Daily Archives

January 5, 2018

ଭାରତ ବିଶ୍ୱର ପ୍ରମୁଖ ଶକ୍ତି ହେବାକୁ ଯାଉଛି : ପୂର୍ବତନ ଆମେରିକୀୟ କୂଟନିତିଜ୍ଞ

ନୂଆଦିଲ୍ଲୀ: ଜଣେ ପୂର୍ବତନ ଆମେରିକୀୟ କୂଟନିତିଜ୍ଞ ଏପରି ଏକ କଥା କହିଛନ୍ତି ଯାହା ପାକିସ୍ତାନକୁ ଚିଡ଼େଇବା ପାଇଁ ଯଥେଷ୍ଟ । କାରଣ ଭାରତକୁ ପ୍ରସଂଶା କଲେ ପାକିସ୍ତାନକୁ ଭଲଲାଗେ ନାହିଁ । ପାକିସ୍ତାନକୁ ଆମେରିକା ନିନ୍ଦା କଲେ ବା ଧମକ ଦେଲେ ତାହା ପଛରେ ମୋଦିଙ୍କ ହାତ ରହିଛି ବୋଲି ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ୬୫ ଲିଟର ଦେଶୀ ମଦ ଓ ୫.୫କିଲୋ ଗଞ୍ଜେଇ ଜବତ, ୪ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଅବକାରୀ ବିଭାଗ ଶୁକ୍ରବାର ମଦ ଓ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଅବକାରୀ ସାଧବ ପ୍ରଧାନଙ୍କ ନେତୃତ୍ୱରେ ନୀଳଗିରି ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘାଟଘର ସାହି ଗ୍ରାମର ସୁନାନାଥ (୩୦)ଙ୍କ ଠାରୁ ୪୦ ଲିଟର, ନୂଆସାହି…
ଅଧିକ ଖବର ଦେଖନ୍ତୁ...

ନିଜ ସହର ଉପରେ ପଡିଲା ଉତ୍ତରକୋରିଆର ଦିଗଭ୍ରଷ୍ଟ କ୍ଷେପଣାସ୍ତ୍ର

ଲଣ୍ଡନ: ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷା କରି ସାରା ବିଶ୍ୱ ବିଶେଷକରି ଆମେରିକାକୁ ଧମକାଉଥିବା ଉତ୍ତରକୋରିଆ ନିଜର କ୍ଷେପଣାସ୍ତ୍ର ଟେକନଲୋଜୀକୁ ନେଇ ଅନେକ ବଡ଼ ବଡ଼ କଥା କହୁଛି । ତା କ୍ଷେପଣାସ୍ତ୍ର ରେଞ୍ଜରେ ସମଗ୍ର ଆମେରିକା ଆସୁଥିବା କଥା କହୁଛି । କିନ୍ତୁ ମିସାଇଲ ଟେକନଲୋଜୀରେ ଯେ ଏହି…
ଅଧିକ ଖବର ଦେଖନ୍ତୁ...

ହସ୍‌ପିଟାଲକୁ ଭଙ୍ଗା ହାତର ଅସ୍ତ୍ରୋପଚାର ପାଇଁ ଯାଇଥିବା ବାଳକ ମୃତାବସ୍ଥାରେ ଘରକୁ ଫେରିଲା

କଲିକତା: କଲିକତା ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ପିତା ପୁତ୍ରର ଭଙ୍ଗା ହାତର ଅସ୍ତ୍ରୋପଚାର ପାଇଁ ହସ୍‌ପିଟାଲ ନେଇ ଯାଇଥିଲେ, କିନ୍ତୁ ଘରକୁ ପୁଅର ମୃତଦେହକୁ ନେଇ ଫେରିବାର ଘଟଣା ସମଗ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ନାବାଳକ ପରିବାରରେ ଶୋକକୁଳ…
ଅଧିକ ଖବର ଦେଖନ୍ତୁ...

କେପ୍‌ଟାଉନ୍‌ ଟେଷ୍ଟ: ୨୮୬ ରନ୍‌ରେ ଦକ୍ଷିଣ ଆଫ୍ରିକା ଆଉଟ୍‌, ଭୁବନେଶ୍ୱର ନେଲେ ୪ ଓ୍ଵିକେଟ

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୨୮୬ ରନ୍‌ ସଂଗ୍ରହ କରିଛି। ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶୁକ୍ରବାର କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ବସ-ଟ୍ରକ ମଧ୍ୟରେ ଧକ୍କା, ଡ୍ରାଇଭର ଓ ୫ ଶିଶୁଙ୍କ ମୃତ୍ୟୁ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପବ୍ଲିକ ସ୍କୁଲର ୫ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ହୋଇଛି। ବସ୍‌ର ଚାଳକ ମଧ୍ୟ ମୃତ୍ୟୁର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣା ସ୍କୁଲ ବସ୍‌ ଓ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ମଧ୍ୟରେ ହୋଇଥିଲା। କନାଡିଆ…
ଅଧିକ ଖବର ଦେଖନ୍ତୁ...

ସାହସ ଦେଖାଇଲେ ମହିଳା, ମାଓବାଦୀଙ୍କୁ ଖାତିର ନକରି ଚଳାଇ ଚାଲିଲେ ଅଟୋ-ରିକ୍ସା

ଦନ୍ତେଓ୍ଵାଡ଼ା: ଛତିଶଗଡ଼ର ଦନ୍ତେଓ୍ଵାଡ଼ା ପରି ଏକ ମାଓପ୍ରବଣ ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଚାଳିତ ଅଟୋ ସେବା ଏବେ ଚର୍ଚ୍ଚା ପାଲଟିଛି। ଅକ୍ଟୋବର ମାସରେ ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପ୍ରଥମ କରି ଇଲେକ୍‌ଟ୍ରିକ୍‌ ଅଟୋ ରିକ୍ସା ସେବା ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳୁ ଦନ୍ତେଓ୍ଵାଡ଼ା ସହର ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...