ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଗୁରୁବାର ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ

ଘଟଗାଁ,: କେନ୍ଦୁଝରର ଆରାଧ୍ୟ୍ୟ ଦେବୀ ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢ଼ୀ ପର୍ବ ଆସନ୍ତା ୧୩ ତାରିଖ ଗୁରୁବାର ପାଳିତ ହେବ। ଏଥିପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରଚଳିତ ପ୍ରଥା ଅନୁଯାୟୀ, ଆଷାଢ଼ୀ ପର୍ବ ଦିନ ମା’ ତାରିଣୀଙ୍କ ମନ୍ଦିର ଓ ପୀଠ ପରିସରରେ ଥିବା ଦୁଆରଶୁଣୀ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଚମ୍ପୁଆ: ବାରିଆ ଥାନା ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଭଣ୍ଡା ଗ୍ରାମ କନ୍ଦାରନାଳୀ ସାହିର ବାଦଲ ମହାରଣା (୩୨)। ଆଜି ପୂର୍ବାହ୍ନ ୧୦ଟାବେଳେ ବାଦଲ ଓ ପତ୍ନୀ ଗୀତା ବାଇକ୍‌ରେ ଆବାସ ଯୋଜନାରେ ଆସିଥିବା ଟଙ୍କା…
ଅଧିକ ଖବର ଦେଖନ୍ତୁ...

ହାତୀ ପାଇଁ ଗାଁ ବିସ୍ଥାପିତ: ଗାଁ ଛାଡ଼ି ଚାଲି‌ଗଲେ ୧୨ ପରିବାର, କାଳିଆପାଣି ଗାଁ ଏବେ ଜନଶୂନ୍ୟ

କେନ୍ଦୁଝର : ଖଣି ଖନନ, ଶିଳ୍ପାନୁଷ୍ଠାନ କିମ୍ବା କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ସାଧାରଣତଃ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥାଏ। କିନ୍ତୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଘାଟି ଉପରେ ଥିବା କାଳିଆପାଣି ଗ୍ରାମର ଲୋକେ ହାତୀ ପାଇଁ ବିସ୍ଥାପିତ ହୋଇଛନ୍ତି। ଏହି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ଦନ୍ତା, ବର୍ତ୍ତିଲେ ପରିବାର

ଆନନ୍ଦପୁର: ଆନନ୍ଦପୁର ସୀମାନ୍ତ ଧାତିକିଡିହା ପଞ୍ଚାୟତର ଗୋଡ଼ଭଙ୍ଗା ଗ୍ରାମରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଏକ ଦନ୍ତାହାତୀ ଗୋଡ଼ଭଙ୍ଗା ଗ୍ରାମରେ ପଶିଥିଲା। ସୁରେନ୍ଦ୍ର ବାନ୍ଧିଆଙ୍କ ସ୍ତ୍ରୀ, ଦୁଇଛୁଆ ଘରେ ଶୋଇଥିବା ବେଳେ ହାତୀ ତାଙ୍କ ଘର ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ

ଘଟଗାଁ: ଘଟଗାଁ ଥାନା ନାକଝରି ଗ୍ରାମ ନିକଟରେ ବାଇକ୍‌ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ କେନ୍ଦୁଝର ସଦର ବ୍ଲକ୍‌ କେରି ଗ୍ରାମର ସଞ୍ଜୟ ମୁଣ୍ଡା। ସଞ୍ଜୟ ଘଟଗାଁ ବ୍ଲକ୍‌ ତରା ଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ଘଟଗାଁ ତାରିଣୀ ଠାକୁରାଣୀ…
ଅଧିକ ଖବର ଦେଖନ୍ତୁ...

ଘର ଉପରକୁ ମାଡ଼ିଗଲା ଟ୍ରକ୍‌

ହାଟଡିହି: ହାଟଡିହି ବ୍ଲକ୍‌ ବିଷ୍ଣୁପୁର-ଜାବିନିପୁର ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍‌ ଘର ଉପରକୁ ମାଡ଼ିଯିବା ପରେ ଓଲଟି ପଡ଼ିଛି। ଏଥିରେ ଘରର ସାମାନ୍ୟ କ୍ଷତି ହୋଇଥିବା ବେଳେ ଦୁଇଟି ବାଇକ୍‌ ଚୂରମାର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ଟ୍ରକ୍‌ (ଓଡି-୦୧-ଏଏଫ୍‌- ୯୩୧୧)…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣ କରୁନି କଲ୍ୟାଣ ମଣ୍ଡପ; ଅନ୍ୟତ୍ର ଖର୍ଚ୍ଚ ହୋଇଛି ଅନୁଦାନ, କାମ ଅଧାପନ୍ତରିଆ

କେନ୍ଦୁଝର : ପଞ୍ଚାୟତ ଗୁଡ଼ିକର ରୋଜଗାର ବଢ଼‌ାଇବା ପାଇଁ ରାଜ୍ୟ ସରକାର ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଅଧିକାଂଶ ପଞ୍ଚାୟତକୁ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ଅଧିକାଂଶ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଶେଷ ହୋଇନି। କିଛି…
ଅଧିକ ଖବର ଦେଖନ୍ତୁ...

ତିନିବର୍ଷର ଝିଅକୁ ହତ୍ୟା ଘଟଣା, ଅପରାଧର ପୁନଃଦୃଶ୍ୟାୟନ

ଆନନ୍ଦପୁର: ପ‌ାରିବାରିକ କଳହକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଫକୀରପୁରରେ ନିଜ ତିନିବର୍ଷର ଝିଅକୁ ବୈତରଣୀ ନଦୀ‌କୁ ଫିଙ୍ଗି ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ୍‌ (ଅପରାଧର ପୁନଃଦୃଶ୍ୟାୟନ) କରିଛି କ୍ରାଇମବ୍ରାଞ୍ଚ। ୨୦୧୩ ଅଗଷ୍ଟ ମାସରେ ଆନନ୍ଦପୁର ଥାନା…
ଅଧିକ ଖବର ଦେଖନ୍ତୁ...

ଭୁଜାଲିରେ ହାଣି ଲକ୍ଷେ ଲୁଟିଲେ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳଛକରେ ଆଜି ସକାଳ ସାଢ଼େ ୮ଟାବେଳେ ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭୁଜାଲିରେ ହାଣି ୧ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଙ୍କି ଗ୍ରାମର ବିପିନ…
ଅଧିକ ଖବର ଦେଖନ୍ତୁ...

ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ‌କେନ୍ଦୁଝରରେ ୨.୮୧ ଲକ୍ଷ ପରିବାର ପାଇବେ ପାଣି

କେନ୍ଦୁଝର/ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ…
ଅଧିକ ଖବର ଦେଖନ୍ତୁ...