ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଭୁଶୁଡ଼ିଲା ସୁବର୍ଣ୍ଣରେଖା କେନାଲ

ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଛୁଆଡିମ ଗ୍ରାମ ନିକଟରେ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ବନ୍ଧ ଭୁଶୁଡ଼ି ପଡ଼ିଛି। ଫଳରେ ବିସ୍ତୀର୍ଣ୍ଣ ଇଲାକାର ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। କେତେକ ଜମିରେ ବାଲି ମାଡ଼ିଯାଇଛି ତ କିଛି ଜମି ମାଟିରେ ପୋତିହୋଇ ଯାଇଛି। ଗତକାଲି ରାତି ପ୍ରାୟ ୧୧ଟା…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଚାଞ୍ଚଲ୍ୟ: ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜରେ ଜଣେ ଡାକ୍ତରୀଛାତ୍ରୀ(ଡେଣ୍ଟାଲ)ଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି । ଏ ନେଇ ପୀଡିତା ଛାତ୍ରୀ ଜଣକ ମଙ୍ଗଲାବାଗ୍‌ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ମେଡିକାଲ କଲେଜର ଆସୋସିଏଟ୍‌ ଫ୍ରଫେସର୍‌ ଓ ସିନିୟର…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଲା : ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ଧରି  ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । ଏହା ସାଙ୍ଗକୁ ୬୫ କିଲୋମିଟର ବେଗରେ ପବନ ବୋହିବାର ଅନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଡିପ୍ ଡିପ୍ରେସନର ରୁପ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସ୍ୱାମୀ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ: ଅନ୍ୟ ଲୋକଙ୍କର ଅଭିଯୋଗ ଶୁଣୁଥିବା ପୁଲିସ ବାବୁଙ୍କ ନାମରେ ଆସିଛି ଅଭିଯୋଗ। ଏହି ଅଭିଯୋଗ କେହି ନୁହେଁ ପୁଲିସ ବାବଙ୍କୁ ପତ୍ନୀ କରିଛନ୍ତି। ପୁଲିସ ସ୍ୱାମୀଙ୍କ ନାଁରେ ସ୍ତ୍ରୀ ଆଣିଛନ୍ତି ନିର୍ଯାତନାର ଅଭିଯୋଗ। ଅଭିଯୁକ୍ତ ପୁଲିସ ଓଏସଏପି ଫୋର୍ଥ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୋମବାର ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଏକ ଡିପ୍ରେସନ୍‌ କ୍ରମଶଃ ଡିପ୍‌ ଡିପ୍ରେସନ୍‌ର ରୂପ ନେଉଛି। ଏହା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ମାମଲା: ହାଇକୋର୍ଟରେ ନବଙ୍କୁ ଆଶ୍ୱସ୍ତି, ତାରାଙ୍କୁ ଝଟ୍‌କା

କଟକ: ଆଜି ହାଇକୋର୍ଟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ମାମଲାରେ ରାୟ ଶୁଣାଇଛନ୍ତି। ହାଇକୋର୍ଟ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଅନ୍ୟତମ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ହାଇକୋର୍ଟରୁ ଝଟକା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟଙ୍କୁ କେନ୍ଦ୍ର ସରକାର : ନଭେମ୍ବର ୧୯ ସୁଦ୍ଧା ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ୍‌ ଗଠନ…

ନୂଆଦିଲ୍ଲୀ: ମହାନଦୀ ଜଳ ଆବଣ୍ଟନ ମାମଲାରେ ସୋମବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତିି ଯେ, ନଭେମ୍ବର ୧୯ ପୂର୍ବରୁ ଟ୍ରିବ୍ୟୁନାଲ୍‌ ଗଠନ ଲାଗି ବିଜ୍ଞପ୍ତି ପ୍ରକାଶ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ବୟାନକୁ ସର୍ବୋଚ୍ଚ ଅଦାଲତ ନଥିଭୁକ୍ତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଦଳୁଛନ୍ତି ନବୀନ!

ଭୁବନେଶ୍ୱର : ସଂପର୍କ ଏତେ ନିବିଡ଼ ଥିଲା ଯେ ରାଜ୍ୟ ସ୍ୱାର୍ଥକୁ ଏଡ଼ାଇ ଯାଇ କଥା କଥାକେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ସାଂସଦଙ୍କ ଆପତ୍ତି ବି କାମ କରୁନଥିଲା। ହେଲେ ବିଜେପିର ଓଡ଼ିଶା ଦଖଲ ଅଭିଯାନର ତୀବ୍ରତା ଓ ବିଜେପି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାର୍ଥୀ ମୁଣ୍ଡାଇବେ ବିଶ୍ୱବ୍ୟାଙ୍କ ଋଣ ବୋଝ!

ରାଉରକେଲା : ନିର୍ଦ୍ଦିଷ୍ଟ ପତ୍ରପତ୍ରିକା ଦ୍ୱାରା ତଥାକଥିତ ‘ଅଗ୍ରଣୀ ଓଡ଼ିଶା’ର ଶ୍ରେଷ୍ଠ ଶାସକ ଭାବେ ବିବେଚିତ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ କିନ୍ତୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଢେର ପଛୁଆ। ଜାତୀୟ ସ୍ତରରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ହାର ୨୪.୫% ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଏବଂ ଏହା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଏବେ ଉତ୍ତର ବଙ୍ଗୋପସାଗର ଏବଂ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ଅଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ। କିନ୍ତୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ…
ଅଧିକ ଖବର ଦେଖନ୍ତୁ...