ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ସୁରକ୍ଷା ବଳୟ ଭିତରୁ ଚାଲିଛି ଅପରାଧର ବ୍ଲୁ ପ୍ରିଣ୍ଟ: ଜେଲ କର୍ମଚାରୀ-ପେସାଦାର ଅପରାଧୀ ସମ୍ପର୍କ ନେଇ ଆଲୋଡ଼ନ

ଭୁବନେଶ୍ବର: ଜେଲ୍ ଭିତରେ ଅପରାଧୀ ସାବାଡ୍ ହେଉଛନ୍ତି ନା ସେମାନଙ୍କୁ ଅପରାଧ ଘଟାଇବା ପାଇଁ ବଳ ମିଳୁଛି? ଜେଲ୍ ଭିତରେ ରହି ପେସାଦାର ଅପରାଧୀ କେମିତି ତିଆରି କରୁଛନ୍ତି ବ୍ଲୁ ପ୍ରିଣ୍ଟ? ଜେଲ୍ ଭିତରକୁ କେମିତି ଯାଉଛି ଆପତ୍ତିଜନକ ସାମଗ୍ରୀ? ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚ​ଳର ବିଜେଡି…
ଅଧିକ ଖବର ଦେଖନ୍ତୁ...

‘ପାକ୍ସ କମ୍ପ୍ୟୁଟରୀକରଣରେ ଓଡ଼ିଶା ପ୍ରଥମ’: ନିଖିଳ ଭାରତ ସମବାୟ ସପ୍ତାହ

ଭୁବନେଶ୍ବର: ସମବାୟ ଏକ ଆନ୍ଦୋଳନ। ଆମ ରାଜ୍ୟରେ ଏହି ଆନ୍ଦୋଳନ ସଶକ୍ତ ହୋଇଛି। ପାକ୍ସ ଓ ଲାମ୍ପସ୍‌ଗୁଡ଼ିକ କମ୍ପ୍ୟୁଟରୀକରଣ ହେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଉତ୍କଳ ମଣ୍ଡପରେ ଆୟୋଜିତ ରାଜ୍ୟ ମହୋତ୍ସବର ଦ୍ବିତୀୟ ଦିନରେ ଏହା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ନାଁରେ ମାମଲା: ସତ୍ୟପାଠରେ ଜାଲ୍‌ ପ୍ରମାଣପତ୍ର ଦେଇଥିବା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାର ଦୁଇ ଦୁଇ ଥର ବିଧାୟକ ଥିବା ଏବଂ ବର୍ତ୍ତମାନର ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିରୋଧରେ ଆଜି ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଏକ ୧ ସିସି ମାମଲା ଦାଏର ହୋଇଛି। ନିର୍ବାଚନ ସତ୍ୟପାଠ ଦାଖଲ ବେଳେ ରାଜେନ୍ଦ୍ର ସାହୁ ଦାଖଲ କରିଥିବା ୧୦ମ ଶ୍ରେଣୀ ଓ ଯୁକ୍ତ…
ଅଧିକ ଖବର ଦେଖନ୍ତୁ...

କର୍କଟ କେନ୍ଦ୍ର ନିର୍ଦ୍ଦେଶକ ପଦ ପୂରଣ ପ୍ରସଂଗକୁ ନେଇ ଅଦାଲତ ଅବମାନନା ମାମଲା

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ସଂପର୍କିତ ଅଦାଲତ ଅବମାନନା ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୬ ତାରିଖ ସକାଳ…
ଅଧିକ ଖବର ଦେଖନ୍ତୁ...

ମଣିଷଶୂନ୍ୟ ରାଜସ୍ବ ଗାଁ ଘୁନଘୁଟପାଲି: ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟର ଆଉ ଏକ ନଗ୍ନ ନମୁନା

ଝାରସୁଗୁଡ଼ା ( ତେଜସ୍କର ମହାପାତ୍ର) : ହୀରାକୁଦର ପଛୁଆ ପାଣି ଅତର୍କିତ ଭାବେ ଆସି ବସ୍ତି ବୁଡ଼େଇ ଦେଲା। ବସ୍ତିରୁ ଉଠି ଅଳ୍ପ ଦୂରରେ ଢିପ(ଉଚ୍ଚ)ଜାଗାରେ ପୁଣି ବସତି ସ୍ଥାପନ କଲେ ଲୋକେ। ହେଲେ ଏଥର ଦଇବ ବି ସହିଲାନି। ଜଙ୍ଗଲ ନିଆଁରେ ପୋଡ଼ିଗଲା ସମଗ୍ର ଗାଁ। କ୍ଷତିପୂରଣ କି ସରକାରୀ ସହାୟତା…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍‌ସ ପହଞ୍ଚିବା ସମୟ ୨୦ ମିନିଟ୍‌କୁ ଖସିବ: ସାମିଲ ହେବ ଆଉ ୨୩୬ଟି ୧୦୮ ଆମ୍ବୁଲାନ୍‌ସ

ଭୁବନେଶ୍ବର: ରାଜ୍ୟ ଜରୁରିକାଳୀନ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଆଉ ୨୩୬ଟି ୧୦୮ ଆମ୍ବୁଲାନ୍‌ସ। ଚଳିତମାସ ଶେଷ ସପ୍ତାହରେ ଏସବୁ ଆମ୍ବୁଲାନ୍‌ସକୁ ସାମିଲ କରାଯିବ। ଏହାଦ୍ବାରା ରାଜ୍ୟରେ ଦୁର୍ଘଟଣାରେ ଆହତ କିମ୍ବା ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଆମ୍ବୁଲାନ୍‌ସର ତ୍ବରିତ ସେବା…
ଅଧିକ ଖବର ଦେଖନ୍ତୁ...

ରେଙ୍ଗାଲି ବିଧାନସଭା: ଏଥର କାହା ପାଳି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର‌ ରେଂଗାଲିବାସୀ ସବୁବେଳେ କ୍ଷମତାସୀନ ଦଳ ବିରୋଧରେ ଭୋଟ ଦେବାର ନଜିର ରହିଛି। କୌଣସି ଦଳ ରେଂଗାଲି ବିଧାନସଭା କ୍ଷେତ୍ରରୁ କ୍ରମାଗତ ଜିତ୍ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିନାହିଁ। କେବଳ ବିଧାନସଭା ନୁହେଁ, ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

୨୦ରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଗସ୍ତକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ବ, ଉତ୍ସବସ୍ଥଳରେ ନିରବଚ୍ଛିନ୍ନ…

ଭୁବନେଶ୍ବର: ଚଳିତମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ୨୬ରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଏହି ୫ ଦିନର ଗସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ଷ୍ଟାଫ ସିଲେକ୍ସନ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ୧୦ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ

କଟକ: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ଦ୍ବାରା ପରିଚାଳିତ ଜୁନିୟର ଇଂଜିନିୟର (ସିଭିଲ) ମୁଖ୍ୟ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ହୋଇଥିବା ୧୯ଜଣ ଅଭିଯୁକ୍ତଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଏମ.ଏସ.ସାହୁଙ୍କୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ ଗଠନ ସମସ୍ତଙ୍କ ସଂକଳ୍ପ ହେଉ: ରାଜ୍ୟପାଳ

କେନ୍ଦୁଝର: ବିକଶିତ ଭାରତ ଗଠନ ସମସ୍ତଙ୍କ ସଂକଳ୍ପ ହେବା ଆବଶ୍ୟକ। ଜନକଲ୍ୟାଣ ପାଇଁ ହୋଇଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସହ ଜନଜାତିଙ୍କ ଆସ୍ଥାଭାଜନ ହେବାକୁ ସରକାରୀ କର୍ମଚାରୀମାନେ ଅଙ୍ଗୀକାରବଦ୍ଧ ହେବାକୁ ରାଜ୍ୟପାଳ ରଘୁବର ଦାସ ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟପାଳ…
ଅଧିକ ଖବର ଦେଖନ୍ତୁ...