ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଯାଦବ ପରିବାରକୁ ଏକାଠି କଲା ଦୀପାବଳି

ଲକ୍ଷ୍ନୌ: ଦୀପାବଳି ଅବସରରେ ଇଟାଓ୍ଵା ଜିଲ୍ଲା ଅନ୍ତର୍ଗତ ଆପଣା ପୈତୃକ ସୈଫି ଗାଁରେ ଏକତ୍ର ହୋଇଥିଲେ ଉତ୍ତର ପ୍ରଦେଶର ‘ଯାଦବ ପରିବାର’। ଗୁରୁବାରର ଦୀପାବଳି ପରିବାରକୁ ପୁନର୍ବାର ଏକତ୍ର କରିବାର ସୂଚନା ଦେଉଛି ବୋଲି ଶୁଣାଯାଉଛି। ପାରମ୍ପରିକ ଭାବେ ଯାଦବ ପରିବାର ସମସ୍ତ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଅଡ଼ୁଆରେ ବିଜେଡି: ବିଷ୍ଣୁ-ରାଜଶ୍ରୀ ମୁହାଁମୁହିଁ

ମୁନ୍ନା ଖାଁ କହିଲେ, ଇଏ ବିଜେଡି କଲିମୁଲ୍ଲା ନୁହନ୍ତି ଜଗତସିଂହପୁର ଟାଉନ୍‍/ତିର୍ତ୍ତୋଲ: ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ ସଂପାଦକ ଶେଖ୍‍ କଲିିମୁଲ୍ଲା ଓ ତାଙ୍କ ପୁତୁରାଙ୍କୁ ଗିରଫ ଘଟଣାରେ ବିଜେଡିରେ କମ୍ପନ୍ନ ସୃଷ୍ଟି ହୋଇଛି।  ଏହି ଘଟଣାରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...

ସିପିଆଇ(ଏମଏଲ) ଲିବରେସନର ଶୋଭାଯାତ୍ରା

ନାରାୟଣପାଟଣା: ନାରାୟଣପାଟଣାରେ ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ଶୋଭାଯାତ୍ରା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ୧୫ଦଫା ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବ୍ଲକ ସଂପାଦକ ରମେଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଦାମ ବାଣ : ବିଦ୍ୱେଷ ଓ ଅସହିଷ୍ଣୁତା ମୋଦି ସରକାରଙ୍କ ଭୂଷଣ

ଭୁବନେଶ୍ୱର : କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚରଣ ଓ ଉଚ୍ଚାରଣ ନେଇ ପ୍ରଶ୍ନ ଉଠାଇବା ସହ ବିଦ୍ୱେଷ ଓ ଅସହିଷ୍ଣୁତା ମୋଦି ସରକାରଙ୍କ ଭୂଷଣ ପାଲଟିଛି ବୋଲି ଶ୍ରୀ ରାଉତ ଆରୋପ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ପାଇଁ ବାଟ ସଫା

କଟକ : ବିଜେପୁର ବିଧାନସଭା ନିର୍ବାଚନୀ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୪ ନିର୍ବାଚନରେ ଅନିୟମିତତା ନେଇ ରୁଜୁ ହୋଇଥିବା ଏହି ମାମଲାର ଆଉ ବିଚାର ଆବଶ୍ୟକତା ନାହିଁ ଦର୍ଶାଇ ହାଇକୋର୍ଟ ଆଜି ଏହାର ପରିସମାପ୍ତି ଘଟାଇଛନ୍ତି। ୨୦୧୪ ନିର୍ବାଚନରେ ବିଜେପୁର ବିଧାନସଭା ଆସନରୁ ପରାଜିତ ବିଜେଡି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଥୋପ

ଭୁବନେଶ୍ୱର : ବିଜେପୁର ନିର୍ବାଚନ ପାଇଁ ଆଜି ବାଟ ଖୋଲିଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟରଙ୍କ ଉଦ୍ଦେଶ୍ୟରେ ପ୍ରଥମ ନିର୍ବାଚନୀ ଥୋପ ଫିଙ୍ଗିଛନ୍ତି। ଶହେ କି ଦୁଇଶହ କୋଟି ନୁହେଁ, ୧୨୫୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନାର ଘୋଷଣା କରାଯାଇଛି। ବିଜେପୁରରେ ହେବ ଓଡ଼ିଶାର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ବିଚାରାଧୀନ ଦୁଇଟି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେବାନନ୍ଦ ମହାପାତ୍ର ଓ…
ଅଧିକ ଖବର ଦେଖନ୍ତୁ...

ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢ଼ିବାକୁ କଂଗ୍ରେସକୁ ଆହ୍ଵାନ

ଅହମଦାବାଦ:  ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନୀ ସରଗରମ ଲଗାତାର ବଢ଼ିଚାଲିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଗୁଜରାଟ ଗସ୍ତ କରି ଗାନ୍ଧୀନଗରରେ ଏକ ମେଗା ର‍୍ୟାଲିରେ ଉଦ୍‌୍‌ବୋଧନ ଦେଇଛନ୍ତି। ଗୁଜରାଟ ଗୌରବ ଯାତ୍ରାର ସମାପନ ଅବସରରେ …
ଅଧିକ ଖବର ଦେଖନ୍ତୁ...

ଗୁରୁଦାସପୁରରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ : ପଂଜାବର ଗୁରୁଦାସପୁର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍‌କା ଦେଇ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକଡ଼ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିଆଙ୍କୁ ୧,୯୩, ୨୧୯ ଭୋଟ୍‌ରେ ହରାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସତ୍ତା ନୁହେଁ ବ୍ୟବସ୍ଥା ବଦଳାଇବାକୁ ଲଢ଼େଇ

ବଲାଙ୍ଗୀର : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆମ୍‌ ଆଦମୀ ସବୁବେଳେ ଲଢ଼େଇ କରିଆସିଛି। ଆଗାମୀ ଦିନରେ ଲଢ଼େଇ ସତ୍ତା ବିରୋଧରେ ନୁହେଁ, ବ୍ୟବସ୍ଥା ବିରୋଧରେ ଲଢ଼େଇକୁ ଜୋର କରାଯିବ। ବଲାଙ୍ଗୀର ଟାଉନ୍‌ ହଲ୍‌ଠାରେ ରବିବାର ଆପ୍‌ ପକ୍ଷରୁ ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବିରେ ଅନୁଷ୍ଠିତ ସମାବେଶରେ…
ଅଧିକ ଖବର ଦେଖନ୍ତୁ...