ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

୨୦୨୪ ମସିହାରେ ଆମେ ଯେତିକି ଆସନ ଜିତିଛୁ କଂଗ୍ରେସ ୩ଟି ନିର୍ବାଚନରେ ଜିତିନି: ମୋଦୀ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ନୂତନ ନିର୍ବାଚିତ ସାଂସଦମାନେ ଶୁକ୍ରବାର ଦିନ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ସଂସଦୀୟ ଦଳର ନେତା କରିବା ସହ ସଂସଦର ସେଣ୍ଟ୍ରାଲ ହଲରେ ଏକ ଉଚ୍ଚସ୍ତରୀୟ ବୈଠକରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ କ୍ୟାବିନେଟ୍‌ରେ କିଛି ଦଳ କ୍ୟାବିନେଟ ପାହ୍ୟା ଚାହୁଁଥିବା ବେଳେ କିଛି ଦଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ…

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେବା ମୋଦୀଙ୍କର ସ୍ଥିର ହୋଇଛି। ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ଭାବେ ମୋଦୀଙ୍କୁ ମନୋନୀତ କରିଛନ୍ତି ନବ ନିର୍ବାଚିତ ସାଂସଦ। ଆସନ୍ତା ୯ ତାରିଖ (ରବିବାର) ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଚଳିତ…
ଅଧିକ ଖବର ଦେଖନ୍ତୁ...

ଏନଡିଏର ନେତା ଭାବେ ମୋଦୀଙ୍କୁ ମନୋନୀତ କଲେ ନବ ନିର୍ବାଚିତ ସାଂସଦ

ନୂଆଦିଲ୍ଳୀ: ସଂସଦର କେନ୍ଦ୍ରୀୟ ହଲ୍‌ରେ ଆଜି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନୂତନ ଭାବେ ନିର୍ବାଚିତ ସାଂସଦ ସେମାନଙ୍କ ନେତା ମନୋନୀତ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ୩.୦ କ୍ୟାବିନେଟରେ‌ କିଛି ବି ଦାବି ରଖିନାହାନ୍ତି ଚିରାଗ ପାସୱାନ୍‌

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଏଥିପାଇଁ ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ ରହିବ ଏବଂ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ହୋଇପାରେ । ତେବେ ଏହି ଏନଡିଏ ବୈଠକ ପୂର୍ବରୁ ଲୋକ ଜନଶକ୍ତି…
ଅଧିକ ଖବର ଦେଖନ୍ତୁ...

ବିଜେପି ଦ୍ବାରା ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ବିଜେପି ଦ୍ବାରା ଦାୟର ହୋଇଥିବା ଏକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏକ ମୁଖ୍ୟସ୍ରୋତ ଖବର କାଗଜରେ ରାହୁଲ ବଦନାମ କରିବା ପରି ଏକ ବିଜ୍ଞାପନ ଦେଇଛନ୍ତି ବୋଲି ଅଭିଯୋଗ ଆଣି ବିଜେପିର କର୍ଣ୍ଣାଟକ ୟୁନିଟ୍ ଦ୍ବାରା ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

ପ୍ରମୁଖ ମନ୍ତ୍ରାଳୟକୁ ନିଜ ପାଖରେ ରଖିବ ବିଜେପି: ସହଯୋଗୀ ଦାବି କରୁଛନ୍ତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଳୀ: ସହଯୋଗୀଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ବିଜେପି । ୯ ତାରିଖରେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତୃତୀୟପାଳି ସରକାରରେ ଟିଡିପି ଏବଂ ଜେଡିୟୁ ଭଳି ସହଯୋଗୀ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଦୁଇ ପ୍ରମୁଖ ଦଳ ବଡ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି ଲାଭରେ ଅନୀଲ, ପୂର୍ଣ୍ଣଚନ୍ଦ୍ର, ସିଦ୍ଧାନ୍ତ

ବ୍ରହ୍ମପୁର: ସରିଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନରେ ଦଳବଦଳ ପରେ କିଛି ନେତା ବିଜୟୀ ହୋଇଥିବା ବେଳେ ଆଉ କେତେଜଣ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କେ. ଅନୀଲ କୁମାର, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସିଦ୍ଧାନ୍ତ ମହାପାତ୍ର ବିଧାୟକ ଭାବେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରେ ବିଜେପି ଜିତିବା ପଛର ରହସ୍ୟ: ବିଜେଡି ଅନ୍ତଃକନ୍ଦଳ, କଂଗ୍ରେସର ନିଷ୍କ୍ରିୟତା!

ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରେ ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଆସନରେ ବିଜେପି ପ୍ରାର୍ଥୀ ଜିତିବା ପଛରେ ଦୁଇଟି କାରଣ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି। ଗୋଟିଏ ହେଉଛି, ବିଜେଡିର ଅନ୍ତଃକନ୍ଦଳ ଓ ଅନ୍ୟଟି କଂଗ୍ରେସର ନିଷ୍କ୍ରିୟତା। ସାଂସଦ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ସହର ସାରା ପୋଷ୍ଟର: ‘ବିଜେପି ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’

ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ବିଜେଡି ନେତା ଭି.କେ.ପାଣ୍ଡିଆନ୍‌ଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାସ୍ତାପାର୍ଶ୍ବରେ ଲାଗିଥିବା ଦେଖିବାକୁ ମିଳିଛି। କେଉଁ ପୋଷ୍ଟରରେ ଓଡ଼ିଆରେ ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ ବୋଲି ଉଲ୍ଲେଖ କରାଯାଇଛି ତ’ ଆଉ କେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ମେଣ୍ଟ ଯୁଗର ପ୍ରତ୍ୟାବର୍ତ୍ତନ: ‘ଅଗ୍ନିବୀର’କୁ ନେଇ ଜେଡିୟୁର ଅସନ୍ତୋଷ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳି ପ୍ରଥମ ଦୁଇଟି କାର୍ଯ୍ୟକାଳଠାରୁ ଅଲଗା ହେବ ଏବଂ ଏବେ ସରକାର ଗଠନ ନହେଉଣୁ ମେଣ୍ଟ ସହଯୋଗୀ ନେତାଙ୍କ ଚାପ ଚର୍ଚ୍ଚାର ବିଷୟ ହୋଇଛି। ଏନ୍‌ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଦଳ ଜେଡିୟୁର ଶୀର୍ଷ ନେତା କେସି ତ୍ୟାଗୀ କହିଛନ୍ତି ଯେ ସଶସ୍ତ୍ର…
ଅଧିକ ଖବର ଦେଖନ୍ତୁ...