ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

କୋଠାର ଅନୁମୋଦନ ପାଇଁ ୪୦୦୦ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜୁନିଅର ଇଞ୍ଜିନିୟର

ଭୁବନେଶ୍ବର: ଜଣେ ଅଭିଯୋଗକାରୀଙ୍କ ପିତାଙ୍କ ସପକ୍ଷରେ କୋଠାର ଅନୁମୋଦନ ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଇଞ୍ଜିନିୟର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଇଞ୍ଜିନିୟର ହେଲେ ସାଗରିକା ମହାନ୍ତି। ଏକ କୋଠାର…
ଅଧିକ ଖବର ଦେଖନ୍ତୁ...

ସାପ୍ତାହିକ ହାଟରେ ଆତଙ୍କ: ଫିଲ୍ମ ଷ୍ଟାଇଲରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ଲୁଟ୍‌ ଅଭିଯୋଗ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ ଗୁରୁବାର ଦିନ ଦ୍ଵିପହରରେ ଫିଲ୍ମ ଷ୍ଟାଇଲରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଛି।ଦିନ ପ୍ରାୟ ସାଢେ ୧ଟାରେ ବାଇକ୍ ଓ ଅଟୋରେ କଳା ମୁଖା ପିନ୍ଧି ୧୦ରୁ ଊର୍ଦ୍ଧ୍ବ ଲୁଟେରା ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ ଓ…
ଅଧିକ ଖବର ଦେଖନ୍ତୁ...

ନିଷିଦ୍ଧାଞ୍ଚଳରୁ ପୁଣି ମାଛଧରା ଟ୍ରଲର ଜବତ, ୧୫ ଜଣ ମତ୍ସ୍ୟଜୀବୀ ଅଟକ

ଅସ୍ତରଙ୍ଗ: ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ବୁଧବାର ଠାରୁ ସମୁଦ୍ରରେ ମତ୍ସଜୀବୀଙ୍କ ପାଇଁ କଟକଣା ଲାଗୁ ହୋଇଥିବା ବେଳେ ଆଜି ୨ୟ ଦିନରେ (ଗୁରୁବାର)  ନିଷିଦ୍ଧାଞ୍ଚଳରୁ ଅସ୍ତରଙ୍ଗ ବନବିଭାଗ ଟିମ୍ ଦ୍ୱାରା ସାଥି ମଙ୍ଗଳା ନାମକ ଏକ ମାଛଧରା ଟ୍ରଲର ଜବତ ହୋଇଛି। ଜବତ…
ଅଧିକ ଖବର ଦେଖନ୍ତୁ...

ଜମି ସଂପର୍କିତ ମାମଲାର ସମାଧାନ ପାଇଁ ୧୫ ହଜାର ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ, ମାଡ଼ିବସିଲେ ଭିଜିଲାନ୍ସ ଟିମ୍‌

ମାଲକାନଗିରି/କାଲିମେଳା: ଲାଞ୍ଚ ବିନା କୌଣସି ସରକାରୀ କାମ ସହଜରେ ହେଉ ନାହିଁ। ଅନେକ ଲାଞ୍ଚୁଆ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡୁଥିବା ବେଳେ ମଧ୍ୟ ଅନ୍ୟମାନେ ଏଥିରୁ କିଛି ଶିଖୁ ନାହାନ୍ତି। ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ ନିରୀକ୍ଷକ (ଆରଆଇ) ଗୁରୁବାର ଦିନ ଭିଜିଲାନ୍ସ ଜାଲରେ…
ଅଧିକ ଖବର ଦେଖନ୍ତୁ...

ମିଳିପାରିଲାନି ଚିକିତ୍ସା: ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ

ବରଗଡ଼: ସାଧାରଣ ଜନତାଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଏହାର ସଦୂପଯୋଗ ହୋଇ ନପାରିବା ଅର୍ଥାତ ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନଥିବା ଅନେକ ସମୟରେ ଅଭିଯୋଗ ହେଉଛି। ବରଗଡ଼…
ଅଧିକ ଖବର ଦେଖନ୍ତୁ...

ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ଲାଗି ପ୍ରଯୋଜକ ସଂଘ ରାଜି

କଟକ: ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା କଳି ବଡ଼ ଆକାର ଧାରଣ କରିବା ପରେ ଆପାତତଃ ଏ ନେଇ ଏକ ସମାଧାନର ସୂତ୍ର ବାହାରିଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ପ୍ରଯୋଜକ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଘରୋଇ ହସ୍ପିଟାଲ ଆଇସିୟୁରେ ଚାଲିଛି ଚିକିତ୍ସା

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍‌ରେ ଗତକାଲିଠାରୁ ଚିକିତ୍ସାଧୀନ ଅଛନ୍ତି। ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସେ ଏବେ ଆଇସିୟୁରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

୨୦୦୦ ଟଙ୍କିଆ ବଦଳ ନେଇ ଲୋକଙ୍କଠୁ ତଥ୍ୟ ନେଲେ ଇଓଡବ୍ଲ୍ୟୁ ଓ ଇଡି, ରିଜର୍ଭ ବ୍ୟାଙ୍କଠାରୁ ସିସିଟିଭି ଫୁଟେଜ ନେଇଥିବା…

ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ( ଆରବିଆଇ)ରେ ଦୁଇ ହଜାର ଟଙ୍କିଆ ନୋଟ ବଦଳ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଛି ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅର୍ଥନୈତିକ ଅପରାଧ ଶାଖା ( ଇଓଡବ୍ଲ୍ୟୁ)  ଓ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କିଏ କେତେଥର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ବୈଜ୍ଞାନିକ ଶୁଭ୍ରାଂଶୁ ମହାପାତ୍ରଙ୍କ ରଚିତ ପୁସ୍ତକ ‘ବିୟଣ୍ଡ୍‌ ଅବ୍‌ଭିୟସ୍‌: ଓଡ଼ିଶା-କର୍ଣ୍ଣାଟକ ରିଲେସନ୍‌ସିପ୍‌…

ବେଙ୍ଗାଲୁରୁ: ବୁଧବାର ଦିନ ‘ବାଙ୍ଗ୍‌ଲୋର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌’ରେ ପାଳିତ ‘କର୍ଣ୍ଣାଟକ ରାଜ୍ୟୋତ୍ସବ ଦିବସ’ରେ ଓଡ଼ିଶା ଏବଂ କର୍ଣ୍ଣାଟକ ସମ୍ପର୍କ ଉପରେ ଆଧାରିତ ଇଂରାଜୀ ପୁସ୍ତକ ‘ବିୟଣ୍ଡ୍‌ ଅବ୍‌ଭିୟସ୍‌: ଓଡ଼ିଶା-କର୍ଣ୍ଣାଟକ ରିଲେସନ୍‌ସିପ୍‌ ଓଭର୍‌ ‌ଏଜେସ୍‌’ ଉନ୍ମୋଚିତ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ପ୍ରତି ବିପଦ ଘନଉଛି: ବର୍ଷର ଅଧାଦିନ ନଦୀ ପେଟ ଖାଲି

ଅନୁଗୁଳ (ପ୍ରଦ୍ୟୁମ୍ନ କୁମାର ରାଉତ) : ଓଡ଼ିଶାର ସଂସ୍କୃତି, ଇତିହାସ ଓ ଚଳଣି ସହିତ ଜଡ଼ିତ ବ୍ରାହ୍ମଣୀ ନଦୀର ଆଖିରେ ଆଖିଏ ଲୁହ। ଚିରସ୍ରୋତା ଏହି ନଦୀ ଏବେ ତାର ସତ୍ତାକୁ ନେଇ ସନ୍ଦିହାନ। ବର୍ଷା ଦିନରେ କୂଳ ଲଂଘିବା ସ୍ଥିତିରେ ସେ ଆଉ ନାହିଁ। ଅନ୍ୟ ଋତୁ କଥା ନ କହିବା ଭଲ। ଚଳିତ ବର୍ଷା ଋତୁରେ…
ଅଧିକ ଖବର ଦେଖନ୍ତୁ...