ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଅପରାଧ ଜନିତ ମାମଲା ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ପୁରୀ ବନ୍ଦ

ପୁରୀ: ଅପରାଧ ଜନିତ ମାମଲା ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ପୁରୀ ବନ୍ଦ ରହିବ ବୋଲି ପୁରୀ ବାର ଆସୋସିଏସନ୍‌ ଡାକରା ଡାକରା ଦେଇଛି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶନିବାର ବାର ଆସୋସିଏସନ୍‌ର ସମ୍ପାଦକ ଜୟନାରାୟଣ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବୈଠକରେ ଆସୋସିଏସନ୍‌ର ସଭାପତି ବିଜୟ…
ଅଧିକ ଖବର ଦେଖନ୍ତୁ...

ସିବିଆଇ କୋର୍ଟରେ ସାଂସଦ ସୁଦୀପ୍ତ ବନ୍ଦୋପାଧ୍ୟାୟ ହାଜର

ଭୁବନେଶ୍ୱର: ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମାଲରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ୍ତ ବନ୍ଦୋପାଧ୍ୟାୟ ଶନିବାର ସିବିଆଇ କୋର୍ଟରେ ପାସପୋର୍ଟ ପାଇଁ ହାଜର ହୋଇିଛନ୍ତି। ସାଂସସଦ ସୁଦୀପ୍ତ ନ୍ୟୁୟର୍କ ଯିବାକୁ ପାସପୋର୍ଟ ଆବେଦନ କରିଛନ୍ତି। ସେ ଅକ୍ଟୋବର ୨୭ରୁ ନଭେମ୍ବର ୧ରେ…
ଅଧିକ ଖବର ଦେଖନ୍ତୁ...

ତଥାଗତଙ୍କ ଟ୍ଵିଟ୍‌; ଚାଷୀ ସମସ୍ୟା ନେଇ ପରୋକ୍ଷରେ ସରକାରଙ୍କୁ କଲେ ଦାୟୀ

ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ପୁଣିଥରେ ଟ୍ଵିଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେଡ଼ି ନେତା ତଥା ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡିଳୀର ସାଂସଦ ତଥାଗତ ସତପଥୀ। ବିବାଦୀୟ ଟ୍ଵିଟ୍‌ ଜରିଆରେ ସାଂସଦ ଶ୍ରୀ ସତପଥୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରି କହିଛନ୍ତି କୃଷକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗଛକାଟି ରାସ୍ତା ଅବରୋଧ କରି ବନ୍ଦ ପାଳିଲେ ମାଓବାଦୀ

ରାୟଗଡ଼ା: କୋରାପୁଟ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଓ ମହାନଦୀ ବଞ୍ଚାଅ ଦାବିରେ ଆଜି ମାଓବାଦୀମାନେ ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ଫୁଲବାଣୀ ଆଦି ୫ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି । ମାଓବାଦୀମାନେ ରୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ଗଛ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଆହୁରି ୨୪ ଘଣ୍ଟା

ଭୁବନେଶ୍ୱର : ଗତକାଲି ବଙ୍ଗୋପ ସାଗରରେ ଥିବା ବେଳେ ସ୍ପଷ୍ଟଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥିଲା। ଏହା ପାରାଦୀପ ଆଖପାଖ ଦେଇ ସ୍ଥଳଭାଗକୁ ଛୁଇଁଥିଲା। ଏହାର ପ୍ରଭାବରେ ଗତକାଲି ସକାଳୁ ରାଜ୍ୟ ସାରା ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା। ଆଜି ସନ୍ଧ୍ୟା ବେଳକୁ ଏହା ଝାଡ଼ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

୨୫ ବ୍ଲକ୍‌ର ସ୍ଥିତି ବେହାଲ

ଭୁବନେଶ୍ୱର : ଗତ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ୮ଟି ଜିଲ୍ଲାର ୨୫ଟି ବ୍ଲକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସେହି ବ୍ଲକଗୁଡ଼ିକରେ ବର୍ଷା ବିପନ୍ନମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ରିଲିଫ ଏବଂ ସରକାରୀ ସହାୟତା ଯୋଗାଇ ଦିଆଯିବ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ରିଲିଫ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବରରେ ଆସିବେ ମୋଦି! : ତାଳଚେର ସାର କାରଖାନାର ଶୁଭ ଦେବେ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦେବେ। ଯଦିଓ ତାଙ୍କର ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇନାହିଁ, ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ ବନାମ ପାଣି ରାଜନୀତି

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୋଟିଏ କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ଓ ଅନ୍ୟଟି ରାଜ୍ୟ ସରକାରଙ୍କ ପକ୍ଷରୁ। ବର୍ତ୍ତମାନ ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଉଭୟ ପ୍ରକଳ୍ପ ବହୁ ପ୍ରତୀକ୍ଷିତ। ପ୍ରକଳ୍ପରେ ସାଧାରଣ ଜନତା କେତେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ଆରମ୍ଭ

ଭୁବନେଶ୍ୱର : ରାଜଧାନୀରେ ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ ଆଜି ଠାରୁ ଆରମ୍ଭ ହୋଇଛି। ‘କଟକ-ଭୁବନେଶ୍ୱର ସହର ଗ୍ୟାସ୍‌ ବିତରଣ’ ଯୋଜନାର ପାଇଲଟ୍‌ ପ୍ରକଳ୍ପ ଭାବେ ନାଲ୍‌କୋ କଲୋନିରେ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ଥିବା ଘରଗୁଡ଼ିକ ଏଣିକି ପାଇପ୍‌ ଯୋଗେ ରୋଷେଇ ଗ୍ୟାସ୍‌ ପାଇବେ।…
ଅଧିକ ଖବର ଦେଖନ୍ତୁ...

ହଜାରେ କୋଟିର ପ୍ରକଳ୍ପ ଶିଳାନ୍ୟାସ, ଉଦ୍‌ଘାଟନ

କଟକ : ରାଜ୍ୟର ବିଭିନ୍ନ ସହର ପାଇଁ ୧୮୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହିା ସହିତ ୫୫୫ଟି ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଗୋଟିଏ ରାଜ୍ୟସ୍ତରୀୟ ଏବଂ ୫ଟି ଆଞ୍ଚଳିକ ପାନୀୟ ଜଳ ପରୀକ୍ଷାଗାରକୁ…
ଅଧିକ ଖବର ଦେଖନ୍ତୁ...