ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ପ୍ରଧାନମନ୍ତ୍ରୀ ସଡ଼କରେ ଆଣ୍ଠୁଏ ପାଣି

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ର ଖିରେଇଟାଙ୍ଗିରିଠାରୁ ସଦର ବ୍ଲକ୍‌ର ଶଙ୍କିରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯାଇଛି। ବାଉଁଶୁଳି ବାଘମରାସାହି ନିକଟରେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ‌ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଏଠାରେ ଶହେ ମିଟର…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ବଢ଼ାଉଛି ଟ୍ରକ୍‌ ପାର୍କିଂ

କେନ୍ଦୁଝର: ଷଠିଘର ଦୁର୍ଘଟଣା ପରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଅଣାଯିବା ପରିବର୍ତ୍ତେ ଘଟଣାସ୍ଥଳରେ ମାଳମାଳ ଟ୍ରକ୍‌ ପାର୍କିଂ ହେଉଛି। ଯାହା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ାଇବା ସହ ପୁଣି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦୁର୍ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ଭଙ୍ଗା ଘାଟିରେ ଜଳିଗଲା ପିକ୍‌ଅପ୍‌

ଆନନ୍ଦପୁର: ଆନନ୍ଦପୁର ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ହଠାତ୍ ନିଆଁଲାଗି ଏକ ପିକ୍ଅପ୍ ଭ୍ୟାନ ହୁତୁହୁତି ହେଇ ଜଳିଯାଇଛି। ଅପରାହ୍ଣ ପ୍ରାୟ ୩ଟାବେଳେ ଆନନ୍ଦପୁରରୁ ଗଛର ସୁରକ୍ଷାପାଇଁ ଝୁଡ଼ି ଲୋଡକରି ଏକ (ଟାଟା ଏସି) ପିକ୍ଅପ୍(ଓଡି୦୫ଏଲ-୧୭୪୮) ଠାକୁରମୁଣ୍ଡା ଅଭିମୁଖେ ଯାଉଥିବାବେଳେ ଗୋଡ଼ଭଙ୍ଗା…
ଅଧିକ ଖବର ଦେଖନ୍ତୁ...

ଛତୁ ତୋଳିବାକୁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ିଲେ ବୃଦ୍ଧ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଜଙ୍ଗଲ ନିକଟକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧ ବରାଙ୍ଗ ଗ୍ରାମର ନିତ୍ୟାନନ୍ଦ ମହାନ୍ତଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷରେ ବୋହୂ ସାଜୁଛି ମହ୍ଲାର ଝିଅ, ବାଲ୍ୟବିବାହ ଏଠି ପରମ୍ପରା

କେନ୍ଦୁଝର : ଯେଉଁ ବୟସରେ ଖେଳିବା, ପଢ଼ିବା କଥା; ସେଇ ବୟସରେ ଏମାନେ ବାହା ହୁଅନ୍ତି। ଜଣେ, ଦୁଇ ଜଣ ନୁହଁନ୍ତି, ବରଂ ଗାଁ ସାରା ଝିଅଙ୍କର ସେଇ ସମାନ ଅବସ୍ଥା। କିଏ ୧୨ ବର୍ଷରେ ତ କିଏ ୧୩ ବର୍ଷରେ ବାହା ହୋଇଯାଆନ୍ତି। ୧୫ ବର୍ଷ ହେଲାବେଳକୁ ଆଉକେହି ପ୍ରାୟତଃ ବାହାହେବାକୁ ନଥାନ୍ତି।…
ଅଧିକ ଖବର ଦେଖନ୍ତୁ...

ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପଥର ମାଡ଼

ବଡ଼ବିଲ: କୋଲକାତାରୁ ବଡ଼ବିଲ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଗତକାଲି ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଗତକାଲି ମଧ୍ୟାହ୍ନ ୧୨.୧୫ରେ ଟ୍ରେନ୍‌ଟି ଝାଡ଼ଖଣ୍ଡ ରାଜ୍ୟର ଯାମୁଦା ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ଟ୍ରେନ୍‌ ଛାଡ଼ିବାର କିଛି ସମୟ ପରେ କେହି ଦୁର୍ବୃତ୍ତ ପଥର ମାଡ଼…
ଅଧିକ ଖବର ଦେଖନ୍ତୁ...

ହାତୀ ଭାଙ୍ଗିଲା ଘର, ବର୍ତ୍ତିଲେ ପରିବାର

ଚମ୍ପୁଆ: ଦିନକୁ ଦିନ ଚମ୍ପୁଆ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀଟି ଶନିବାର ରଙ୍ଗାମାଟିଆ ଗ୍ରାମରେ ପଶି ଗ୍ରାମର ରାଜେନ୍ଦ୍ର ମୁଣ୍ଡା ଓ ଲେସକେ ମୁଣ୍ଡାଙ୍କ ଘର ଭାଙ୍ଗି ଗଚ୍ଛିତ ଧାନ ଚାଉଳ ଖାଇ ଦେଇଛି। ମାତ୍ର ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀପଲ କେତେବେଳେ ଧାନ…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀ ମନ୍ଦିର ପରିଚାଳନାରେ ବିଭ୍ରାଟ

ଘଟଗାଁ: ମା’ ତାରିଣୀ ମନ୍ଦିର ପରିଚାଳନାରେ ବିଭ୍ରାଟ ଦେଖାଦେଇଛି। ଗତକାଲି ଏମିତି କିଛି ବିଶୃଙ୍ଖଳା ଯୋଗୁଁ ସଂଧ୍ୟା ଆଳତି ଅଧାରୁ ବନ୍ଦ କରିଦିଆଗଲା। ହଠତ୍ ଆଲୁଅ ଲିଭାଇ ଦିଆଗଲା। ବାଜା ପିଟା ବି ବନ୍ଦ କରିଦିଆଗଲା। ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁ ଏଭଳି ଅବ୍ୟବସ୍ଥା ଦେଖି ହତଚକିତ…
ଅଧିକ ଖବର ଦେଖନ୍ତୁ...

ଦୈତାରି ଡ୍ୟାମ୍‌ର ସୁରକ୍ଷାବାଡ଼ ଚୋରି

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତରେ ଥିବା ଦୈତାରି ଡ୍ୟାମ୍‌ର ସୁରକ୍ଷାବାଡ଼କୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଡ୍ୟାମ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ନବବଧୂଙ୍କ ମୃତ୍ୟୁ

ଆନନ୍ଦପୁର: ବିବାହକୁ ଛଅମାସ ନ ପୂରୁଣୁ ଘସିପୁରା ଥାନା ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। ତେବେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବାପଘର ଲୋକେ ଥାନାରେ ଅଭି‌ଯୋଗ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଇନ୍ଦୁପୁରା…
ଅଧିକ ଖବର ଦେଖନ୍ତୁ...