Daily Archives

December 7, 2017

ନିଠାରୀ କାଣ୍ଡ: ଅଞ୍ଜଳି ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଣ୍ଢେର-କୋଲି ଦୋଷୀ ସାବ୍ୟସ୍ତ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ସ୍ୱତନ୍ତ୍ର ଅଦାଲତ ନିଠାରୀ କାଣ୍ଡରେ ପୂର୍ବରୁ ଦୋଷୀ ମନିନ୍ଦର ସିଂହ ପଣ୍ଢେର ଓ ସୁରେନ୍ଦ୍ର କୋଲିକୁ ୨୫ ବର୍ଷୀୟ ଅଞ୍ଜଳିଙ୍କୁ ଦୁଷ୍କର୍ମ ଓ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଞ୍ଜଳିଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ…
ଅଧିକ ଖବର ଦେଖନ୍ତୁ...

ସୁନାରିଆ ଜେଲରେ ବନ୍ଦୀ ଥିବା ରାମ ରହିମଙ୍କୁ ଜେରା: ଏସ୍‌ଆଇଟି ପଚାରିଲା ୨୭୫ଟି ପ୍ରଶ୍ନ

ଚଣ୍ଡୀଗଡ଼: ହରିୟାଣା ପୁଲିସର ଏକ ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସ୍‌ଆଇଟି) ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଲା ଓ ସିର୍‌ସାରେ ହୋଇଥିବା ହିଂସା ସମ୍ପର୍କରେ ରୋହତକର ସୁନାରିଆ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ଜେରା କରିଛି। ଅଗଷ୍ଟ ୨୫ ତାରିଖରେ ହୋଇଥିବା ହିଂସାରେ…
ଅଧିକ ଖବର ଦେଖନ୍ତୁ...

ମଣିଶଙ୍କରଙ୍କ ବିବାଦୀୟ ମନ୍ତବ୍ୟ: ଲାଇଭ୍‌ ସୋ’ରେ କାନ୍ଦିଲେ ବିଜେପି ମୁଖପାତ୍ର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛୋଟ ଲୋକ ବା ନିଚ୍‌ ଆଦମୀ କହିବା ପରେ ଲାଇଭ୍‌ ସୋ’ରେ କ୍ୟାମେରା ଆଗରେ ଗୁରୁବାର ଲୁହ ଗଡ଼ାଇଛନ୍ତି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଜିଭିଏଲ ନରସିଂହ ରାଓ। ଶ୍ରୀ ରାଓ ଏମିତି ଭାବୁକ ହୋଇଥିଲେ ଯେ,…
ଅଧିକ ଖବର ଦେଖନ୍ତୁ...

ଭାରତର ପକ୍ଷ ନେଇ ପାକ୍‌ ଓ ଚୀନ୍‌କୁ ଜବରଦସ୍ତ ଝଟ୍‌କା ଦେଲା ଋଷିଆ

ମସ୍କୋ: ନ୍ୟୁକ୍ଲିୟର୍‌ ସପ୍ଲାଏ ଗ୍ରୁପ୍‌(ଏନଏସ୍‌ଜି) ସ୍ଥାୟୀ ସଦସ୍ୟତା ପାଇଁ ଦୀର୍ଘ ଦିନ ଧରି ଭାରତ କରୁଥିବା ଦାବିକୁ ଆଜି ପ୍ରଥମ ଥର ପାଇଁ ଋଷିଆ ଖୋଲାଖୋଲି ସମର୍ଥନ ଦେଇଛି। ଋଷିଆର ଏ ପ୍ରକାର ଆଚରଣ ପୁଣିଥରେ ଉଭୟ ଦେଶ ମଧ୍ୟରେ ପୂର୍ବରୁ ରହି ଆସିଥିବା ବନ୍ଧୁତ୍ୱର ଡୋରିକୁ ଦୃଢ଼ କରିଥିବା…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଆସିବ ଓପ୍ପୋ ଏଫ୍‌-୫ ୟୁଥ୍‌

ନୂଆଦିଲ୍ଲୀ-ଚୀନା ସ୍ମାର୍ଟଫୋନ କମ୍ପାନି ଓପ୍ପୋ ପକ୍ଷରୁ ଆସନ୍ତା କାଲି ଅର୍ଥାତ୍‌ ୮ ତାରିଖରେ ଭାରତୀୟ ବଜାରରେ ଏଫ-୫ ୟୁଥ୍‌ ସ୍ମାର୍ଟଫୋନ ଲଞ୍ଚ୍‌ କରାଯିବ । ଗତ ମାସରେ ଏହା ଫିଲିପାଇନ୍ସରେ ଲଞ୍ଚ୍‌ ହୋଇଥିଲା । ଏହାର ମୂଲ୍ୟ ରହିଛି ୧୬,୯୯୦ ଟଙ୍କା । ଏହାର ରହିଛି ଏକ ବଡ଼ ୧୮:୯ ଆସପେକ୍ଟ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଗଳାରେ ପଶିଗଲା ୫ଫୁଟର ଲୁହାଛଡ଼, ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ବଞ୍ଚିଲା ଜୀବନ

ପାଟନା: କଥାରେ ଅଛି ଦଇବ ଯାହାକୁ ସାହା, ତାକୁ କୌଣସି ବିପଦ ଛୁଇଁପାରେ ନାହିଁ । ଏହି ଉକ୍ତି କହିବାର କାରଣ ହେଉଛି ଜଣେ ମହିଳାଙ୍କ ଗଳାରେ ୫ଫୁଟର ଏକ ଲୁହାଛଡ଼ ପଶି ଯାଇଥିବା ପରେ ବି ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ପାଟନାର ଏକ ଘରୋଇ ହସ୍‌ପିଟାଲ ଉଦ୍ୟନରେ…
ଅଧିକ ଖବର ଦେଖନ୍ତୁ...

ଏନ୍‌ସିଆର୍‌ବି ରିପୋର୍ଟ : ଆସିବାର ୫୩ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ଥିଲା ଜାଲ୍‌ ୨୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ବିମୁଦ୍ରାୟନ ଘୋଷଣା କଲେ, ସେତେବେଳେ ସେ କହିଥିଲେ ଯେ ଦେଶ ମଧ୍ୟକୁ ବିପୁଳ ମାତ୍ରାରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟର ଜାଲି ନୋଟ୍‌ ପଶି ଆସିଛି। ତେଣୁ, ସେ ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରି ନୂତନ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧିଙ୍କ ନାପସନ୍ଦ ପରେ କ୍ଷମା ମାଗିଲେ ଆୟାର

ନୂଆଦିଲ୍ଲୀ: ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛୋଟ ଲୋକ ବା ନିଚ୍‌ ଆଦମୀ ବୋଲି କହିବା ଘଟଣାପରେ କଂଗ୍ରେସ ଦଳ ଅଡୁଆରେ ପଡିଯାଇଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଉଭୟ କଂଗ୍ରେସ ଦଳ ଓ ଏହାର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଣିଶଙ୍କରଙ୍କ ବୟାନଠାରୁ ନିଜକୁ ଦୂରେଇ…
ଅଧିକ ଖବର ଦେଖନ୍ତୁ...

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ: ୨ୟ ସ୍ଥାନରେ ପହଞ୍ଚିଲେ ବିରାଟ କୋହଲି  

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ମ୍ୟାଚରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ତରଫରୁ ଗୁରୁବାର ଜାରି ହୋଇଥିବା ତାଜା ଟେଷ୍ଟ  ବ୍ୟାଟିଂ ର‍୍ୟାଙ୍କିଙ୍ଗରେ କୋହଲି ୩ଟି ସ୍ଥାନକୁ ଉନ୍ନୀତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ହେଲା ସୈଫ ଅଲ୍ଲୀ ଖାନ୍‌ଙ୍କ ‘କାଲାକାଣ୍ଡି’ର ଟ୍ରେଲର

ନୂଆଦିଲ୍ଲୀ: ବି-ଟାଉନର ଛୋଟେନଓ୍ଵାବ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'କାଲାକାଣ୍ଡି'ର ଟ୍ରେଲର ରିଲିଜ ହୋଇଛି। କିଛି ଦିନ ପୂର୍ବରୁ ଏହାର ପ୍ରଥମ ପୋଷ୍ଟର ଏବଂ ଟିଜର ରିଲିଜ ହୋଇଥିଲା । ଟ୍ରେଲରରେ ସୈଫ୍‌ କମେଡ଼ି ଚରିତ୍ରରେ ନଜର ଆସିଛନ୍ତି । ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...