ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଦାବିପତ୍ର

କେନ୍ଦୁଝର:  ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଫେବ୍ରୁଆରି ୧୩ରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସଂଘ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଜଣେ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଗୋଧିରାମପଡ଼ା ଗ୍ରାମରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଏହି ଗ୍ରାମର ସିଙ୍ଗା ମୁଣ୍ଡା (୫୦)। ସେ ରାତିରେ ଶୋଇଥିବା ବେଳେ ଏକ ବିଷଧର ତାଙ୍କ କାନକୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଖଣି ଦୁର୍ଘଟଣାରେ ଜଣେ ମୃତ

ବଡ଼ବିଲ: ବଡ଼ବିଲ ତହସିଲ ଅନ୍ତର୍ଗତ ଭଦ୍ରାସାହିର ଟଣ୍ଟୋଠାରେ ଥିବା ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ୍‌ କାରଖାନାର ଖଣିରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସୁଲେଇପାଟର ମହେନ୍ଦ୍ର କାରୁଆ (୩୫) ନର୍ଭେରାମ ଖଣିରେ ଠିକା ଶ୍ରମିକ ଭାବେ (ଲୋଡର ଅପେରେଟର)…
ଅଧିକ ଖବର ଦେଖନ୍ତୁ...

ରେଳସାଇଡିଂରେ ସ୍ଥାନୀୟ ନିଯୁକ୍ତି ଦାବିରେ ଉତ୍ତେଜନା

ଯୋଡ଼ା: ଯୋଡ଼ା ବ୍ଲକ୍‌ ବିରିକଳା ପଞ୍ଚାୟତର ବିଲେଇପଦାସ୍ଥିତ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡର ରେଳସାଇଡିଂରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଠିକାସଂସ୍ଥାର ଜଣେ କର୍ମଚାରୀ ବିରିକଳା ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କୁ ପଥରରେ ଆକ୍ରମଣ ଉଦ୍ୟମ କରିଥିବା ନେଇ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ନେଲା ଆଉ ୨ ହାତୀଙ୍କ ଜୀବନ

କେନ୍ଦୁଝର/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ପଞ୍ଚାୟତ ବାଲିଦାଣ୍ଡସାହି ନିକଟରେ ମାଲ୍‌ଗାଡ଼ି ଧକ୍କାରେ ଗତକାଲି ରାତିରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଗୋଟିଏ ହାତୀ ଆହତ ହୋଇଛି। ମୃତ ମାଈହାତୀ ଦୁଇଟିର ବୟସ ପାଖାପାଖି ୧୦ବର୍ଷ ଏବଂ ଗୁରୁତର ଛୁଆ…
ଅଧିକ ଖବର ଦେଖନ୍ତୁ...

ମାଲବାହୀ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ

ହରିଚନ୍ଦନପୁର: ଦୈତାରୀ - ବାଂଶପାଣି ରେଳପଥର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଞ୍ଚାୟତ ବାଲିଦାଣ୍ଡ ଗ୍ରାମ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବ୍ରାହ୍ମଣିପାଳ ରେଂଜର…
ଅଧିକ ଖବର ଦେଖନ୍ତୁ...

୫ ଦିନ ଛୁଟିରେ ରହିବା ପରେ ଫେରିଥିଲେ କନେଷ୍ଟବଳ: ଥାନା ସାମ୍ନା ପୋଖରୀରୁ ଆଜି ମିଳିଲା ମୃତଦେହ,

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହେ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ। ତାଙ୍କର ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାରେ ସପରିବାର ରହୁଥିଲେ। କନେଷ୍ଟବଳ…
ଅଧିକ ଖବର ଦେଖନ୍ତୁ...

ଅଟେଇକୁ ଜଗିଛି ମହାବଳ! ଭୟରେ ପଶୁନାହାନ୍ତି କାଠଚୋର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଥିଲା କାଠ ମାଫିଆଙ୍କ ଚରାଭୂଇଁ। ଏଠାରୁ ଶାଳକାଠ କଟାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଅଟେଇ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜାହିର କରିବା ପରେ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଗାଁ ରାସ୍ତାରେ ପାଣି, ଖେଳୁଛନ୍ତି ବତକ

ଚମ୍ପୁଆ: ଚମ୍ପୁଆ ବ୍ଲକ୍‌ ଭଣ୍ଡା ପଞ୍ଚାୟତ କଂସରା ଗ୍ରାମ ରାସ୍ତାରେ ବର୍ଷାପାଣି ଜମିଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଭଣ୍ଡା-ରରୁଆଁଗୋଡ଼ା ପ୍ରଧାନମନ୍ତ୍ରୀ ସଡ଼କରୁ ଏକ ରାସ୍ତା କଂସର (କ) ଓ କଂସରା (ଖ) ଗ୍ରାମକୁ ଯାଇଛି। ଏହି ରାସ୍ତାଟି ବହୁଦିନ ତଳେ ପଞ୍ଚାୟତ ପକ୍ଷରୁ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟାଙ୍କ ଗୋନାସିକା ଗସ୍ତ

ବାଂଶପାଳ: ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଆଜି ବାଂଶପାଳ ବ୍ଲକ୍‌ ଗୋନାସିକା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜୁଆଙ୍ଗ ଜନଜାତିଙ୍କ ଜୀବନ ଜୀବିକା ବିଷୟରେ ଜାଣିବା ପାଇଁ ଜୁଆଙ୍ଗ…
ଅଧିକ ଖବର ଦେଖନ୍ତୁ...