ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : କ୍ଷମତାର ଲାଳସା, ସିଂହାସନର ଆକର୍ଷଣ ମଣିଷକୁ ଅନ୍ଧ କରିଦିଏ। ଏପରିକି ଏହା ଭାଇ ଭାଇ ମଧ୍ୟରେ କଳହର ସୂତ୍ରପାତ କରେ। ଏଭଳି ଏକ କଳହର ନଗ୍ନ ରୂପ ମହାଭାରତରେ ମଧ୍ୟ ଲିପିବଦ୍ଧ। ମହାଭାରତ ଯୁଦ୍ଧର ଏଭଳି ଏକ କଥାବସ୍ତୁକୁ ନେଇ ଆଜି ମଞ୍ଚସ୍ଥ ହୋଇଥିଲା ଗୀତିନାଟ୍ୟ ‘କର୍ଣ୍ଣ ବଧ’।…
ଅଧିକ ଖବର ଦେଖନ୍ତୁ...

ବାଣୀବିହାରରୁ ସାଇନ୍‌ ଡାଏ ଉଠିବା ପ୍ରସଙ୍ଗ : ହାତ ଟେକିଦେଲା ପୁଲିସ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସୁରକ୍ଷା ନେଇ ହାତ ଟେକି ଦେଇଛି କମିସନରେଟ୍‌ ପୁଲିସ। ଆଜି ବସିଥିବା ପିଜି କାଉନସିଲ୍‌ ବୈଠକରେ ସହିଦନଗର ଥାନା ଆଇଆଇସି କିଶୋର ମୁଣ୍ଡ୍‌ ଏଭଳି ମତ ଦେବା ପରେ ବାଣୀବିହାରରୁ ସାଇନ୍‌ ଡାଏ ଉଠାଇବା ନିଷ୍ପତ୍ତି ନିଆଯାଇ ପାରିନାହିଁ। ସାଇନ୍‌…
ଅଧିକ ଖବର ଦେଖନ୍ତୁ...

ଶିଳ୍ପୀ ମହାସଂଘର ବାର୍ଷିକ ଉତ୍ସବ : ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଙ୍ଘର ୫ମ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହା ପୂର୍ବରୁ କାରିଗରଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାର ‘ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦ ଗଠନ’ କରିଥିବାରୁ ମହାସଂଘର ପ୍ରାୟ ଏକ ହଜାରରୁ ଊର୍ଧ୍ୱ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ଶୁଭଦ୍ରା ଆର୍ଟ ଗ୍ୟାଲେରୀରେ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଶୁଭଦ୍ରା ଆର୍ଟ ଗ୍ୟାଲେରୀ ଠାରେ ଶନିବାର ଯୁବ ଚିତ୍ରଶିଳ୍ପୀ ରାଜନନ୍ଦିନୀ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଶୁଭଦ୍ରା ଆର୍ଟ ଗ୍ୟାଲେରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁଲିସ୍‌ କମିସନର ଯୋଗେଶ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ରାଜଧାନୀରେ ମିସନ୍‌ ଇନ୍ଦ୍ରଧନୁଷ

ଭୁବନେଶ୍ୱର : ଶନିବାରଠାରୁ ବିଏମ୍‌ସି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି ମିସନ ଇନ୍ଦଧନୁଷ କାର୍ଯ୍ୟକ୍ରମ। ଆସନ୍ତା ୪ମାସ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଚାଲିବ। ସହରାଞ୍ଚଳରେ ଯେଉଁ ଶିଶୁ ଓ ଗର୍ଭବତୀ ମହିଳା ଟିକାକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଖୋଲିବ ଚାଣକ୍ୟ ଆଇଏଏସ୍‌ ଏକାଡେମି

ଚନ୍ଦ୍ରଶେଖରପୁର : ରାଜ୍ୟର ସିଭିଲ ସର୍ଭିସ୍‌ ଆଶାୟୀଙ୍କୁ ଉପଯୁକ୍ତ ପ୍ରସ୍ତୁତି ନିମନ୍ତେ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ଜାତୀୟ ସ୍ତରର ଜଣାଶୁଣା ଚାଣକ୍ୟ ଆଇଏଏସ୍‌ ଏକାଡେମି ଭୁବନେଶ୍ୱରର ନୟାପଲ୍ଲୀରେ ଏହାର ଏକ ଶାଖା ଖୋଲିବାକୁ ଯାଉଛି। ଗତବର୍ଷ ଦେଶରେ ସିଭିଲ୍‌ ସର୍ଭିସ୍‌ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ବିକାଶ କ୍ଷେତ୍ରରେ ମହାକାଶ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ଚନ୍ଦ୍ରଶେଖରପୁର : ଅକ୍ଟୋବର ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ରାଜ୍ୟର ୨୨ଟି ସ୍ଥାନରେ ଉଦ୍‌ଘାଟିତ ହୋଇଛି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ। ଓଡ଼ିଶାରେ ପ୍ରଥମ ଥର ଲାଗି କିଟ୍‌ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି…
ଅଧିକ ଖବର ଦେଖନ୍ତୁ...

୯ରେ ଖୋଲିବ ବାଣୀବିହାର

ଭୁବନେଶ୍ୱର : ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଯୋଗୁଁ ବନ୍ଦ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ୍‌ ଡାଏ ଜାରି ରହିଛି। ତେଣୁ ପୂଜା ଛୁଟି ପରେ ଆଜିଠାରୁ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିଥିଲେ ମଧ୍ୟ ବାଣୀବିହାର ବନ୍ଦ ରହିଛି। କ୍ୟାମ୍ପସର ବର୍ତର୍ମାନର ସ୍ଥିତିକୁ ଦେଖି…
ଅଧିକ ଖବର ଦେଖନ୍ତୁ...

ମନ ମୋହୁଛି ମହୀଶୂର ସ୍ୱତନ୍ତ୍ର କାଠ ତିଆରି ଚିତ୍ରକଳା

ଭୁବନେଶ୍ୱର : ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ହେଉ କି ଗାଉଁଲି ଜୀବନର ନିଚ୍ଛକ ଛବି; ପୁଣି ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଓ ଆହୁରି ବହୁତ କିଛି ଶୋଭା ପାଉଛନ୍ତି ଚିତ୍ରକଳାରେ। କିନ୍ତୁ କୌଣସି ପ୍ରକାର ରଙ୍ଗ କିମ୍ବା ରସାୟନର ବ୍ୟବହାର କରାଯାଇନାହିଁ। ଏପରିକି ତୂଳୀ କିମ୍ବା ପେନ୍‌ସିଲ୍‌କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଶଂସକଙ୍କ ଗହଣରେ ଜନ୍ମଦିନ ପାଳିଲେ ସବ୍ୟସାଚୀ : ମିଠା ବଦଳରେ ଗଛଟିଏ

ଭୁବନେଶ୍ୱର : ଅଣତିରିଶିଟି ଶରତକୁ ପାର୍‌ କରିଥିବା ଓଲିଉଡ୍‌ର ଚକ୍‌ଲେଟ୍‌ ହିରୋ ସବ୍ୟସାଚୀ ଆଜି ନିଜ ପ୍ରଶଂସକଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ‘ସବ୍ୟସାଚୀ ଫ୍ୟାନ୍‌ କ୍ଲବ୍‌’ ପକ୍ଷରୁ ଏନେଇ ବୁଦ୍ଧ ମନ୍ଦିର ପରିସରରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ସବ୍ୟଙ୍କ ଅନେକ ଯୁବ…
ଅଧିକ ଖବର ଦେଖନ୍ତୁ...