ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବାଣୀବିହାରରୁ ଉଠିଲା ସାଇନ୍‌ ଡାଏ

ଭୁବନେଶ୍ୱର : ବାଣୀବିହାରରୁ ଉଠିଲା ସାଇନ୍‌ ଡାଏ। ସୋମବାର(ଆଜି)ଠାରୁ ନିୟମିତ କ୍ଲାସ୍‌ ଆରମ୍ଭ ହେବ। ପୂର୍ବାହ୍ନ ୯ଟାରେ ଛାତ୍ରଛାତ୍ରୀ ପ୍ରବେଶପଥରେ ପରିଚୟପତ୍ର ଦାଖଲ କରିବେ। ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ ପରିଚୟପତ୍ର ଯାଞ୍ଚ କରିବା ପରେ ଛାତ୍ରଛାତ୍ରୀଙ୍କୁ ଭିତରକୁ ପ୍ରବେଶ ପାଇଁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କର୍ପୋରେଟର ଏବେ ଚପଲ ଦୋକାନ ସେଲ୍‌ସମ୍ୟାନ୍‌

କଟକ : ବିଜୁ-ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । କର୍ପୋରେଟର ହେଲେ । ପାଞ୍ଚ ବର୍ଷ କାର୍ଯ୍ୟକାଳରେ ଲୋକଙ୍କ ସେବା କରି ଶ୍ରଦ୍ଧାର ପାତ୍ର ହେଲେ । ଏବେ ସବୁ କିଛି ଓଲଟପାଲଟ ହୋଇଗଲା । ପଦବି ଯିବା ପରେ ସବୂ ଗଲା। ପେଟ ପାଇଁ ଏବେ ତାଙ୍କୁ ଚପଲ ଦୋକାନରେ କାମ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ ରନ୍‌ରେ ସଫଳ ହୋଭର୍‌ କ୍ରାଫ୍ଟ : ଖୁବ୍‌ଶୀଘ୍ର ବସିବେ ପର୍ଯ୍ୟଟକ

ପୁରୀ : ଗତକାଲି ପୁରୀରେ ହୋଭର କ୍ରାଫ୍‍ଟ ପହଞ୍ଚିବା ପରେ ଆଜି ଟେଷ୍ଟ ରନ୍‌ ହୋଇଛି। ରାଜଭବନ ପଛପଟ ସମୁଦ୍ରରେ ଅପରାହ୍ନ ୩ଟାରେ ଏହାର ଟେଷ୍ଟ ରନ୍‍ କରାଯାଇଛି। ସଫଳତାର ସହ ଏହି କ୍ରାଫ୍‍ଟ ପାଣି ଓ ବାଲିରେ ଚାଲିଛି। ଶୀତ ପଡ଼ିବା ପରେ ଏହା ପାଖାପାଖି ଗୋଟିଏ କିଲୋମିଟର ଦୂର ସମୁଦ୍ରକୁ ଯାଇପାରିବ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲା ନୟାଗଡ଼ ଚିନିକଳରେ ତାଲା

ନୟାଗଡ଼ : ଯେଉଁଠି ଦିନେ ଚାଷୀଙ୍କ ଭିଡ଼ ଲାଗୁଥିଲା, ନିତି କୋଳାହଳ ଦେଖିବାକୁ ମିଳୁଥିଲା, ସେଠି ଏବେ କାଉକୋଇଲି ବି ଉଡ଼ୁନାହାଁନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଖତ ଖାଉଛି। ବିରାଟ ବିରାଟ ବହୁତଳ କୋଠା ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ସାମ୍ବାଦିକ ବିସ୍ମୟ ମହାନ୍ତିଙ୍କ ପରଲୋକ

ବାଲେଶ୍ୱର : ସାମ୍ବାଦିକ ବିସ୍ମୟ ମହାନ୍ତିଙ୍କ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ବେଳେ ସକାଳ ସାଢ଼େ ୯ଟା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର…
ଅଧିକ ଖବର ଦେଖନ୍ତୁ...

କଟକ ବଡ଼ ମେଡିକାଲ୍‌ରେ ଦରମା ଫିକ୍ସିଂ : ୧୧ ବର୍ଷରେ ୧୦ କୋଟି ହଡ଼ପ!

କଟକ : କଟକ ବଡ଼ ମେଡିକାଲ୍‌ରେ କର୍ତ୍ତୃପକ୍ଷଙ୍କ ନଜର ଆଢୁଆଳରେ ଚାଲିଛି ବଡ଼ ଧରଣର କେଳେଙ୍କାରୀ। ଗଲା ୧୧ ବର୍ଷ ଧରି ଚାଲିଥିବା ଏହି କେଳେଙ୍କାରୀରେ ମାଲାମାଲା ହୋଇ ଚାଲିଛନ୍ତି ନିର୍ଦ୍ଦିଷ୍ଟ କିଛି କର୍ମଚାରୀ। ସେମାନେ ନିଜର ପଦୋନ୍ନତି ଓ ଦରମା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସର୍ଭିସ୍‌…
ଅଧିକ ଖବର ଦେଖନ୍ତୁ...

ହମାମୀରାରେ ଜଳ ‘ଜହର’ : ଆଖିବୁଜିଲେ ଆଉ ଜଣେ

ଅନୁଗୁଳ : ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ହମାମୀରା ଗାଁରେ ଦୂଷିତ ଜଳ ନେଉଛି ଜୀବନ। କିଡ୍‌ନି ରୋଗରେ ଆଖି ବୁଜୁଛନ୍ତି ଜଣଙ୍କ ପରେ ଜଣେ। ବିଗତ କିଛି ବର୍ଷ ହେବ ଗାଁରେ କିଡ୍‌ନି ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ଏହି ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଯାଇଛି। ଗତକାଲି ରାତି…
ଅଧିକ ଖବର ଦେଖନ୍ତୁ...

ଉମରକୋଟ ବିଧାୟକ ହସ୍‌ପିଟାଲରେ ଭର୍ତି

ଉମରକୋଟ : ଉମରକୋଟ ବିଧାୟକ ସୁବାସ ଚନ୍ଦ୍ର ଗଣ୍ଡ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ରାତିରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତେଣୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି। ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ମେଡିକାଲ କର୍ତୃପକ୍ଷ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରୁ ଲେଉଟିଲେ ହାତୀପଲ : ମଥୁରାପୁରରେ ନଷ୍ଟ କଲେ ଫସଲ

ଚମ୍ପୁଆ : କିଛି ଦିନ ପୂର୍ବେ ଚମ୍ପୁଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ହାତୀପଲକୁ ଝାଡ଼ଖଣ୍ଡ ଆଡ଼କୁ ଘଉଡାଇ ଦିଆଯାଇଥିଲା। ଏହି ହାତୀପଲ ପୁଣି ଗତକାଲି ଫେରିଛନ୍ତି। ଚମ୍ପୁଆ ନିକଟସ୍ଥ ମଥୁରାପୁର ଗ୍ରାମରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବିପଦରେ ଅତିବଡ଼ୀଙ୍କ ପୀଠ : ସାତଲହଡ଼ି ମଠରେ ହେବ ୨ ମହଲା କୋଠା

ପୁରୀ : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ହେଲେ ଅତିବଡ଼ୀ ଜଗନ୍ନାଥ ଦାସ। ସେ ପ୍ରସିଦ୍ଧ ଗ୍ରନ୍ଥ ଓଡ଼ିଆ ଭାଗବତର ରଚୟିତା। କୁହାଯାଏ ତାଙ୍କ ପ୍ରାର୍ଥନାରେ ସମୁଦ୍ର ୭ ଲହଡ଼ି ପଛକୁ ଘୁଞ୍ଚିଯାଇଥିଲା। ତାଙ୍କୁ ସମ୍ମାନ ଜଣାଇ ସାହିତ୍ୟ ସାଧକମାନଙ୍କୁ ମର୍ଯ୍ୟାଦାଜନକ ଅତିବଡ଼ୀ ପୁରସ୍କାରରେ ସମ୍ମାନିତ…
ଅଧିକ ଖବର ଦେଖନ୍ତୁ...