ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ମା’ ଓ ଶିଶୁ ଡାକ୍ତରଖାନା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗୀର ଗସ୍ତରେ ଆସି ପ୍ରାୟ ଶହେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ଦେଇଛନ୍ତି। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରେ ଆସି ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ବନ୍ଦ ବେଳେ ହତ୍ୟା, ଅପହରଣ ଗୁଜବ

ତୁମୁଡ଼ିବନ୍ଧ/କୋଟଗଡ଼ : କନ୍ଧମାଳ ପୁଲିସର ମାଓ ମୁକାବିଲା ବାଟବଣା। ଆଜି ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ବେଶ୍‌ ପ୍ରଭାବ ଦେଖିବାକୁ ମିଳିଥିଲା। ସେପଟେ ପୁଲିସ, ପ୍ରଶାସନକୁ ଉଡ଼ା ଖବର ଯୋଗୁଁ ନାକେଦମ୍‌ ହେବାକୁ ପଡ଼ିଥିଲା। ମାଓବାଦୀ ଜଣଙ୍କୁ ହତ୍ୟା ଓ ଜଣକୁ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ

ବଡ଼ମ୍ବା : ପ୍ରେମରେ ବିଫଳ ଜଣେ କଲେଜ୍‌ ଛାତ୍ର ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ ହୋଇଛି। ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଆପତ୍ତିଜନକ ଫଟୋ ଉଠାଇ ତାହାକୁ ଭାଇରାଲ୍‌ କରିଥିବା ଏହି ଛାତ୍ରକୁ ପୁଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ପିପିଲି ବାଣ ବିସ୍ଫୋରଣ ଘଟଣା : ଏସ୍‌ସିବିରେ ଜଣଙ୍କର ମୃତ୍ୟୁ

କଟକ : ଦୀପାବଳି ପୂର୍ବରୁ ବାଣ ବିସ୍ଫୋରଣର ଶିକାର ହୋଇଥିବା ପିପିଲିର ବଚନ ବେହେରା (୧୮)ଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବାଣ ବିସ୍ଫୋରଣରେ କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବାଲିପଡ଼ାର ବାସିନ୍ଦା ବଚନଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ବିପଦସଙ୍କେତ ଟପିଲା ବୈତରଣୀ : କଣ୍ଟିଘାଇ ଦେଇ ପଶିଲା ବନ୍ୟାଜଳ

ଭଣ୍ଡାରିପୋଖରୀ : ବୈତରଣୀ ନଦୀର ବନ୍ୟା ବିପଦସଙ୍କେତ ଟପିଛି। ଆଜି ଅପରାହ୍ନ ୪ଟାରେ ଆଖୁଆପଦା ନିକଟରେ ନଦୀର ବିପଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରି ସନ୍ଧ୍ୟା ୬ଟା ସୁଦ୍ଧା ୧୭.୯୦ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ଏହା ୧୮.୦୦ ମିଟରକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ଦମ୍ପତି ମୃତ

ବୌଦ୍ଧ/ଚାରିଛକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଏନ୍‌ଏଚ୍‌ ନଂ ୫୭ର ନୂଆପଡ଼ା କେନ୍ଦୁପତ୍ର ଫଡି ନିକଟରେ ଶନିବାର ସକାଳେ ଏକ ଟ୍ରକ ଦୁର୍ଘଟଣାରେ ବଲାଙ୍ଗୀର ସାଲେପାଲିପଡ଼ାର ଜୟକୃଷ୍ଣ ସାହୁ (୬୦)ଓ ତାଙ୍କ ସ୍ତ୍ରୀ ପାର୍ବତୀ ସାହୁଙ୍କ ମୃତ୍ୟୁ ଘଟିଛି। ଜୟକୃଷ୍ଣଙ୍କ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କଲ୍‌ମାର ୬୪ଟି ଗେଟ୍‌

ସମ୍ବଲପୁର : ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୬୪ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗତ ୫ ଅକ୍ଟୋବରରେ ୨୦ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବାକି ଗେଟ୍‌ ବନ୍ଦ କରାଯାଇଛି। ଶନିବାର କଲ୍‌ମାର ୬୬ଟି ଗେଟ୍‌ ମଧ୍ୟରୁ ମାତ୍ର ୨ଟି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଟ୍ରକ୍‌କୁ ପଛ ପଟରୁ ପିଟିଲା ପିକ୍‌ଅପ୍‌, ୨ ମୃତ

କେନ୍ଦ୍ରାପଡ଼ା: ଦୁହୁରିଆସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ପ୍ରାଣହାନୀ ଘଟିଛି। ମିଳିଥିବା ସୂଚନ ଅପରାହ୍ନରେ ଟ୍ରକ୍‌କୁ ପଛ ପଟରୁ ଏକ ପିକ୍‌ଅପ୍‌ ଧକ୍କା କରିବାରୁ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗୁପ୍ତେଶ୍ୱରରୁ ଗିରଫ

ଜୟପୁର: ଗତ ଅକ୍ଟୋବର ୧୭ ଅପରାହ୍‌ଣରେ ସ୍ୱାମୀ ଓ ପୁଅ ନ ଥିବା ବେଳେ ଜୟପୁର ଇରିଗେସନ କଲୋନୀରେ ରହୁଥିବା ବିରାଜିନୀ ଖଣ୍ଡୁଆଳ(୪୫ ବର୍ଷ)ଙ୍କୁ ତଣ୍ଟି ଚିପି ହତ୍ୟା କରିବା ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଶୁକ୍ରବାର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱରରୁ ଗିରଫ କରିଛି। ଘରୋଇ…
ଅଧିକ ଖବର ଦେଖନ୍ତୁ...

ଗୁମୁଡ଼ୁମାହା ଗୁଳିକାଣ୍ଡ ସମୟରେ ଅଟୋ ଚଳାଉଥିବା ଡ୍ରାଇଭରଙ୍କ ବାପାଙ୍କୁ ଗୁଳିମାରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଆଜି ସକାଳେ ମାଓବାଦୀମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  କନ୍ଧମାଳ ଓ କଳହାଣ୍ଡିରୁ ଦୁଇଟି ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ ମୋହନ ହେଉଛନ୍ତି ୨୦୧୬ ମସିହାରେ ଗୁମୁଡୁମାହା…
ଅଧିକ ଖବର ଦେଖନ୍ତୁ...