ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବସ୍‌-ସ୍କୁଟି ଧକ୍କା: ମହିଳାଙ୍କ ମୃତ୍ୟୁ:ଜଣେ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

ଇବଥର୍ମାଲ: ଲଖନପୁର କୋଇଲା ଖଣିକ୍ଷେତ୍ର ରିଜନାଲ ଷ୍ଟୋର ପାଖ ବନ୍ଧବାହାଲ-ବେଲପାହାଡ଼ ମୁଖ୍ୟରାସ୍ତାରେ ଏକ ବସ୍‌ (ଓଆର ୨୩ଏ ୬୩୨୬)) ସହ ସ୍କୁଟି (ଓଡି ୨୩ସି ୭୬୨୩) ଧକ୍କା ହେବା ଫଳରେ ସ୍କୁଟିରେ ବସିଥିବା ମହିଳା ନିଳାଦ୍ରୀ ବଢ଼େଇ (୪୦)ଙ୍କ ମୃତ୍ୟୁ ଘଟିଛି। ସ୍କୁଟି ଚଳାଉଥିବା ସୀତାରାମ ମୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କ ମୃତ୍ୟୁ

ବରଗଡ଼: ଗୁରୁଦ୍ୱାରା ଛକ ନିକଟସ୍ଥ ଜିଲ୍ଲା ଅଡିଟ୍‌ ଅଫିସ୍‌ରେ କାର୍ଯ୍ୟରତ ଝାଡ଼ୁଦାର ଅନିରୁଦ୍ଧ ଦଳାଇ (୪୫)ଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମଂଗଳବାର ରାତିରେ ତଲିପଡ଼ା ନିବାସୀ ଅନିରୁଦ୍ଧ ଦପ୍ତର ବନ୍ଦ କରି ଭିତରେ ଶୋଇଥିଲେ। ଭିତର ପଟୁ କବାଟ ବନ୍ଦ ରଖିଥିଲେ। ବୁଧବାର ସକାଳୁ…
ଅଧିକ ଖବର ଦେଖନ୍ତୁ...

ନବଜାତ ଶିଶୁପୁତ୍ରକୁ ଛାଡ଼ି ଚାଲିଗଲା ପରିବାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଜନ୍ମ ଦେବା ପରେ ମା’ ଓ ଅନ୍ୟମାନେ ଛାଡ଼ି ଚାଲି ଯାଇଥିବା ସୂଚନା ମିଳିଛି। ଉଦ୍ଧାର ଶିଶୁକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଶିଶୁଟିର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଯାଞ୍ଚରୁ ମିଳିବ ପ୍ରମାଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଦୁଷ୍କର୍ମ ଘଟଣାର ତଦନ୍ତ ଜାରି ରହିଛି। ପୀଡିତାଙ୍କ ଅଭିଯୋଗକୁ ନେଇ ପୁଲିସ ଅନ୍ୟମାନଙ୍କ ସଂପୃକ୍ତି ରହିଛି ନା’ ନାହିଁ ତାହାର ଯାଞ୍ଚ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଗତକାଲି ସକାଳେ…
ଅଧିକ ଖବର ଦେଖନ୍ତୁ...

ସୋନପୁର: ଯୁବତୀଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା, ଦୁଷ୍କର୍ମ ସନ୍ଦେହ

ସୋନପୁର: ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବହିରଖମନ ଗ୍ରାନ ନିକଟସ୍ଥ ଏକ ଧାନ ବିଲରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଝୁ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ କରାଯାଇଛି। ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ କୌଣସି ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କରାଯାଇଥାଇ ପାରେ ବୋଲି ଚର୍ଚା ହେଉଛି। ଖବର…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲାରେ ୭ବର୍ଷ ଜେଲ

ନବରଙ୍ଗପୁର: ରାଇଘର ଥାନା ଅନ୍ତର୍ଗତ ଗୁଚାଗୁଡା ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡିସମ ଗଣ୍ଡ ଦୋଷୀ ସାବ୍ୟସ୍ତ ହୋଇଛି। ସୂଚନା ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ମାସ ୮ତାରିଖ ଦିନ ମୁଣ୍ଡିବେଡା ପଞ୍ଚାୟତ ଅନ୍ତର୍ଗତ ଚଚାଗୁଡା ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଡିସମ…
ଅଧିକ ଖବର ଦେଖନ୍ତୁ...

ଭିକ୍ଷୁକଙ୍କୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ଚିନ୍ତା: ଟଙ୍କା ସଂଗ୍ରହ କରି ପ୍ରଶାସନକୁ ଦେଲେ

ରାୟଗଡ଼ା: ଭିକ ମାଗି ଚଳୁଛନ୍ତି। କିନ୍ତୁ ବଦନ୍ୟତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମାନବିକତାର ନିଆରା ନିଦର୍ଶନ ପ୍ରତିପାଦିତ କରିଛନ୍ତି। କନ୍ଧମାଳ ଜିଲ୍ଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି। ଗଣମାଧ୍ୟମରୁ ଜଗା-କାଳିଆଙ୍କ ବିଷୟରେ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ, ୩ଗିରଫ

କୋରାପୁଟ: ସହର ଉପକଣ୍ଠ ତନଭୀର ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ ମାମଲାରେ ୩ଜଣଙ୍କୁ ଗିରଫ କରିଛି କୋରାପୁଟ ସଦର ଥାନା ପୁଲିସ। ମିଳିଥିବା ସୂଚନା ଅନୁସାରେ, ସହର ଉପକଣ୍ଠରେ ଥିବା ତନଭୀର ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। କୋରାପୁଟ ଧୋବା ସାହିର କିଛି ଯୁବକ ପେଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ଏକାଦଶାହରେ ସ୍ୱାମୀ-ପୁଅ ମୃତ୍ୟୁ ଘଟଣା:ସରକାରୀ ସହାୟତା ମିଳିଲା

ନୀଳଗିରି: ପତ୍ନୀଙ୍କ ଏକାଦଶାହରେ ସ୍ୱାମୀ ଓ ବଡ଼ପୁଅର ଚିକିତ୍ସା ଅଭାବରୁ ମୃତ୍ୟୁହେବା ଘଟଣାରେ ସରକାରୀ ସହାୟତା ମିଳିଛି। ନୀଳଗିରି ବ୍ଲକରେ ଜଡ଼ିଦା ପଞ୍ଚାୟତର ଯୋକନଣ୍ଡା ଗ୍ରାମରେ ଗୋପୀନାଥ ପ୍ରଧାନ(୬୫), ସ୍ତ୍ରୀ ସୁମିତ୍ରା (୫୫), ବଡ଼ ପୁତ୍ର ଦିବ୍ୟାଙ୍ଗ ରଂଜନ (୨୯) ମୃତ୍ୟୁ ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ: ୩ ମହିଳା ସହ ୭ ଗିରଫ

କରଂଜିଆ: କରଂଜିଆ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ୍‌ ମଦ କାରବାର କରୁଥିବା ୩ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମୋଟ୍‌ ୪୭ ଲିଟର ମଦ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସଲରାପଦା ଗ୍ରାମର ଅନୁପମା…
ଅଧିକ ଖବର ଦେଖନ୍ତୁ...