ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧର୍ମକର୍ମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଆୟ ପାଇଁ ନୂଆ ସୁଯୋଗ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ଶନିବାର ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି ଓ ସୋମବାର: ଜୀବନରେ ସ୍ଥିରତା ଆସିବ। ମଙ୍ଗଳ ଓ ବୁଧବାର: ଦୀର୍ଘ ଦିନର ଚିନ୍ତା ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରିଆଙ୍କୁ ଖୁସି ଖବର ମିଳିପାରେ ଏବଂ ସ୍ବାସ୍ଥ୍ୟ ଭଲ ରହିବ।

ରବି ଓ ସୋମବାର: ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ଇଚ୍ଛା ଅନୁସାରେ କାମ କରିବେ। ଗୁରୁ, ଶୁକ୍ର ଓ ଶନିବାର: ଧର୍ମ କାର୍ୟ୍ୟରେ ଧନ ଖର୍ଚ୍ଚ କରିବେ।

ରବି ଓ ସୋମବାର: ଶତ୍ରୁଙ୍କୁ ଜୟ ଏବଂ ଉପହାର ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି। ଗୁରୁ, ଶୁକ୍ର ଓ ଶନିବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ।

ରବି ଓ ସୋମବାର: ଉପାର୍ଜନ ଲାଗି ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଅଧିକାରୀଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ରବି ଓ ସୋମବାର: ଆର୍ଥିକ ମାମଲାରେ ସୁଧାର ହୋଇପାରେ। ମଙ୍ଗଳ ଓ ବୁଧବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ।

ରବି ଓ ସୋମବାର: ଇଚ୍ଛା ପୂର୍ତ୍ତି ହୋଇପାରେ। ମଙ୍ଗଳ ଓ ବୁଧବାର: ସମାଜରେ ମାନସମ୍ମାନ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: କାର୍ୟ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।

ରବି ଓ ସୋମବାର: ଆୟବ୍ୟୟର ସନ୍ତୁଳନ ବଜାୟ ରହବ। ମଙ୍ଗଳ ଓ ବୁଧବାର: ନୂଆ କାମ ଆରମ୍ଭ କରିବେ। ଗୁରୁ, ଶୁକ୍ର ଓ ଶନିବାର: ସମାଜିକ କାର୍ୟ୍ୟରେ ବ୍ୟସ୍ତ ରହିବେ।

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଆଗକୁ ବଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ।

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ସମ୍ବନ୍ଧ ଆରମ୍ଭ ହେବ ଏବଂ ଆର୍ଥିକ ସ୍ଥିତି ଠିକ୍ ରହିବ।

ରବି ଓ ସୋମବାର: ଚାକିରି ବୃତ୍ତିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରଖିବେ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହଯୋଗ ମିଳିବ।

ରବି ଓ ସୋମବାର: ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। ମଙ୍ଗଳ ଓ ବୁଧବାର: ମାଲିମୋକଦ୍ଦମାରେ ଶୁଭଫଳ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମ ଅଧିକ କଲେ ଯାଇ ସଫଳତା ପାଇବେ।

ସମ୍ବନ୍ଧିତ ଖବର