ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

୫ ମାସରେ ଦବିଗଲା ବାସ୍କେଟବଲ୍‌ କୋର୍ଟ

ହାଟଡିହି: ହାଟଡିହି ବ୍ଲକ୍‌ ମରୈଗାଁ ହାଇସ୍କୁଲରେ ୫-ଟିରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ ହୋଇଥିବା ବାସ୍କେଟବଲ୍‌ କୋର୍ଟ ଗୋଟିଏ ବର୍ଷାରେ ଦବିଯାଇଛି। ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ଏହି ବାସ୍କେଟବଲ୍‌ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ପିଡିଏସ୍‌ ଚାଉଳ ଗାଏବ ଘଟଣାର ତଦନ୍ତ

ହାଟଡିହି: ହାଟଡିହି ବ୍ଲକ୍‌ କେ. ବାଲିପାଳ ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ୭ଟି ୱାର୍ଡର ହିତାଧିକାରୀଙ୍କ ଦୁଇମାସର ଚାଉଳ ମିଳିନଥିବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ଘଟଣାର ତଦନ୍ତ କରିଛନ୍ତି ଉପଖଣ୍ଡ ଯୋଗାଣ ଅଧିକାରୀ। ଲବଣି, ଜୁଣବାହାଳି,…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନରେ ତ୍ରୁଟି, ୩ ଘଣ୍ଟା ଅଟକିଲା ଟ୍ରେନ୍‌

ଘଟଗାଁ/ଢେଙ୍କିକୋଟ : ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ‌ଯୋଗୁଁ କେନ୍ଦୁଝର ଜିଲ୍ଲା ବସନ୍ତପୁର-ସୀତାବିଞ୍ଜ ଷ୍ଟେସନ ମଧ୍ୟରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ମେମୁ ସ୍ପେଶାଲ ଟ୍ରେନ୍‌ ତିନିଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏକ…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ପଞ୍ଚାୟତରେ ତାଲା

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ଡିମ୍ବୋ ପଞ୍ଚାୟତର ଡିମ୍ବୋ ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଖରାପ ହୋଇଥିବାରୁ ପାଞ୍ଚଦିନ ହେଲା ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହଉଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରକଳ୍ପ ମରାମତି କରାଯାଉ ନାହିଁ। ଆଜି ଗ୍ରାମର ଶତାଧିକ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ପାଚେରି ଭାଙ୍ଗିଲା

ଘଟଗାଁ: ଘଟଗାଁ ବ୍ଲକ୍‌ ଉପରଡିହା ପଞ୍ଚାୟତ ରାଜବନ୍ଧ କଲେଜସାହିରେ ଥିବା ପ୍ରାଥମିକ ବିଦ୍ୟାଳୟର ସମ୍ମୁଖ ପାର୍ଶ୍ଵ ପାଚେରି ବର୍ଷାରେ ଭାଙ୍ଗିଯାଇଛି। ଫଳରେ ସ୍କୁଲ ପରିସର ଏବେ ମୁକୁଳା ପଡ଼ିଛି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ପାଚେରି ଭାଙ୍ଗିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତ​ରେ ଯୁବକ ମୃତ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ବର୍ଗତ ଦିଲୀପ ମୁଣ୍ଡାଙ୍କ ପୁଅ ଅରୁଣ (୨୧)। ଆଜି ଅପରାହ୍‌ଣରେ ଅରୁଣ ବଗିଚାରେ ପାଣି ମଡ଼ାଇବା ପାଇଁ ଟୁଲୁପମ୍ପ ମରାମତି କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ଭାଲୁଭର୍ତ୍ତି ପାହାଡ଼ରେ ୨ ବର୍ଷ ହେଲା ବାବୁ

କେନ୍ଦୁଝର : ଦିନେ କି ମାସେ ନୁହେଁ। ଦୁଇବର୍ଷ ହେବ ଭାଲୁ ଚଳପ୍ରଚଳ କରୁଥିବା ପାହାଡ଼ ଗୁମ୍ଫାରେ ରହୁଛନ୍ତି ବାବୁ ଓରଫ ସାଗର ନାଏକ (୨୫)। ଭାଲୁ ଓ ଜଙ୍ଗଲର ଅନ୍ୟ ସରୀସୃପମାନେ ମଧ୍ୟ ତାଙ୍କର କୌଣସି କ୍ଷତି କରୁନାହାନ୍ତି। କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ପାହାଡ଼ରେ ରହୁଥିବା ବାବୁଙ୍କ କାହାଣୀ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ମୁକୁନ୍ଦପୁରପାଟଣା ପଞ୍ଚାୟତ ବଣଚକୁଳିଆ ଗ୍ରାମରେ ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୁଧୁ ମୁଣ୍ଡାଙ୍କ ପୁଅ ନବୀନ (୧୨) ଓ ଝିଅ ଝିଙ୍ଗି (୯)। ଭାଇଭଉଣୀଙ୍କ ଅକାଳ ମୃତ୍ୟୁ ପରେ ପୂରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ଦନ୍ତା, କାନ୍ଥପଡ଼ି ୨ ଛେଳି ମୃତ

ଚମକପୁର : ଖାଦ୍ୟ ଅନ୍ବେଷଣରେ ଏକ ଗୋଠଛଡ଼ା ଦନ୍ତା ହାତୀ ଆଜି ଚମ୍ପୁଆ ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇଛି। କାନ୍ଥପଡ଼ି ଦୁଇ ଛେଳିର ମୃତ୍ୟୁ ଘଟିଛି। ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିଛନ୍ତି। ବସିରା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଜମିହରା ଉପେକ୍ଷିତ, କର୍ମନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ପଦ୍ମପୁର : କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଗୋହାଲଡିହି ଅଞ୍ଚଳର ଜମିହରାମାନେ ଉପେକ୍ଷିତ ହୋଇଛନ୍ତି। ସେମାନଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ନିଯୁକ୍ତି ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି। ଗୋହାଲଡିହି ସାଇଡିଂରୁ ସ୍ଥାନୀୟ ଏମ୍ ଏସ୍ ପି…
ଅଧିକ ଖବର ଦେଖନ୍ତୁ...