ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କାର୍ତିକରେ ପରିବା ବଜାରରେ ନିଆଁ

ଭୁବନେଶ୍ୱର : କାର୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଏମିତି ନିଅାଁ ଲାଗିଛି ଯେ ପରିବାରେ ହାତ ମାରିବାକୁ ଡର ମାଡ଼ୁଛି। ଅନ୍ୟବେଳେ ଯେଉଁ ପରିବା କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା ସେସବୁ ଏବେ ୬୦ ଉପରେ।  ଏହା ହବିଷ ଡାଲମାକୁ ଦର ବୃଦ୍ଧି ମାଡ଼ ସଦୃଶ ହୋଇଛି। ଲୋକଙ୍କ ପକେଟ୍‌କୁ ବାଧୁଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ରସୁଲଗଡ଼ରୁ କଳ୍ପନା ପାର୍କିଂ ଯନ୍ତ୍ରଣା

ଭୁବନେଶ୍ୱର : ରସୁଲଗଡ଼ରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ବଢ଼ିବାରେ ଲାଗିଛି। ପୂର୍ବାହ୍ନ ଓ ସନ୍ଧ୍ୟା ସମୟ ଏହି ରାସ୍ତାରେ ଯିବା ସାଧାରଣ ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ସ୍ଥିତି ଏଭଳି ହେଉଛି ଯେ ୫ କି.ମି.ର ଏହି ରାସ୍ତା ପାରି ହେବା ଲାଗି ବାଇକ୍‌ ଚାଳକଙ୍କୁ ୩୫ ମିନିଟ୍‌…
ଅଧିକ ଖବର ଦେଖନ୍ତୁ...

ଆସୁଛନ୍ତି ମା’ ମହାକାଳୀ

ଚଳଚଞ୍ଚଳ ପୀଠ, ମଣ୍ଡପ ଭୁବନେଶ୍ୱର : ମତବାଦ କହେ ମାସାନାଂ କାର୍ତିକଃ ଶ୍ରେଷ୍ଠ..। କାର୍ତିକର ଏହି ମଙ୍ଗଳମୟ ଅବକାଶରେ ଶକ୍ତିର ଆଧାର ମା’ କାଳୀଙ୍କର ପୂଜାର୍ଚନା ପାଇଁ ସହରର କାଳୀମନ୍ଦିରରେ ନୀତି ନିର୍ଘଣ୍ଟ ସ୍ଥିର ହୋଇସାରିଛି। ମା’ଙ୍କ ତମସା ରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନେତ୍ର…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପାଇଁ ଜମିଲାଣି ମିଠା ବେପାର

ଭୁବନେଶ୍ୱର : ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଜାଳିବା ଓ ବାଣ ଫୁଟାଇବା ସହ ଏହି ପର୍ବରେ ମିଠା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ। କିଏ ବନ୍ଧୁ ପରିଜନଙ୍କୁ ଉପହାର ଦିଏ ତ’ କିଏ ମା’ କାଳୀଙ୍କୁ ଭୋଗ ଚଢ଼ାଏ। ପୁଣି ବଡ଼ବଡ଼ୁଆ ଟେକିବା ସମୟରେ ମଧ୍ୟ ପିଠାପଣା ମଧ୍ୟରେ ମିଠାର ଉପସ୍ଥିତି ଜରୁରୀ…
ଅଧିକ ଖବର ଦେଖନ୍ତୁ...

ବାଣ ଆଣିବା, ଜଟଣୀ ଚାଲ

ଭୁବନେଶ୍ୱର/ଜଟଣୀ : ବାଣ ଫୁଟାଇବା ପୂର୍ବରୁ ହଜାରେ ବାରଣ । ଏଣେ ସୁପ୍ରିମ୍‌ କୋର୍ଟ କଟକଣା ଲଗେଇଛି ତେଣେ ପାଣିପାଗ କାର୍ଯ୍ୟାଳୟ ବର୍ଷା ହବ କହି ଡରାଉଛି। ପୁଣି ୧୨୦ ଡେସିବଲ୍‌ରୁ ଅଧିକ ଶବ୍ଦର ବାଣ ନଫୁଟାଇବାକୁ କଡ଼ା ତାଗିଦ୍‌। ସଚେତନ ନାଗରିକ ଏସବୁ ବାରଣ ଓ ତାଗିଦ୍‌କୁ ସମ୍ମାନ ସିନା…
ଅଧିକ ଖବର ଦେଖନ୍ତୁ...

ଆଧୁନିକତା ଭୁଲାଇପାରିନି ମାଟିର ବାସ୍ନାକୁ

ଭୁବନେଶ୍ୱର : ଯୁଗ ଅତ୍ୟାଧୁନିକ ହେଲାଣି। ଘରଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଅତ୍ୟାଧୁନିକ ଆଲୋକସଜ୍ଜା, କାଚ, ପ୍ଲାଏ ଓ ପ୍ଲାଷ୍ଟିକ୍‌ ତିଆରି ସୁନ୍ଦର ସୁନ୍ଦର ସାମଗ୍ରୀରେ ଚମତ୍କାର ସାଜସଜ୍ଜା। ହେଲେ ଏସବୁ ଭିତରେ ଯେ ମଣିଷ ତା’ର ଅସ୍ତିତ୍ୱକୁ ଭୁଲିନି। ଭୁଲିନି ତା’ର ମା’ ମାଟିକୁ କି…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ଆଜି ଉଦ୍‌ଘାଟିତ ହେବ ହେଟାବାଘ ଘର

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଉନ୍ମୋଚିତ ହେବ ନବ ନର୍ମିତ ୨ଟି ହେଟାବାଘ ଘର। ଏଥିସହିତ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ ଘର ମଧ୍ୟ ଉନ୍ମୋଚିତ ହେବ। ଅପରାହ୍ଣ ସାଢ଼େ ତିନିଟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ!

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହଠାତ୍‌ ୬ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯାତ୍ରୀଙ୍କ ମୁଣ୍ଡ ଜାମିନ୍‌ ରଖି କର୍ତ୍ତୃପକ୍ଷଙ୍କୁ ଧମକ ଦେଇଥିଲେ। ପୂରା ବିମାନବନ୍ଦରକୁ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରିଥିଲେ। ହେଲେ ସିଆଇଏସ୍‌ଏଫ୍‌ ଯବାନ ଓ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଦଳ କେନ୍ଦ୍ରୀୟ ସୂଚନା କମିସନଙ୍କ ନିର୍ଦେଶ ପାଳନ କରନ୍ତୁ

ଭୁବନେଶ୍ୱର : ଏନ୍‌ସିପିଆର୍‌ଆଇ ପକ୍ଷରୁ ଉତ୍କଳ ମଣ୍ଡପରେ ଚାଲିଥିବା ପଞ୍ଚମ ଜାତୀୟ ସୂଚନା ଅଧିକାର ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିସନର ଆର.କେ ମାଥୁର ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମାଥୁର କହିଲେ, ଦେଶରେ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ

ଭୁବନେଶ୍ୱର : ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ଅନୁଷ୍ଠାନ ପରିସରରେ ବିଶ୍ୱ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ରାଜ୍ୟ ଗବେଷଣା ତାଲିମ୍‌ ପରିଷଦର ଅବସରପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷାବିତ୍‌…
ଅଧିକ ଖବର ଦେଖନ୍ତୁ...