ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଦୋକାନ ଆଗରୁ ୨୫ ଲକ୍ଷର ଅଳଙ୍କାର ଲୁଟ୍‌

ଢେଙ୍କିକୋଟ : ଘଟଗାଁ ଥାନା ଢେଙ୍କିକୋଟ ବଜାର ସ୍ଥିତ ‘କୈଳାସ ଜୁଏଲାରୀ’ ସମ୍ମୁଖରୁ ଆଜି ସକାଳେ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତି ଏକ ବ୍ୟାଗ୍‌ କୌଣସି ଦୁର୍ବୃତ୍ତ ଲୁଟିି ନେଇଛି। ଦୋକାନ ମାଲିକ ମନ୍ମଥ ରଣା ଏ ସଂପର୍କରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ତନାଘନା…
ଅଧିକ ଖବର ଦେଖନ୍ତୁ...

ଘଟଗାଁ :୧୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଲେ ଦୁଇ ଦୁର୍ବୃତ୍ତ

ଘଟଗାଁ: ଆଜି ସକାଳେ ଘଟଗାଁ ଥାନା ଅନ୍ତର୍ଗତ ଡେଙ୍କିକୋଟ୍‌ ବଜାରରେ ଥିବା କୌଳାଶ ଜୁଏଲାରିର ମାଲିକଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ୧୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ ଅପରାଧୀମାନଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରି…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୦ ଆହତ

ହାଟଡ଼ିହି : ସୋସୋ ଥାନା ଅନ୍ତର୍ଗତ ପଣ୍ଡାଡ଼ୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଆଜି ରାତି ୯ଟା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇସି ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ସହରରୁ ପୃଥକ ପୃଥକ ସ୍ଥାନରୁ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପାଇଖାନାରେ ପକ୍ଷାଘାତ ଶ୍ୟାମ

କେନ୍ଦୁଝର: ଘର ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନା ବିଜୁ ପକ୍କାଘର ଯୋଜନାରେ ଘର ମିଳିଛି । ଏମିତି ଅବସ୍ଥାରେ ୯ଟି ସନ୍ତାନ ସନ୍ତତିଙ୍କୁ ନେଇ ପାଇଖାନାରେ ବିତୁଛି ଶ୍ୟାମ ନାଏକଙ୍କ ସଂସାର । କେନ୍ଦୁଝର ସଦର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତର ଫାର୍ମ ସାହିରେ ରୁହନ୍ତି ଶ୍ୟାମ ନାଏକ । ବୟସ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଦୋକାନରୁ ଟଙ୍କା ଓ ବାଇକ୍‌ ଲୁଟ୍‌

ଯୋଡ଼ା : କେନ୍ଦୁଝର ଜିଲ୍ଲା ପଶ୍ଚିମଯୋଡ଼ାସ୍ଥିତ ବୀଣାପାଣି ଷ୍ଟୋରରେ ଆଜି ରାତି ୯ଟା ବେଳେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା, ୬ଟି ମୋବାଇଲ୍‌ ସହ ୨ଟି ବାଇକ୍‌ ଲୁଟି ନେବା ଘଟଣା ଯୋଡା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ରାସ୍ତା…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଆଇଟିଆଇ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ବଡବିଲସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରୀ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ମୃତ ଆଇଟିଆଇ ଛାତ୍ରୀଙ୍କ ନାମ ଶ୍ରୀଦେବୀ ମହାକୁଡ ଓ ବୟସ ୧୮ବର୍ଷ ଓ ଘର କେନ୍ଦୁଝର ଜିଲ୍ଲା ପୁଟୁଗ୍ରାମରେ ବୋଲି ଜଣାପଡ଼ିଛି। ସେ ବଡବିଲସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍‌ସ ଦୁର୍ଘଟଣାରେ ୧୧ ଆହତ, ଜଣେ ଗୁରୁତର

ଯୋଡା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲ୍‌ଯୋଡା-ଗୁରୁଡା ରାସ୍ତାରେ ରବିବାର ଏକ ଆମ୍ବୁଲାନ୍‌ସ ଦୁର୍ଘଟଣାରେ ୧୧ ଜଣ ଆହତ ଓ ଜଣେ ଗୁରୁତର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଆମ୍ବୁଲାନ୍‌ସରେ ଯୋଡାରୁ ସିଲ୍‌ଯୋଡାକୁ ଫେରୁଥିବା ସମୟରେ ଆମ୍ବୁଲାନ୍‌ସର ଯାନ୍ତ୍ରିକ ତୃଟି…
ଅଧିକ ଖବର ଦେଖନ୍ତୁ...

ଖାକିରେ କଳଙ୍କ : ଲାଞ୍ଚ ନେବା ବେଳେ ଥାନା ଏଏସ୍‌ଆଇ ଓ ମଧ୍ୟସ୍ଥି ଗିରଫ

ଘଟଗାଁ : ଲାଞ୍ଚ ନେବା ବେଳେ ଘଟଗାଁ ଥାନା ଏଏସ୍‌ଆଇ ପ୍ରସନ୍ନ କୁମାର ସାହୁ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହାସହିତ ଲାଞ୍ଚ ନେବାରେ ମଧ୍ୟସ୍ଥତା କରିଥିବା ଆଶିଷ ବେହେରା ନାମକ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଗାଁ ଥାନା…
ଅଧିକ ଖବର ଦେଖନ୍ତୁ...

ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ପରିବାରର ୫ ଜଣଙ୍କୁ ୫ ବର୍ଷ ଜେଲ୍‌

କେନ୍ଦୁଝର : କେନ୍ଦୁଝର ସଦର ଥାନା ବଉଳମାଳ ଗ୍ରାମରେ ୨୦୧୫ ମସିହାରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସସ୍ମିତା ପାଢୀ ଗୋଟିଏ ପରିବାରର ୫ ଜଣଙ୍କୁ ୫ ବର୍ଷ ଲେଖା ଜେଲ୍‌ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...