କ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ସମ୍ପାଦକ ରମେଶ ଚନ୍ଦ୍ର ଘଡ଼େଇ, ସହସମ୍ପାଦକ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଫେରିପାଇବାକୁ ଡାକପାଳଙ୍କ ନିକଟରେ ଗୁହାରି

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବୁଢ଼ାଖମଣ ପଞ୍ଚାୟତ ସୋମଗିରି ପୋଷ୍ଟ ଅଫିସର ଶହଶହ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଛି। ସମ୍ପୃକ୍ତ ଜମାକାରୀମାନେ ସୋମବାର ଦିନ ଜିଲ୍ଲା ମୁଖ୍ୟ ଡାକପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ବୋଲବମ୍‌ ଗାଡ଼ି, ୨ ମହିଳା ଆହତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ମୁଣ୍ଡରେ ସୋମବାର ଅପରାହ୍‌ଣରେ କାଉଡ଼ିଆଙ୍କୁ ନେଇ ଯାଉଥିବା ପିକ୍ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ଦୁଇଜଣ ମହିଳା କାଉଡ଼ିଆ ଆହତ ହୋଇଛନ୍ତି। ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଜୋଳି ପଞ୍ଚାୟତ ଅନ୍ତର୍ଗତ ରୋଡ଼ଙ୍ଗ…
ଅଧିକ ଖବର ଦେଖନ୍ତୁ...

ପାଇପ୍‌ ଫଟାଇ ଠିକାସଂସ୍ଥା ବେଫିକର, ଚାଷଜମିକୁ ମାଡୁନି ପାଣି

ଚମକପୁର : ଉଠାଜଳସେଚନ ପ୍ରକଳ୍ପର ପାଇପ୍‌ ଠିକାସଂସ୍ଥା ଫଟାଇ ଦେଇଥିବାରୁ ତିନିବର୍ଷ ହେଲା ଚାଷଜମିକୁ ପାଣି ମାଡ଼ିପାରୁ ନାହିଁ। ଚାଷକାମ ବାଧାପ୍ରାପ୍ତ ହେଉଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୋଡ଼ା ବ୍ଲକ୍‌ ଅଶେଇଁକଳା ପଞ୍ଚାୟତ ପୁଟୁଗାଁ ଗ୍ରାମର ବୈତରଣୀ ନଦୀରୁ ଉଠାଜଳସେଚନ…
ଅଧିକ ଖବର ଦେଖନ୍ତୁ...

ମୁର୍ଗା ମହାଦେବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼

ଯୋଡ଼ା : ଶ୍ରାବଣ ମାସର ଆଜିଥିଲା ଦ୍ବିତୀୟ ‌ସୋମବାର। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଦେଓଝର ପଞ୍ଚାୟତରେ ଥିବା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ କାଉଡ଼ିଆମାନେ ଆସି ବୈତରଣୀ…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ଗ୍ରାମରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଉତ୍ପାତ କରିଛି। ଗ୍ରାମର ବଳଭଦ୍ର ନାୟକଙ୍କ ଘର ଭାଙ୍ଗି ଧାନ ଖାଇବା ସହ ଆସବାବପତ୍ର ଦଳିଚକଟି ନଷ୍ଟ କରିଦେଇଛି। ପରିବାର ଲୋକେ ଅଳ୍ପକେ ହାତୀ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି। କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ତେଲନଦୀ ପୋଲ ଉପରେ ବନ୍ୟାଜଳ: କେନ୍ଦୁଝର-ମୟୂରଭଞ୍ଜ ଯାତାୟାତ ପ୍ରଭାବିତ

କେନ୍ଦୁଝର/ଉଦୟପୁର : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳର ଉପରମୁଣ୍ଡରେ ବର୍ଷା ଯୋଗୁଁ ତେଲ‌ନଦୀରେ ବନ୍ୟା ଆସିଛି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ କୁମୁଳାବାହାଳି ନିକଟରେ ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏହି ନଦୀ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମା ଦେଇ ପ୍ରବାହିତ…
ଅଧିକ ଖବର ଦେଖନ୍ତୁ...

ଟ୍ରାଙ୍କୁଲାଇଜ ପରେ ଆହତ ହାତୀର ଚିକିତ୍ସା

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ପଞ୍ଚାୟତ ବାଲିଦାଣ୍ଡସାହି ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଆହତ ହୋଇଥିବା ମାଈହାତୀର ଚିକିତ୍ସା କରାଯାଇଛି। ଓୟୁଏଟି ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରାଯାଇ…
ଅଧିକ ଖବର ଦେଖନ୍ତୁ...