ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି!

ବରଗଡ଼: ଆଉ କିଛି ସମୟପରେ ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକଭାବେ ଯୋଗଦାନ କରିବେ। ଏଥିପାଇଁ ବରପାଲି ଜଗନ୍ନାଥ ମନ୍ଦିର ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଦୀପାବଳୀ ପରେ କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସଙ୍ଗଠନକୁ ମଜବୁତ୍‌ କରିବା ପାଇଁ ନିଜେ ଦଳର ଦାୟିତ୍ୱ ପ୍ରତ୍ୟକ୍ଷ ଭାବେ ନେବା ଆବଶ୍ୟକ ବୋଲି ଗଣମାଧ୍ୟମରେ ବହୁ ନେତା ବାରମ୍ବାର କହୁଥିବା ଦେଖିବାକୁ ମିଳିଛି । ନିକଟରେ ରାହୁଲଙ୍କ ନିକଟତମ ବୋଲାଉଥିବା କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ଗୋଳମାଳିଆ ଧରିବ ରାଜନୈତିକ ଅଙ୍କ!

ଭୁବନେଶ୍ୱର : ନିର୍ବାଚନୀ ପ୍ରସଙ୍ଗ କ’ଣ ହେବ, ସେ ଚିତ୍ର ଏବେ ବି ଅସ୍ପଷ୍ଟ। ଦଳୀୟ ନେତାଙ୍କ ଦବ୍‌ଦବା ରହିବ ନା ପ୍ରସଙ୍ଗ ଭୋଟରଙ୍କ ମନ ବଦଳାଇବ, ତାହା ବି ସ୍ପଷ୍ଟ ହୋଇନାହିଁ। ନିର୍ବାଚନରେ ବଡ଼ ଧରଣର ପ୍ରଭାବ ରଖିଆସିଥିବା ଛୋଟ ରାଜନୈତିକ ଦଳର ଭୂମିକା ସଂପର୍କରେ ଆକଳନ କରାଯାଇ ପାରିନାହିଁ।…
ଅଧିକ ଖବର ଦେଖନ୍ତୁ...

ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ‘ଦିଲ୍ଲୀ ଚଲୋ’ ପ୍ରସ୍ତୁତି

ଭୁବନେଶ୍ୱର : କୃଷକମାନଙ୍କ ପ୍ରେଷ୍ଟିଜ୍‌, ପ୍ରାଇସ୍‌ ଓ ପେନ୍‌ସନ୍‌ ପାଇଁ ସଂଗ୍ରାମ ଜାରି ରଖିଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ‘ଦିଲ୍ଲୀ ଚଲୋ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଟଣୀ ଖଣ୍ଡୁଆଳ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସହ ସଂଯୋଜକ ସାଇଲକ୍ଷ୍ମୀ ପ୍ରସାଦ ପଲେଇଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ପଦଯାତ୍ରା ଆଜିଠାରୁ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ଆସନ୍ତା ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ଚାଲିବ। ଗ୍ରାମାଞ୍ଚଳରେ ପ୍ରତ୍ୟେକ ଜୋନ୍‌ରେ ଓ ସହରାଞ୍ଚଳରେ ପ୍ରତ୍ୟେକ ଓ୍ଵାର୍ଡରେ ପଦଯାତ୍ରା ଆୟୋଜନ କରାଯିବ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ନେଇ ବୟାନବାଜି

ଭୁବନେଶ୍ୱର : ବିଜେପୁର ନିର୍ବାନଚମଣ୍ଡଳୀକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଛି। ପ୍ରତିଦିନ ବିଭିନ୍ନ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପୁର ଚର୍ଚ୍ଚାକୁ ଆହୁରି ତେଜୁଛନ୍ତି। ବିପୁଳ ଅର୍ଥ ନେଇ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିଛନ୍ତି ବୋଲି ଆଜି କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ିଥିବା ନାରାୟଣ ରାଣେ ଗଢ଼ିଲେ ନୂତନ ପାର୍ଟି ‘ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡ଼ିଥିବା ନାରାୟଣ ରାଣେ ନିଜର ଏକ ରାଜନୈତିକ ଦଳ ଗଠନ କରିବେ ବୋଲି ରବିବାର ଘୋଷଣା କରିଛନ୍ତି। ମୁମ୍ବାଇରେ ରାଣେ ‘ମହାରାଷ୍ଟ୍ର ସ୍ୱଭିମାନ ପକ୍ଷ’ ନାମରେ ନୂତନ ପାର୍ଟି ଗଢ଼ିବେ ବୋଲି କହିଛନ୍ତି। ପାର୍ଟିର ଚିହ୍ନ କ’ଣ ହେବ ତାହା ଏଯାବତ୍‌…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥି ପାଇଁ ବିଜେଡ଼ି ପକ୍ଷରୁ ସୋମବାର ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ…
ଅଧିକ ଖବର ଦେଖନ୍ତୁ...

ଦିଗ୍‌ବିଜୟଙ୍କୁ ଘାରିଛି ଲୁଙ୍ଗି ଚିନ୍ତା !

ନୂଆଦିଲ୍ଲୀ: ନର୍ମଦା ନଦୀ ପରିକ୍ରମା ଅଭିଯାନରେ ବାହାରିଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ୬ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିଗ୍‌ବିଜୟଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଏକ ଚିନ୍ତାର କାରଣ ହୋଇଛି । ୩,୩୦୦ କିମି ଯାତ୍ରା ଅବସରରେ ଭ୍ରାମ୍ୟମାଣ ଶୌଚାଳୟ ଯୋଗାଇ ଦେବାପାଇଁ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଦଳଚକଟା ନେଇ ରାଜନୀତି ତେଜିଲା : ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ବିରୋଧ

ମୁମ୍ବାଇ:ମୁମ୍ବାଇର ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନ୍‌କୁ ସଂଯୁକ୍ତ କରୁଥିବା ଫୁଟ୍‌ଓଭର ବ୍ରିଜ୍‌ରେ ଗତକାଲି ହୋଇଥିବା ଦଳାଚକଟା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା, କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ଏ ନେଇ ସରକାରଙ୍କୁ ଦାୟୀ କରିବା ସହ କଡା…
ଅଧିକ ଖବର ଦେଖନ୍ତୁ...