ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

କଥାଟିଏ ଯାଯାବର, ମଣିଷ ପାଇଁ ପ୍ରସ୍ତୁତି

ତରୁଣ ସେନାପତି ଥିଲେ ଜଣେ ବିଚକ୍ଷଣ ତୀରନ୍ଦାଜ। ବୈଦ୍ୟୁତିକ ଗତିରେ ସେ ତୂଣୀରରୁ ଶର ବାହାର କରି ବିନ୍ଧି ଲକ୍ଷ୍ୟଭେଦ କରି ପାରୁଥିଲେ। ସେନାପତିଙ୍କର ଥିଲେ କିଛି ଶତ୍ରୁ। ସେମାନେ ସେନାପତିଙ୍କୁ ହତ୍ୟା କରିବାକୁ ତାଙ୍କ ନିକଟତମ ଭୃତ୍ୟକୁ ହାତ କଲେ। ଦିନେ ସେଥିଲାଗି ସୁଯୋଗ ବି ଜୁଟିଗଲା।…
ଅଧିକ ଖବର ଦେଖନ୍ତୁ...

ରାଜାଙ୍କ ବିଚାର

ଏକଦା କୌଣସି ଜଣେ ବ୍ୟକ୍ତିର ଆକ୍ରମଣରେ ରାଜ୍ୟର ଜଣେ ପ୍ରଭାବଶାଳୀ ଅମାତ୍ୟ ନିହତ ହେଲେ। ରାଜା ହତ୍ୟାକାରୀର ଠାବ ପାଇବା ଲାଗି ପୁରସ୍କାର ଘୋଷଣା କରିବାକୁ ଯାଉଛନ୍ତି ଏଭଳି ସମୟରେ ଜଣେ ଯୁବକ ରାଜାଙ୍କୁ ଭେଟିବାକୁ ଚାହିଁଲା। ରାଜା ଭାବିଲେ ଯେ ନିଶ୍ଚିତ ଭାବେ ଯୁବକ ପାଖରେ ହତ୍ୟାକାରୀର…
ଅଧିକ ଖବର ଦେଖନ୍ତୁ...

ବ୍ୟାଘ୍ର ପ୍ରକଳ୍ପର ବିଫଳତା

ଆମ ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ଜଙ୍ଗଲକୁ ଦୁଇଟି ‘ବ୍ୟାଘ୍ର ପ୍ରକଳ୍ପ’ ଯୋଜନାରେ ସାମିଲ କରାଯାଇଛି। ୨୦୧୮ ମସିହାରେ ସାତକୋଶିଆ ଜଙ୍ଗଲରେ ମଧୢପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଜଙ୍ଗଲରୁ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଆଣି ଛଡ଼ା ଯାଇଥିଲା। ଉଦ୍ଦେଶ୍ୟ ଥିଲା ମହାବଳ ବାଘଙ୍କ ବ˚ଶ…
ଅଧିକ ଖବର ଦେଖନ୍ତୁ...

ମଇଁଷି ଲାଞ୍ଚ!

ଗତ ମଙ୍ଗଳବାର ଦିନ ମଧ୍ୟ ପ୍ରଦେଶରେ ଏକ କୌତୂହଳପ୍ରଦ ଘଟଣା ଦେଖିବାକୁ ମିଳିଥିଲା। ସେ ରାଜ୍ୟର ସିଦ୍ଧି ଜିଲ୍ଲାରେ ଥିବା ଏକ ତହସିଲ କାର୍ଯ୍ୟାଳୟରେ ରାମକାଳୀ ପଟେଲ ନାମକ ଜଣେ ମହିଳା ଏକ ମଇଁଷି ଧରି ପହଞ୍ଚିଥିଲେ। ସେ କହିଥିଲେ ଯେ ତହସିଲ ଅଫିସରେ ପଡ଼ି ରହିଥିବା ତାଙ୍କ କାମ ହୋଇଯାଇ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ବିଚାର

ଜଣେ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣିତ ଜଣେ ଛାତ୍ର ବଡ଼ ହୋଇ ଆଦର୍ଶ ଏବ˚ ନ୍ୟାୟ ଦ୍ବାରା ପ୍ରଦର୍ଶିତ ମାର୍ଗରେ ଚାଲିଲା। ସେ ଭଲ ପାଠ ପଢ଼ି ଜଣେ ବିଚାରପତି ହେଲା। ଥରକର କଥା। ସେ ଏକ ଧର୍ମ ସ˚କଟରେ ପଡ଼ିଲା। ବିଧିର ବିଧାନ। ଆଦର୍ଶ ଶିକ୍ଷକଙ୍କ ପୁତ୍ର, ଯେ କି…
ଅଧିକ ଖବର ଦେଖନ୍ତୁ...

ବଡ଼ବାବୁଙ୍କ କାଲି ଆଉ ଆଜି !

ନିକଟରେ ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାର ଫଳାଫଳ। ରାଜ୍ୟ ସ୍ତରରେ ବହୁ ଛାତ୍ରଛାତ୍ରୀଙ୍କ ଆକାଂକ୍ଷିତ ସ୍ବପ୍ନ ହେଉଛି ଓଏଏସ୍‌ ପାଇବା। ୨୦୧୮ ମସିହାରେ ଏଥିପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୮ ଜଣ ନିଜର ସ୍ବପ୍ନକୁ ସାକାର…
ଅଧିକ ଖବର ଦେଖନ୍ତୁ...

ନିର୍ଭୟ ସ୍ୱୀକାରୋକ୍ତି

ଥରେ ରାଜା ତାଙ୍କ ସେନାବାହିନୀର କିଛି ତରୁଣ ସୈନିକଙ୍କ ସାହସର ପରୀକ୍ଷା ନେବାକୁ ଚାହିଁଲେ। ସେଥିଲାଗି ସେ ସମସ୍ତଙ୍କୁ ନେଇ ନିଜ ରାଜ୍ୟରେ ଥିବା ଏକ ହ୍ରଦ ନିକଟକୁ ଗଲେ। ହ୍ରଦର ନାମ ଥିଲା କାଳ ହ୍ରଦ। କାରଣ ଯିଏ ସେହି ହ୍ରଦକୁ ପ୍ରବେଶ କରୁଥିଲା, ସେ ସେଥିରେ ରହୁଥିବା ଏକ ରହସ୍ୟମୟ ଜନ୍ତୁର…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ, ପାକିସ୍ତାନରେ ସଂଖ୍ୟାଲଘୁ

ଭାରତ ସରକାର ନାଗରିକତା ସଂଶୋଧନ ଆଇନ ଆଣିଛନ୍ତି, ଯାହା ଫଳରେ ପଡ଼ୋଶୀ ଇସ୍‍ଲାମୀୟ ରାଷ୍ଟ୍ରମାନଙ୍କରେ ଧର୍ମ ଆଧାରରେ ନିର୍ଯାତିତ ସଂଖ୍ୟାଲଘୁ ଭାରତରେ ଶରଣ ନେଇଥିଲେ, ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। କିଛି ଦିନ ପୂର୍ବେ ପାକିସ୍ତାନର ନନକାନା ସାହିବ ଗୁରୁଦ୍ବାରାରେ ଶିଖଙ୍କ ଉପରେ ଏକ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ନୂଆ ଓଡ଼ିଆ

ଖ୍ରୀଷ୍ଟମାସ ଓ ନୂଆବର୍ଷର ପ୍ରଥମ ଦିନ ଭିତରେ ଅଫିସ୍‌ ଓ କାରଖାନା ମାନଙ୍କରେ କାମ ହୁଗୁଳା ଥାଏ। ଅନେକ କର୍ମଚାରୀ ଏହି ସମୟରେ ଛୁଟି ନିଅନ୍ତି। ମାତ୍ର ଫ୍ରେଡେରିକ ହେଲା ଏକ ଛୋଟ ସହର। ଓ୍ୱାସି˚ଟନ୍‌ଠାରୁ ମୋଟେ ୪୦ କିଲୋମିଟର ଦୂରରେ ହେଲେ ମଧ୍ୟ ଏହାକୁ ଏକ ମଫସଲୀ ଅଞ୍ଚଳ ବୋଲି ଧରାଯିବ।…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ୍ ସେବା ବନ୍ଦ- ଏକ ନୂଆ ଅସ୍ତ୍ର କି?

ସିଏଏ (ନାଗରିକ ସଂଶୋଧନ ଆଇନ) ବିରୋଧୀ ଅ‌ାନ୍ଦୋଳନକୁ ପ୍ରତିହତ କରିବା ପାଇଁ ଯେଉଁ ନୂଆ ଅସ୍ତ୍ରର ପ୍ରୟୋଗ କରାଯାଉଥିବା ଏବେ ଦେଖିବାକୁ ମିଳୁଛି, ତାହା ହେଉଛି ‘ଇଣ୍ଟର୍‌ନେଟ୍‌ ସେବା ବନ୍ଦ’! ତଥ୍ୟ କହୁଛି ଆନ୍ଦୋଳନ ଦ୍ବାରା ଅଧିକ ପ୍ରଭାବିତ ରାଜ୍ୟ ଯେପରିକି ଆସାମ, ଉତ୍ତରପ୍ରଦେଶରେ ଗତ ୨୭…
ଅଧିକ ଖବର ଦେଖନ୍ତୁ...