ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଜେଲ୍‌ରେ କଏଦୀର ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜେଲ୍‌ରେ ଜଣେ କଏଦୀ ଜୁଡିଆ ପ୍ରଧାନ (୩୩) ଆଜି ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପର ଧାଙ୍ଗରପଡା ଗାଁ’ର…
ଅଧିକ ଖବର ଦେଖନ୍ତୁ...

ସେବାଧାମ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ, ୩ ଗୁରୁତର

ଦେବଗଡ଼/ରିଆମାଳ : ମୃତ୍ୟୁ କାହା ପାଇଁ କେଉଁ ପରିସ୍ଥିତିରେ ଆସିବ ତାହା କେହି ବି କହିପାରିବେ ନାହିଁ। ଚାରିଆଡ଼େ ଦଶହରା ଉତ୍ସବ ପାଇଁ ଖୁସିର ପରିବେଶ ଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ଆଖି ବୁଜିବାକୁ ପଡ଼ିଛି ଦୁଇ ଜଣ ନିରୀହ ଶିଶୁଙ୍କୁ। ଘଟଣାଟି ଘଟିଛି ଶନିବାର ସକାଳେ ଦେବଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବସ ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର : ଆଜି ସଂଧ୍ୟାରେ ବାଲେଶ୍ୱର ସହର ପୁଲିସ୍‌ଲାଇନ ସାହୁ ତେଲ ଟାଙ୍କି ସାମ୍‌ନାରେ ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜ୍ୟୋତିରଂଜନ ଜେନା (୨୦)। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ର ଅଭିଷେକ ବେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ୟାଙ୍କରକୁ ଧକ୍କା ଦେଲା କାର୍‌ : ଜଣେ ମୃତ, ୪ଆହତ

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ୫ନଂ ଜାତୀୟ ରାଜପଥର କହରାପୋଖରୀ ଶାସନ ନିକଟରେ ଗ୍ୟାସ ଟ୍ୟାଙ୍କରକୁ କାର ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଥିିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପୁରୀରୁ ବୁଲାବୁଲି ସାରି ପଶ୍ଚିମବଙ୍ଗର ହାଓ୍ଵାଡା ଜିଲ୍ଲା ମାଲିପଞ୍ଚଭର ଥାନାର…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଚୀନାବାଦାମ ଗୋଦାମରେ ନିଅାଁ

ଯାଜପୁର: ଶନିବାର ରାତି ଦୁଇଟା ପରେ ଏକ ଗୋଦାମରେ ନିଅାଁ ଲାଗି ୨ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଚୀନାବାଦାମ ପୋଡ଼ି ପାଉଁଶ ହୋଇଯାଇଛି। ଯାଜପୁର ବ୍ଲକ୍‌ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ଅଞ୍ଚଳର ରଘୁନାଥପୁର ଗାଁ’ରେ ଅବସ୍ଥିତ ସୁରେଶ ଆଚାର୍ଯ୍ୟଙ୍କ ଚୀନାବାଦାମ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ବୈପାରିଗୁଡ଼ା: ଜଣେ ବ୍ୟକ୍ତିଙ୍କର ଅସ୍ୱାଭାବିକ ମୃତ୍ୟୁ

ଜୟପୁର: ଶନିବାର ଅପରାହ୍ଣ ୪ଟାବେଳେ ବୈପାରିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଟାଙ୍ଗିଣିଗୁଡ଼ା ଅଞ୍ଚଳର ଯୋଡ଼ାଆମ୍ବ ଗାଁ’ର ଏକ ନାଳ ନିକଟରୁ ଜଣେ ବ୍ୟକ୍ତିଙ୍କର ଶବ ମିଳିଛି। ସେ ଶବ ଯୋଡ଼ାଆମ୍ବ ଗାଁ’ର ୪୦ ବର୍ଷିୟ ମଙ୍ଗଳା ହନ୍ତାଳଙ୍କର ବୋଲି ଜଣାପଡ଼ିଛି। ସେ ୩/୪ ଦିନ ହେବ ଘରୁ ନିରୁଦ୍ଦେଶ ହୋଇଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜୟପୁର: ଗଛରେ ବାଇକ୍‌ ପିଟି ହୋଇ ଜଣେ ମୃତ; ଜଣେ ଆହତ

ଜୟପୁର: ଶନିବାର ମଧ୍ୟରାତ୍ରୀ ସମୟରେ ଥାମ୍ପୁଣି ଅଞ୍ଚଳର ରାଣୀଗୁଡ଼ାଠାରେ ଏକ ମୋଟରସାଇକେଲ୍‌ ଗଛରେ ଧକ୍କାଖାଇବାରୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। କୁନ୍ଦୁରା ନିବାସୀ ୩୦ ବର୍ଷିୟ ବାସୁ ପରିଜା ଏବଂ ୨୫ ବର୍ଷିୟ ପର୍ଶୁ ପରିଜା ମୋଟର ସାଇକେଲ୍‌ ଯୋଗେ କୁନ୍ଦୁରାରୁ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାର କେତୋଟି ଜିଲାରେ ବର୍ଷା ସମ୍ଭାବନା ଅଧିକ ବୋଲି ଆକଳନ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ସେବାଧାମ କାନ୍ଥ ଭୁଶୁଡ଼ି ୧ ମୃତ, ୪ ଆହତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ରେଙ୍ଗଲବେଡ଼ା ସେବାଧାମର କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଶିଶୁକନ୍ୟାଟି ହେଉଛନ୍ତି ରଶ୍ମିତା ପ୍ରଧାନ। ଆହତମାନେ ହେଉଛନ୍ତିି କାଜଲ ସାହୁ, କାଜଲ ମାହାରେ, ଅଯୋଧ୍ୟା ପେଣ୍ଠେଇ ଓ ଓମଭାରତୀ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବୋଲେରୋ ଓଲଟି ୧ ମୃତ, ୮ ଆହତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...