ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ତିନିବର୍ଷର ଝିଅକୁ ହତ୍ୟା ଘଟଣା, ଅପରାଧର ପୁନଃଦୃଶ୍ୟାୟନ

ଆନନ୍ଦପୁର: ପ‌ାରିବାରିକ କଳହକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଫକୀରପୁରରେ ନିଜ ତିନିବର୍ଷର ଝିଅକୁ ବୈତରଣୀ ନଦୀ‌କୁ ଫିଙ୍ଗି ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ୍‌ (ଅପରାଧର ପୁନଃଦୃଶ୍ୟାୟନ) କରିଛି କ୍ରାଇମବ୍ରାଞ୍ଚ। ୨୦୧୩ ଅଗଷ୍ଟ ମାସରେ ଆନନ୍ଦପୁର ଥାନା…
ଅଧିକ ଖବର ଦେଖନ୍ତୁ...

ଭୁଜାଲିରେ ହାଣି ଲକ୍ଷେ ଲୁଟିଲେ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳଛକରେ ଆଜି ସକାଳ ସାଢ଼େ ୮ଟାବେଳେ ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭୁଜାଲିରେ ହାଣି ୧ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଙ୍କି ଗ୍ରାମର ବିପିନ…
ଅଧିକ ଖବର ଦେଖନ୍ତୁ...

ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ‌କେନ୍ଦୁଝରରେ ୨.୮୧ ଲକ୍ଷ ପରିବାର ପାଇବେ ପାଣି

କେନ୍ଦୁଝର/ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ବନ୍ଧୁକ ଲଗାଇଲେ: ଭୁଜାଲିରେ ହାଣି ଲୁଟି ନେଲେ ଲକ୍ଷେ ସାତ ହଜାର

ତେଲକୋଇ: ଆଜି ସକାଳ ସାଢେ ଆଠଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭୁଜାଲିରେ ହାଣି ୨ଜଣ ଯୁବକଙ୍କ ଠାରୁ ଲକ୍ଷେ ସାତ ହଜାର ଟଙ୍କା ଲୁଟି ନେଇଛନ୍ତି ୨ଲୁଟେରା। କେନ୍ଦୁଝର ରାଙ୍କି ଗ୍ରାମର ଆଲୋକ ପଲେଇ ଓ ଅମୀୟ କୁମାର ବାରିକ ଏକ…
ଅଧିକ ଖବର ଦେଖନ୍ତୁ...

ଆଖିବୁଜା ଗଛ କାଟିଦେଲେ, ବଦଳିଲା ପାଣିପାଗ: ଆଷାଢ଼ରେ ମାଟି ଶୁଖିଲା

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ବ୍ୟାପକ ଜଙ୍ଗଲ ନଷ୍ଟ ସାଙ୍ଗକୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ଖଣି ଖନନ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେଉଁ ସମୟରେ ବର୍ଷା ଲାଗିରହିବା କଥା ସେହି ସମୟରେ ପାଣି ଟୋପେ ପାଇଁ ଜିଲ୍ଲାବାସୀ ଚାତକ ଭଳି ଚାହିଁ ବସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଦଳିଦେଲା ଦନ୍ତା, ତେଲକୋଇରେ ଅଢ଼େଇ ବର୍ଷରେ ମଲେଣି ୮

ତେଲକୋଇ/ଜଗମୋହନପୁର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ବର୍ଷତମାମ ହାତୀପଲଙ୍କ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ହାତୀ ଆକ୍ରମଣରେ ଆଜି ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ: ହାତୀ ହାବୁଡ଼ରେ ପଡ଼ିଲେ ଯୁବତୀ

ତେଲକୋଇ: ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗ୍ରାମର ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ପେଣ୍ଠେଇ। ସେ ଗ୍ରାମ ନିକଟସ୍ଥ ମଗରଧରା ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଜନିତ ସହାୟତାରେ ସରକାରୀ ପକ୍ଷପାତିତା

କେନ୍ଦୁଝର : ଦୁର୍ଘଟଣାରେ ପରିବାରର ମୁଖ୍ୟ କିମ୍ବା ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ସମ୍ପୃକ୍ତ ପରିବାରଟି ଉଜୁଡ଼ି ଯାଉଛି। କୌଣସି ଦୁର୍ଘଟଣାରେ ୪/୫ଜଣଙ୍କ ମୃତ୍ୟୁ ଘଟିଲେ ସରକାର ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି। ଜଣେ ଦୁଇଜଣଙ୍କ ମୃତ୍ୟୁ ଘଟିଲେ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ଭଡ଼ାକୁ ନେଇ ବିବାଦ ପରେ ଟ୍ୟାକ୍ସି ଡ୍ରାଇଭରଙ୍କୁ ତଣ୍ଟିଚିପି ହତ୍ୟା

ଆନନ୍ଦପୁର : ଘସିପୁରା ଥାନା ଦରଖଳାରୁ ଉଦ୍ଧାର ହୋଇଥିବା ଟ୍ୟାକ୍ସି ଡ୍ରାଇଭର ଭଗବାନ ବୈରୀଗଞ୍ଜନଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ଦୁଇ ଅଭିଯୁକ୍ତ ତାଙ୍କୁ ହତ୍ୟା ପରେ ଦରଖଳା ନିକଟରେ ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ପୁଲିସ୍ ରାମଚନ୍ଦ୍ରପୁର ଥାନା ବାତୋର ଅଭିଷେକ…
ଅଧିକ ଖବର ଦେଖନ୍ତୁ...

ମନରେଗାରେ ଏମିତି ଚାଲିଛି ହରିଲୁଟ୍‌: ଗଛ ଗୋଟିଏ, ଖର୍ଚ୍ଚ ଲକ୍ଷେ

କେନ୍ଦୁଝର: ଏବେ ବନ ମହୋତ୍ସବ ସପ୍ତାହ ଚାଲିଛି। ସରକାରୀସ୍ତରରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। କିନ୍ତୁ ଗୋଟିଏ ଗଛ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷେ ଟଙ୍କା। ଏହା ଅନେକଙ୍କୁ ବିସ୍ମିତ କରୁଥିଲେ ବି ସତ। ଏମିତି ଘଟଣା ଦେଖିବାକୁ ମିଳିଛି ପାଟଣା ବ୍ଲକ୍‌ ଚେମଣା ଗ୍ରାମରେ। ଏହି ଗ୍ରାମରେ ମନରେଗା…
ଅଧିକ ଖବର ଦେଖନ୍ତୁ...