ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଟୋକେଇରେ ବୁହାହେଲେ ପ୍ରସୂତି

ବୈପାରିଗୁଡା : ଫେଲ ମାରିଲା ସରକାରୀ ଆମ୍ବୁଲାନ୍‌ସ ଯୋଜନା। ମିଳିଲାନି ଆବଶ୍ୟକ ସହାୟତା। ବାଉଁଶ ଟୋକେଇରେ ବୁହା ହୋଇ ୧୦କିମି ଦୂର ହସ୍ପିଟାଲକୁ ଆସିଲେ। ପୁଣି ଘରକୁ ବି ପ୍ରାୟ ଅଧା ରାସ୍ତା ଟୋକେଇରେ ବସି ଗଲେ ପ୍ରସୂତି। ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

୨୦୧୮ରେ କାର୍ଯ୍ୟକ୍ଷମ ହେବ ୧୧ଟି ଶୀତଳ ଭଣ୍ଡାର

ଭୁବନେଶ୍ୱର : ବର୍ତମାନ ରାଜ୍ୟରେ ୪୨ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଛି। ଆହୁରି ୧୧ଟି ଶୀତଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ୨୦୧୮ ମାର୍ଚ ମାସ ସୁଦ୍ଧା ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି। ଆଜି ଏ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନରୁ ଓହରିଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର : ଦୀର୍ଘ ୪୦ଦିନର ଆନ୍ଦୋଳନ ପରେ ଧାରଣାରୁ ଓହରିଛନ୍ତି ଅଙ୍ଗନବାଡ଼ି କର୍ମ। ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ଦେଇଛି। ଆସନ୍ତା ୨୩ତାରିଖରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସହିଦ ଦିବସ ପାଳିତ

କଟକ : ଚଳିତ ବର୍ଷ ଦେଶରେ ପୁଲିସ ବିଭାଗରେ ୩୭୯ ଜଣ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୯ ଜଣ। ଏହି ବୀର ସହିଦ ମାନଙ୍କୁ ଆଜି ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ତଥା ସମ୍ମାନ ଜଣାଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବୈତରଣୀରେ ବନ୍ୟା: ବହୁ ମାଟିଘର ଭୁଶୁଡ଼ିଲା

କୋରେଇ/ରଗଡ଼ି : ଲଘୁୁଚାପଜନିତ ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଚଳିତବର୍ଷର ଦ୍ୱିତୀୟ ବନ୍ୟାଜଳ ପ୍ରବେଶ କରିଛି । ଶନିବାର ଦିନ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବନ୍ୟାଜଳ ୧୬.୧୮ରେ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍‌

ଡେରାବିଶ : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ନେଇ ଅଭିଯୋଗ ହୋଇଆସୁଛି। କେମିତି ହଡ଼ପ କରାଯାଉଛି, ତାହା ଆଜିର ଏକ ଘଟଣାରୁ ଜଣାପଡ଼ିଛି। ଆଜି ଡେରାବିଶଠାରେ ଏକ ଟ୍ରକ୍‌ରୁ ଚାଉଳ କଢ଼ା ଯାଉଥିବା ସମୟରେ ପୁଲିସ୍‌ ଚଢ଼ାଉ କରିଥିଲା। ପାଖାପାଖି ୫୦୦ ବସ୍ତା ଚାଉଳ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ନବୀନ, ଶହେ କୋଟିର ପ୍ରକଳ୍ପ ଉଦ୍‌ଘାଟନ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗୀର ଗସ୍ତରେ ଆସି ପ୍ରାୟ ଶହେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରେ ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ଘରେ ପଶିଗଲା ଟ୍ରକ୍‌: ଦୁଇ ଶିଶୁ ମୃତ, ଦୁଇ ଗୁରୁତର

ସୁକିନ୍ଦା : ସୁକିନ୍ଦା ଥାନା ଧେଉରାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବାବୁଲି ମୁଣ୍ଡାଙ୍କ ଘର ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘରେ ଥିବା ଦୁଇଜଣ ଶିଶୁଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଅବପାତ ଦୁର୍ବଳ, ବର୍ଷା ଛାଡ଼ିଲା : ଏଣିକି ଦିନରେ ଗରମ, ରାତିରେ ଶୀତ

ଭୁବନେଶ୍ୱର : ଓଡ଼ିଶାରୁ ଦୂରେଇ ଯାଇଛି ଅବପାତ, ଛାଡ଼ି ଯାଇଛି ବର୍ଷା। ବିଭିନ୍ନ ନଦୀରେ ଆସିଥିବା ବନ୍ୟା ପରିସ୍ଥିତିରେ ବି ଉନ୍ନତି ଘଟିଛି। ଆଜି କେବଳ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଭଲ ବର୍ଷା ହୋଇଥିଲେ ବି ଏହା ପରେ ଓଡ଼ିଶା ଆକାଶ ମେଘମୁକ୍ତ ହୋଇଛି। ଏଥିସହ ଆଜିଠୁ ହାଲ୍‌କା ଥଣ୍ଡା ପଶ୍ଚିମା…
ଅଧିକ ଖବର ଦେଖନ୍ତୁ...

ମା’ ଓ ଶିଶୁ ଡାକ୍ତରଖାନା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗୀର ଗସ୍ତରେ ଆସି ପ୍ରାୟ ଶହେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ଦେଇଛନ୍ତି। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରେ ଆସି ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...