ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

କେବିସିରେ ୫୦ ଲକ୍ଷର ବାଜି ମାରିଲେ ବଲାଙ୍ଗୀରର ସୁନୀଲ

ବଲାଙ୍ଗୀର : ସୁନୀଲ କୁମାର ତାଣ୍ଡି। ୩୮ ବର୍ଷୀୟ ଶ୍ରୀ ତାଣ୍ଡି ହେଉଛନ୍ତି ବଲାଙ୍ଗୀର ସହରର ହାତୀପଡ଼ାର ବାସିନ୍ଦା। ୨୦୦୯ରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ପରେ ୨୦୧୦ ମସିହାରୁ ସେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ…
ଅଧିକ ଖବର ଦେଖନ୍ତୁ...

କମ୍ବିଂରେ ବାଧକ ବର୍ଷା; ଖସିଗଲେ ମାଓବାଦୀ

କଟକ/ନରସିଂହପୁର : ଉପକୂଳ ଓଡ଼ିଶା ବିଶେଷକରି କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ଯୋଜନା ଆରମ୍ଭ କରିଛି ଲାଲବାହିନୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟରେ ଥିବା କୁଶଖଳି ଗାଁରେ ମାଓବାଦୀଙ୍କ ଗ୍ରାମସଭା ପରେ ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍‌।…
ଅଧିକ ଖବର ଦେଖନ୍ତୁ...

ସାକ୍ଷୀଗୋପାଳ ମନ୍ଦିରରୁ ପଥର ଖସିଲା

ପୁରୀ : ସାକ୍ଷୀଗୋପାଳରେ ଥିବା ସର୍ବପୁରାତନ ଶ୍ରୀଶ୍ରୀ ଗୋପାଳଜୀଉ ମନ୍ଦିର ଅସୁରକ୍ଷିତ ହୋଇପଡ଼ିଛି। ଗତ ରାତିରେ ମନ୍ଦିରରୁ ପାଖାପାଖି ଏକ କୁଇଣ୍ଟାଲ ଓଜନର ପଥର ଖସି ପଡ଼ିଛି। ସିଂହଦ୍ଵାର ଉପରେ ଥିବା ଏହି ପଥର ଖସି ପଡ଼ିବା ଫଳରେ ସେଠାରେ ଏକ ବଡ଼ ଗର୍ତ୍ତ ହୋଇଛି। ପାୟ ୫୦ ଫୁଟ ଉଚ୍ଚତାରୁ ଏହି ପଥର…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଛାଡ଼ିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ବେଦାନ୍ତରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ଗତ ଅଢ଼େଇ ବର୍ଷ ହେଲା ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫା ଚର୍ଚ୍ଚାର ବିଷୟ ହୋଇଛି। ଏହା ସହ…
ଅଧିକ ଖବର ଦେଖନ୍ତୁ...

ସହରରେ ପକ୍କା ଘର ପାଇବେ ୨୨ ହଜାର ହିତାଧିକାରୀ

ଭୁବନେଶ୍ୱର : ଓଡ଼ିଶା ସହରାଞ୍ଚଳ ଆବାସ ଯୋଜନା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସଚିବାଳୟରେ ହୋଇଥିବା ଓଡ଼ିଶା ସହରାଞ୍ଚଳ ହାଉସିଂ ମିସନ୍‌ର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ଅନୁମୋଦନ ଦିଆଯାଇଛି। ରାଜ୍ୟର ୮୬ଟି ସହରାଞ୍ଚଳରେ ବସବାସ କରୁଥିବା ୨୨,୨୨୪ ଜଣ ହିତାଧିକାରୀ ପକ୍କା ଘର ପାଇବେ।…
ଅଧିକ ଖବର ଦେଖନ୍ତୁ...

ଗବେଷକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତିଙ୍କ ପରଲୋକ

କଟକ : ଭଞ୍ଜ ସାହିତ୍ୟର ବିଶିଷ୍ଟ ଗବେଷକ ଅଧ୍ୟାପକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଶୁକ୍ରବାର ଦିନ ସାଢ଼େ ୨ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ମୃତୁ ଶଯ୍ୟା ନିକଟରେ ପତ୍ନୀ ରାଜଲକ୍ଷ୍ମୀ ମହାନ୍ତି,…
ଅଧିକ ଖବର ଦେଖନ୍ତୁ...

ହୋମିଓପାଥିକ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା: ୨୭୦ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆବଣ୍ଟନ

ଭୁବନେଶ୍ୱର : ହୋମିଓପାଥିକ ଓ ଆୟୁର୍ବେଦିକ କଲେଜରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ହୋଇଛି। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ୧୦୦୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୨୭୫ଟି ମୋଟ ସିଟ୍‌ ରହିଛି। ସେଥିମଧ୍ୟରୁ ୨୭୦ ଜଣଙ୍କୁ ସିଟ୍‌ ବଣ୍ଟନ କରାଯାଇଛି। ୩ଟି ସିଟ୍‌…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳ ସୁସ୍ଥ ଅଛନ୍ତି

ଭୁବନନେଶ୍ୱର : ରାଜ୍ୟପାଳ ଏସ୍‌ ସି ଜମିର ଗତକାଲି ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର୍‌ ଧରିଥିଲା। ଶୁକ୍ରବାର ସେ ହସ୍ପିଟାଲ୍‌ରୁ ରାଜଭବନ ଫେରିଥିଲେ। ଏହା ପରେ ରାଜଭବନ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ବାଣ ମୃତ୍ୟୁ ୧୪କୁ ବୃଦ୍ଧି

ଭୁବନେଶ୍ୱର/କଟକ : ଦୀପାବଳି ପୂର୍ବରୁ ଚଳିତ ବର୍ଷ ବାଣ ବିସ୍ଫୋରଣରେ ରାଜ୍ୟରେ ଅନ୍ୟୂନ ଦୁଇ କୋଟିର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ଏ ପ୍ରକାର ସ୍ଥିତିରେ ପୁଲିସ ବିଭାଗର ବିଳମ୍ବରେ ଚେତା ପଶିଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଗଲାକାଲି…
ଅଧିକ ଖବର ଦେଖନ୍ତୁ...

ବାଲିକୁଦାରେ ଦୁର୍ଘଟଣା, ୩ ମୃତ

ଫୁଲନଖରା-କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଦୀପାବଳିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗୋପାଳନପୁର ନିକଟରେ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ମାରୁତି…
ଅଧିକ ଖବର ଦେଖନ୍ତୁ...