ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ହାଇକୋର୍ଟରେ ସ୍ବାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ କର୍କଟ କେନ୍ଦ୍ରର…

କଟକ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ସଂପର୍କିତ ଅଦାଲତ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକତାର ମୌଳିକ ନୀତି ହେଉଛି ଜନସାଧାରଣଙ୍କ ପାଖରେ ସତ୍ୟ ସମ୍ବାଦ ପହଂଚାଇବା: ଉପଜିଲ୍ଲାପାଳ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଆବାହକତ୍ବରେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବାମନଘାଟୀ ଉପଖଣ୍ଡର ବିଭିନ୍ନ ଗଣ ମାଧ୍ୟମର…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡ: ୧୧ ଛେଳି ଜଳିଗଲେ

ପାଣିକୋଇଲି: ବ୍ୟାସନଗର ତହସିଲ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ତ ଘଟି ୪ ବଖରା ଘର ସମେତ ବହୁ ଆସବାବପତ୍ର ଜଳିଯାଇଛି। ଏଥିରେ ଗୋଟିଏ ଗାଈ, ୧୧ଟି ଛେଳି ଓ ୭ଟି କୁକୁଡ଼ା ଜୀବନ୍ଦ ଦଗ୍ଧ ହୋଇଛନ୍ତି। ପ୍ରକାଶ ଯେ ଗୋବିନ୍ଦପୁର…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଉପରେ ରିଲ୍ସ ! ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ସମ୍ବଲପୁର: ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ରିଲ୍ସ କହିଲେ ପ୍ରାୟ ସମସ୍ତେ ଜାଣିଥିଲେ। କେବଳ ଜାଣି ନଥିବେ ଅଧିକାଂଶ ରିଲ୍ସ ନିଜେ ମଧ୍ୟ କରୁଥିବେ। ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌, ଆଉ ସୋସିଆଲ୍‌ ମିଡିଆ। ଏସବୁ ଭିତରେ ରିଲ୍ସ ପାଇଁ ଅନେକ ପାଗଳାମି କରୁଥିବା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ହିଟ୍‌ ଆଣ୍ଡ ରନ୍‌: ଲୋକଙ୍କ ଉପରେ ମାଡ଼ିଗଲା କାର୍, ଜଣେ ମୃତ

ସମ୍ବଲପୁର: ସମୟ ଶୁକ୍ରବାର ରାତି ୯ଟା। ଏକ କାର୍‌ ଦ୍ରୁତଗତିରେ ଆସି ପଛପଟୁ ଧକ୍କା ଦେଇ ଚାଲିଲା। ଏକାଧିକ ଲୋକଙ୍କୁ ଧକ୍କା ଦେଇ କାର୍‌ଟି ଘଟଣାସ୍ଥଳରୁ ଫେରାର୍‌ ହୋଇଗଲା। ଏତିକି ସମୟ ମଧ୍ୟରେ ଚାଲିଗଲା ଜଣଙ୍କ ଜୀବନ। ଧକ୍କା ଏତେ ଜୋର୍‌ରେ ଥିଲା ଯେ, କାର୍‌ର ବନେଟ୍‌, ଲାଇଟ୍‌ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ମା’ଙ୍କର ଜଗଦ୍ଧାତ୍ରୀ ବେଶ: ପଞ୍ଚମ ଦିନରେ ପୂଜା ପାଇଲେ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଶ୍ଵମାତା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିବସରେ ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କୋହଲା ପାଗ ସେତ୍ତ୍ଵ ମା’ଙ୍କ ପୀଠରେ ଭକ୍ତମାନଙ୍କର ଭିଡ଼ ଲାଗିଥିଲା। ଭକ୍ତମାନେ ଧାଡ଼ି ବାନ୍ଧି ଧୂପ, ଦୀପ, ନୈବେଦ୍ୟ ଅର୍ପଣ…
ଅଧିକ ଖବର ଦେଖନ୍ତୁ...

ଖେଳପଡ଼ିଆ ଜମିରେ ସରକାରୀ ବାସଗୃହ ନିର୍ମାଣ ନକରିବାକୁ ଭୁବନେଶ୍ବର ସାଂସଦଙ୍କ ଚିଠି

ଖୋର୍ଦ୍ଧା: ଖେଳପଡ଼ିଆ ଜମିରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସରକାରୀ ବାସଗୃହ ନିର୍ମାଣ କରିବାକୁ ଯୋଜନା କରାଯାଉଛି। ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଭବିଷ୍ୟତ କ୍ରୀଡ଼ାର ବିକାଶ ପାଇଁ ଖେଳପଡ଼ିଆରେ କୌଣସି ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ମାମଲା: ଆଭାସିରେ ସାକ୍ଷ୍ୟଦେଲେ ବ୍ୟବଚ୍ଛେଦ କରିଥିବା ୨ ଡାକ୍ତର

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ଗୁରୁବାର ଶୁଣାଣି ଥିଲା। କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ବରରେ ନବ ଦାସଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡା. ପି. କେ. ସାମନ୍ତରାୟ ଓ ଡା. ଲକ୍ଷ୍ମୀକାନ୍ତ ବେ‌ହେରାଙ୍କର ଆଭାସିରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ପୂରା ହେବ ସ୍ବପ୍ନ: ଟାଟାନଗରଠାରୁ ବାଦାମପାହାଡ଼କୁ ଗଡ଼ିବ ସନ୍ଧ୍ୟାକାଳୀନ ଦୈନିକ ଟ୍ରେନ୍

ରାଇରଙ୍ଗପୁର: ଝାଡ଼ଖଣ୍ଡର ଟାଟାନଗରରୁ ମୟୂରଭଂଜ ଜିଲ୍ଲା ବାଦାମପହାଡ଼କୁ ସନ୍ଧ୍ୟା ୬ ଟାରେ ଟ୍ରେନ୍‌ ଯିବାକୁ ଦୀର୍ଘଦିନ ଧରି ଦାବି କରାଯାଇଥିଲା। ବହୁ ବର୍ଷ ପରେ ରେଳ ପ୍ରଶାସନ ତରଫରୁ ଏହି ଦାବିକୁ ଗ୍ରହଣ କରିଯାଇଛି। ରେଳବାଇ ସନ୍ଧ୍ୟା ସମୟ ୬ଟାରେ ଟ୍ରେନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛି।…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଉପରେ ମାଡ଼ିଗଲା ଅଜଣା ଟ୍ରକ୍‌, ଦୁଇ ନାବାଳକ ଆରୋହୀ ମୃତ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ  ଭଦ୍ରାସାହି(ଟଣ୍ଟ)ନିକଟରେ ଏକ ଅଜଣା ଟ୍ରକ୍‌ ଏକ ବାଇକ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ଥିବା ଦୁଇଜଣ ନାବାଳକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ମୃତକମାନେ ହେଲେ ଦୀପକ ପାତ୍ର(୧୭ବର୍ଷ) ଓ ସବନ ଚୌଧୁରୀ(୧୫ବର୍ଷ)।…
ଅଧିକ ଖବର ଦେଖନ୍ତୁ...