ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ବିଶାଖାପାଟଣା ଯାଏଁ ସମ୍ପ୍ରସାରିତ ହେଲା ସମ୍ବଲପୁର- ବନାରସ ଏକ୍ସପ୍ରେସ

ସମ୍ବଲପୁର: ସମ୍ବଲପୁର- ବନାରସ ଏକ୍ସପ୍ରେସକୁ ବିଶାଖାପାଟଣା ଯାଏଁ ସମ୍ପ୍ରସାରଣ କରାଯାଇଛି | ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଖେତରାଜପୁର ଷ୍ଟେସନଠାରେ ପତାକା ଦେଖାଇ ଏହି ସମ୍ପ୍ରସାରଣ କାର୍ଯ୍ୟର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଛଟ୍ ପୂଜାରେ ଯୋଗ ଦେଲେ

ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ସେ ଯୋଗ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

କନ୍ଦେଇଝୁରି ଜଙ୍ଗଲରେ ହାତୀର ମୃତ୍ୟୁ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନଖଣ୍ଡ ସାଲେଭଟା ପଞ୍ଚାୟତ କୁନ୍ଦେଇଝୁରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ଅପରାହ୍ନରେ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

୨୦ରେ ସମ୍ବଲପୁର ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ସମ୍ବଲପୁର: ଆସନ୍ତା ୨୦ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବଲପୁର ଗସ୍ତରେ ଆସିବେ। ସମ୍ବଲପୁର ଷ୍ଟେସନଠାରେ ସଂପ୍ରସାରିତ ୱାଲଟିୟର-ବନାରସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ ପୂର୍ବରୁ ସମ୍ବଲପୁରରୁ ବନାରସକୁ ଯାତ୍ରା କରୁଥିଲା। ସଂପ୍ରସାରିତ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବସିବ ସିଣ୍ଟେକ୍ସ,କୋରାପୁଟରେ ପ୍ଲାଏ ବୋର୍ଡ କାରଖାନା

ଭୁବନେଶ୍ବର: ସମ୍ବଲପୁରରେ ସିଣ୍ଟେକ୍ସ ବିଏପିଏଲ୍ ଲିମିଟେଡ୍‌ ୪୭୯.୪୭ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରି‌ବ। ସେଥିରେ ସିପିଭିସି, ୟୁପିଭିସି ଓ ଏସ୍‌ଡବ୍ଲୁଆର୍‌ ଫିଟିଙ୍ଗ୍‌ସ ଓ ପ୍ଲାଷ୍ଟିକ ଟାଙ୍କି ନିର୍ମାଣ କରାଯିବ। ଆଜି ଏହି ପ୍ରକଳ୍ପ ସମେତ ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ…
ଅଧିକ ଖବର ଦେଖନ୍ତୁ...

ବରଗାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମାଡ଼ିଗଲା ଟ୍ରକ୍, ବସ୍ ଚାଳକଙ୍କ ସମେତ ଚାଲିଗଲା ୩ଜଣଙ୍କ ଜୀବନ

ରେଢ଼ାଖୋଲ/ କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଧକ୍କାରେ ବସ୍ ଚାଳକଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ଝାରସୁଗୁଡ଼ାରୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ମିଲର୍ସଙ୍କ ମନମାନି! ୪୭ ପ୍ରତିଶତ ମିଲର୍ସ ଫେରାଇ ନାହାନ୍ତି କଷ୍ଟମ୍‌ ମିଲିଂ ଚାଉଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମିଲର୍ସଙ୍କ ମନମାନି ଚାଲିଛି। ରବିରେ ସରକାର କିଣିଥିବା ଧାନ ମିଲର୍ସ ନେଇଥିଲେ। କଷ୍ଟମ୍‌ ମିଲିଂ କରି ଚାଉଳ ଫେରାଇବା କଥା। ହେଲେ ସମ୍ବଲପୁର ଜିଲ୍ଲାରେ ଏଯାଏଁ ନେଇଥିବା ଧାନ ବାବଦକୁ ଚାଉଳ ମାତ୍ର ୫୩ ପ୍ରତିଶତ ମିଲର୍ସ ଫେରାଇଛନ୍ତି। ପାଖାପାଖି ୪ ହଜାର…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଉପରେ ରିଲ୍ସ ! ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ସମ୍ବଲପୁର: ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ରିଲ୍ସ କହିଲେ ପ୍ରାୟ ସମସ୍ତେ ଜାଣିଥିଲେ। କେବଳ ଜାଣି ନଥିବେ ଅଧିକାଂଶ ରିଲ୍ସ ନିଜେ ମଧ୍ୟ କରୁଥିବେ। ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌, ଆଉ ସୋସିଆଲ୍‌ ମିଡିଆ। ଏସବୁ ଭିତରେ ରିଲ୍ସ ପାଇଁ ଅନେକ ପାଗଳାମି କରୁଥିବା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ହିଟ୍‌ ଆଣ୍ଡ ରନ୍‌: ଲୋକଙ୍କ ଉପରେ ମାଡ଼ିଗଲା କାର୍, ଜଣେ ମୃତ

ସମ୍ବଲପୁର: ସମୟ ଶୁକ୍ରବାର ରାତି ୯ଟା। ଏକ କାର୍‌ ଦ୍ରୁତଗତିରେ ଆସି ପଛପଟୁ ଧକ୍କା ଦେଇ ଚାଲିଲା। ଏକାଧିକ ଲୋକଙ୍କୁ ଧକ୍କା ଦେଇ କାର୍‌ଟି ଘଟଣାସ୍ଥଳରୁ ଫେରାର୍‌ ହୋଇଗଲା। ଏତିକି ସମୟ ମଧ୍ୟରେ ଚାଲିଗଲା ଜଣଙ୍କ ଜୀବନ। ଧକ୍କା ଏତେ ଜୋର୍‌ରେ ଥିଲା ଯେ, କାର୍‌ର ବନେଟ୍‌, ଲାଇଟ୍‌ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...