ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ସାଇକଲକୁ ପିଟିଲା ଟ୍ରକ, ବଡ଼ ବାପା-ଝିଆରୀଙ୍କ ମୃତ୍ୟୁ

କଟକ: ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ନିକଟସ୍ଥ ଲୁଣା ନଦୀ ବାମ ପାର୍ଶ୍ୱ କେନାଲ ରୋଡ଼ରେ ଏକ ବାଲି ବୋଝେଇ ଟ୍ରକ ଧକ୍କା ହେବା ଫଳରେ ଘଟଣାସ୍ଥଲରେ ବଡ଼ ବାପା ଗଜେନ୍ଦ୍ର ପ୍ରଧାନ (୬୨) ଓ ଝିଆରୀ ବର୍ଷା ପ୍ରଧାନ(୧୨)ଙ୍କ ମୃତ୍ୟୁ ହୋଇଛି। ଉଭୟ ବଡ଼ବାପା ଓ ଝିଆରୀ ସାଇକଲରେ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ମାଉସୀ ଢାବା ଭିତରକୁ ପଶିଗଲା ଟ୍ରକ

ଢେଙ୍କାନାଳ: ଢାବା ଭିତରକୁ ପଶିଗଲା ଟ୍ରକ। ଢେଙ୍କାନାଳ ପରଜଙ୍ଗ ଥାନା କଙ୍କୁମୁଣ୍ଡା ଛକରେ ଥିବା ମାଉସୀ ଢାବା ଭିତରକୁ ହଠାତ ଏକ ଟ୍ରକ ପଶିଯାଇଥିଲା। ଫଳରେ ଢାବା ଓ ଟ୍ରକ କିଛି ମାତ୍ରାରେ ଜଳିଯାଇଥିଲା। ଢାବା ଆଗରେ ଥିବା ଲୋକମାନେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଘଟଣାସ୍ଥଳରେ ଚାପା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କୁ ଜାମିନ

କଟକ : ଦେବଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସଞ୍ଜୀବ ପ୍ରଧାନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଛାଡ଼ ପାଇବା ପାଇଁ ସେ ନିମ୍ନ ଅଦାଲତରେ ୫ଲକ୍ଷ ଟଙ୍କା ଜମା କରିବେ। ଏଥିସହିତ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରିବା ପାଇଁ ହାଇକୋର୍ଟ ନିମ୍ନ ଅଦାଲତକୁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟି ଚୋରି ମାମଲା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର : ରାଜ୍ୟ ସରକାରଙ୍କ ଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟି ବେଗ୍‌ ଚୋରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ। ଗିରଫ ବ୍ୟକ୍ତିମାନେ ହେଲେ ରାଉରକେଲାର ଗୋପବନ୍ଧୁଲାଲିର ମନମୋହନ ଝା…
ଅଧିକ ଖବର ଦେଖନ୍ତୁ...

ଖାକିରେ କଳଙ୍କ : ଲାଞ୍ଚ ନେବା ବେଳେ ଥାନା ଏଏସ୍‌ଆଇ ଓ ମଧ୍ୟସ୍ଥି ଗିରଫ

ଘଟଗାଁ : ଲାଞ୍ଚ ନେବା ବେଳେ ଘଟଗାଁ ଥାନା ଏଏସ୍‌ଆଇ ପ୍ରସନ୍ନ କୁମାର ସାହୁ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହାସହିତ ଲାଞ୍ଚ ନେବାରେ ମଧ୍ୟସ୍ଥତା କରିଥିବା ଆଶିଷ ବେହେରା ନାମକ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଗାଁ ଥାନା…
ଅଧିକ ଖବର ଦେଖନ୍ତୁ...

ଗାଁ ମୁହଁରେ ଦନ୍ତା

ବୁଗୁଡ଼ା : ଆଜି ଅପରାହ୍ନରେ ହଠାତ୍‌ ଗାଁ ମୁଣ୍ଡରେ ଠିଆ ହୋଇଥିଲା ଏକ ଦନ୍ତା ହାତୀ। ପ୍ରାଣ ଭୟରେ ଯିଏ ଯୁଆଡ଼େ ପାରିଲେ ସମସ୍ତେ ଧାଇଁ ପଳାଇଲେ। ବାହାରେ ଖେଳୁଥିବା ପିଲା ମାନେ ଘର ଭିତରକୁ ପଳାଇବା ପରେ ତାଟିକବାଟ ପଡ଼ିଗଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରାପଲ୍ଲୀ ଗ୍ରାମରେ ଆଜି ଏଭଳି ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ଘରେ ହାଣିଲା, ଶୌଚାଳୟରେ ଜାଳିଦେଲା

ରାଉରକେଲା : ପ୍ରେମ ବିବାହ କରିଥିବା ପତ୍ନୀ ବୁଧନ ଓରଫ ଦିବ୍ୟା ଓରାମ(୨୧)ଙ୍କୁ ବୀଭତ୍ସ ହତ୍ୟା ଓ କିରାସିନି ଢ଼ାଳି ଜାଳିଦେବା ପରେ ସ୍ୱାମୀ ସୁରଜିତ ଯୋଜୋ ଓରଫ ସଞ୍ଜୀବ (୨୬) ଗତକାଲି ବିଳମ୍ବିତ ରାତିରେ ଉଦିତନଗର ଥାନାରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ପରେ ପୁଲିସ ତାକୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ଆର୍‌ଡିସି ଅଫିସ ଆଗରେ ଗର୍ଜିଲେ ପଞ୍ଚାୟତ କର୍ମଚାରୀ

ସମ୍ବଲପୁର : ଶନିବାର ପଶ୍ଚିମ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ତରଫରୁ ୩ ଦଫା ଦାବି ନେଇ ଉତ୍ତରାଞ୍ଚଳ ଆର୍‌ଡିସି ଅଫିସ ଘେରାଉ କରାଯାଇଛି। ସଂଘର ସଭାପତି ଲଳିତ ନାୟକଙ୍କ ନେତୃତ୍ୱରେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରୁ ରାଲିରେ ସହର ପରିକ୍ରମା କରି ଆର୍‌ଡିସି କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗନଗର ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

କଟକ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବହୁଚର୍ଚ୍ଚିତ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ପି.କେ.ମହାନ୍ତି କମିସନଙ୍କ ରିପୋର୍ଟ ବନ୍ଦ୍‌ ଲଫାପାରେ ହାଇକୋର୍ଟରେ ଦାଖଲ ହେବ।…
ଅଧିକ ଖବର ଦେଖନ୍ତୁ...

ମା’ ଲକ୍ଷ୍ମୀଙ୍କ ମୁକୁଟ ତିଆରି କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ପରିସରରେ ପୂଜା ପାଉଥିବା ମା’ ଲକ୍ଷ୍ମୀଙ୍କ ମୁକୁଟକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଶ୍ରୀମନ୍ଦିର ପ୍ରଶାସନ ତାଲିକାରେ ନଥିବାରୁ ଏହା ମା’ ଲକ୍ଷ୍ମୀଙ୍କ ମନ୍ଦିରର ସଂପତ୍ତି ବୋଲି ସ୍ପଷ୍ଟ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିଜ ପରିଚାଳନାଭୁକ୍ତ କରି…
ଅଧିକ ଖବର ଦେଖନ୍ତୁ...