ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

‘ଜିନ୍ନା ମୁସଲମାନଙ୍କ ପାଇଁ ଅଲଗା ଦେଶ ଚାହୁଁ ନଥିଲେ’: ଫାରୁକ୍‌ ଅବଦୁଲ୍ଲା

ଜମ୍ମୁ: ମହମ୍ମଦ ଅଲ୍ଲୀ ଜିନ୍ନା କେବେ ବି ମୁସଲମାନଙ୍କ ପାଇଁ ଅଲଗା ବା ସ୍ୱତନ୍ତ୍ର ଦେଶ ଚାହୁଁ ନଥିଲେ। ବରଂ ଭାରତର କିଛି ନେତାଙ୍କ କାରଣରୁ ଦେଶ ବିଭାଜିତ ହେବା ସହ ପାକିସ୍ତାନର ସୃଷ୍ଟି ହୋଇଥିଲା ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ- କଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ନାଗାଲାଣ୍ଡ: ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲା ବିଜେପି ଓ ଏନ୍‌ଡିପିପି ମେଣ୍ଟ

କୋହିମା: ନାଗାଲାଣ୍ଡରେ ନୂତନ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ମେଣ୍ଟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ବରିଷ୍ଠ ନେତାମ।ନେ ଆଜି ରାଜ୍ୟପାଳ ପିବି ଆଚାର୍ଯ୍ୟଙ୍କୁ ଭେଟି ଦାବି ଜଣାଇଛନ୍ତି। ବିଜେପି ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଆମେ ଯେଉଁଠି ୫ ଶହ ଦେଉଛୁ, ସେମାନେ ୨ ହଜାର ଦେଉଛନ୍ତି: ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନରେ ବିଜେଡି ଭୋଟ କିଣିଛି ବୋଲି କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ୍‌ ଓରାମ କହିବା ପରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଆମର ଏସ୍‌ବିଆଇ ଥିବା ବେଳେ ତାଙ୍କର ଆରବିଆଇ ଅଛି। ମହରାଥୀ କହିଛନ୍ତି, ଆମେ…
ଅଧିକ ଖବର ଦେଖନ୍ତୁ...

ୟୁପି ଲୋକସଭା ଉପ-ନିର୍ବାଚନ: ଏକାଠି ହେଲେ ଅଖିଳେଶ ଓ ମାୟାବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀଙ୍କୁ ହରାଇବା ଲକ୍ଷ୍ୟରେ ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ପରସ୍ପର ମଧ୍ୟରେ ହାତ…
ଅଧିକ ଖବର ଦେଖନ୍ତୁ...

ମେଘାଳୟରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲା କଂଗ୍ରେସ

ସିଲଂ: ମେଘାଳୟ ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିପାରି ନାହିଁ। ନିରଙ୍କୁଶ ସଂଖ୍ୟା ଗରିଷ୍ଠତାରୁ ୧୦ଟି ଆସନ ପଛରେ ରହିଛି କଂଗ୍ରେସ। ତେବେ, ସଦ୍ୟ ସମାପ୍ତ ମେଘାଳୟ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ କଂଗ୍ରେସ ଏବେ ସେଠାରେ ସରକାର ଗଠନ…
ଅଧିକ ଖବର ଦେଖନ୍ତୁ...

ବିଜେପିର ଉତ୍ତର-ପୂର୍ବାଞ୍ଚଳ ଦଖଲ

ତ୍ରିପୁରାରେ ଭୁଶୁଡ଼ିଲା ବାମ ଦୁର୍ଗ ମେଘାଳୟରେ ଝୁଲା ବିଧାନସଭା ନାଗାଲାଣ୍ଡ ଦଖଲ ଲକ୍ଷ୍ୟରେ ବିଜେପି ନୂଆଦିଲ୍ଲୀ : ତ୍ରିପୁରାରେ ଐତିହାସିକ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯାଉଛି ବିଜେପି। ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ଶାସନ ଚଳାଇଥିବା ବାମପନ୍ଥୀ ସିପିଏମ୍‌କୁ ଏହା ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ବିଭାଗ ବଦଳାଇଲେ ନବୀନ

ପ୍ରତାପଙ୍କୁ ସୂଚନା ଓ ଲୋକସଂପର୍କ, ଅନନ୍ତଙ୍କୁ ଶିଳ୍ପ ନିରଞ୍ଜନଙ୍କୁ ଜଳସଂପଦ, ପ୍ରଫୁଲ୍ଲଙ୍କୁ ପୂର୍ତ, ସୁଶାନ୍ତଙ୍କୁ ଶକ୍ତି ବିଭାଗର ଅତିିରିକ୍ତ ଦାୟିତ୍ୱ ବିଜେପୁର ରାୟ ପରେ ପୁରସ୍କାର! ଭୁବନେଶ୍ୱର : କିଛି ଚର୍ଚ୍ଚା ଆଲୋଚନା ନ ଥିଲା। କେହି ଆଗତୁରା ଭବିଷ୍ୟବାଣୀ ବି କରିନଥିଲେ।…
ଅଧିକ ଖବର ଦେଖନ୍ତୁ...

ସବୁ କମିଟିରୁ ଇସ୍ତଫା ଦେଲେ ସାଂସଦ

ଭୁବନେଶ୍ୱର : ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ସ୍ଥାୟୀ ଓ ଅନ୍ୟାନ୍ୟ କମିଟିର ସଭ୍ୟ ପଦରୁ ଦଳୀୟ ସାଂସଦଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପ୍ରଭାତ ଆଦିତ୍ୟ ମିଶ୍ର ବରଗଡ ବିଜେଡି କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ଇସ୍ତାହାରରେ ଏକଥା ଜଣାଇଛନ୍ତି। ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ରାଜେଶ ପ୍ରଭାକର ପାଟିଲ୍‌ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଭୁବନେଶ୍ୱର : ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ  ହରି ବଲ୍ଲଭ ମିଶ୍ରଙ୍କ ନାମ ଉପରେ ଆୟୋଗ ଚୂଡାନ୍ତ ମୋହର ଦେଇଥିଲେ। ମାତ୍ର ତାଙ୍କର…
ଅଧିକ ଖବର ଦେଖନ୍ତୁ...