Daily Archives

January 7, 2018

ଉତ୍ତର ଭାରତରେ ଶୀତ: ଲେହ ତାପମାତ୍ରା ବିଯୁକ୍ତ ୧୭ ଡିଗ୍ରି

ନୂଆଦିଲ୍ଲୀ/ଶ୍ରୀନଗର: ସମଗ୍ର ଉତ୍ତର ଭାରତରେ ଏବେ ଶୀତ ଲହରୀର ପ୍ରକୋପ ବଢ଼ି ଚାଲିଛି। ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବରଫପାତ ଜାରି ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ବିଗତ ୨ ଦିନ ଭିତରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛିି । ପ୍ରବଳ ବରଫପାତ ଯୋଗୁଁ ଲଦାଖ ଅଂଚଳ ବାହ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେପୁରରେ ଗୁଳିମାଡ

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁରର ପଡାଛକରେ ଥିବା ମନୋରଞ୍ଜନ ମେହେରଙ୍କ ଘରକୁ ଗୁଳି ମାଡ ହୋଇଛି । ସୂଚନା ଅନୁଯାୟୀ ମେହେରଙ୍କ ଘରକୁ ତିନି ରାଉଣ୍ଡରୁ ଅଧିକ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଜେପୁର ଇଲେକସନ୍‌…
ଅଧିକ ଖବର ଦେଖନ୍ତୁ...

କେପ୍‌ଟାଉନ୍‌ ଟେଷ୍ଟ: ବର୍ଷା ଧୋଇ ନେଲା ୩ୟ ଦିନର ଖେଳ, ଆଫ୍ରିକା ୨/୬୫

କେପ୍‌ଟାଉନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କୋପ୍‌ଟାଉନ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନର ଖେଳକୁ ବର୍ଷା ଧୋଇ ନେଇଛି। ୨ୟ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସ୍ଥିତି ଭଲ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା(୯୩) ଓ ଭୁବନେଶ୍ୱର କୁମାର(୨୪)ଙ୍କ ୮ମ ଓ୍ଵିକେଟରେ ୯୯ ରନ୍‌…
ଅଧିକ ଖବର ଦେଖନ୍ତୁ...

ଲାଲୁଙ୍କୁ ଜେଲ୍‌ ଦଣ୍ଡ ଶୁଣି ବଡ଼ ଭଉଣୀଙ୍କ ମୃତ୍ୟୁ!

ପାଟନା:ଲାଲୁ ଯାଦବଙ୍କ ଜେଲ ଦଣ୍ଡାଦେଶ ଶୁଣି ତାଙ୍କ ବଡ଼ ଭଉଣୀ ଗଙ୍ଗେତ୍ରୀ ଦେବୀଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଶନିବାର ଲାଲୁଙ୍କ ଗୋ-ଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣୀ ହେବାକୁ ଥିବା ବେଳେ ତାଙ୍କ ବଡ଼ ଭଉଣୀ ଗଙ୍ଗୋତ୍ରୀ ଭାଇ ଲାଲୁଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରେଳବାଇର ଯୋଜନା: ୮,୫୦୦ ଷ୍ଟେସନ୍‌ରେ ହେବ ଓ୍ଵାଇ-ଫାଇ ସୁବିଧା

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳକୁ ଯୋଡ଼ିବା ପାଇଁ ଭାରତୀୟ ରେଳବାଇ ଯୋଜନା ପ୍ରସ୍ତୁତ କରିଛି। ରେଳାବାଇର ଯୋଜନା ଅନୁସାରେ, ପାଖାପାଖି ୮,୫୦୦ ରେଳ ଷ୍ଟେସନ୍‌ରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ ହେବ। ଏହି ଓ୍ଵାଇ-ଫାଇ ସୁବିଧା ପାଇଁ ୭୦୦ କୋଟି ଟଙ୍କା ବିନିମୟ ହେବ ବୋଲି ଆକଳନ…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆ ପରିବାରର ଦୁଃଖ: ଦାଦନ ନେଲା ୨ପୁଅର ଜୀବନ

ସୁନ୍ଦରଗଡ଼: ଭିଟାମାଟିରେ କାମ ନମିଳିବାରୁ ପେଟ ପାଳିବା ପାଇଁ କର୍ଣ୍ଣାଟକର ମେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ୨ ଭାଇ ସମୁଦ୍ରରେ ବୁଡ଼ି ମରି ଯାଇଛନ୍ତି। ଗତ ଜାନୁଆରି ୩ରେ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ଗତ ଅଗଷ୍ଟ ୨୫ରେ ଦ୍ୱିତୀୟ ପୁତ୍ର ରାଜୁ ରଣାର ଜୀବନ ଯାଇଥିଲା। ରୋଜଗାରିଆ ପୁଅ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇବ ପ୍ରିୟଙ୍କା ଚୋପ୍ରାଙ୍କ ଜୀବନୀ

ବର୍ତ୍ତମାନ ହଲିଉଡ୍‌ରେ ବିଜୟଯାତ୍ରା ଜାରି ରଖିଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଜୀବନୀ ଚଳିତ ବର୍ଷ ପ୍ରକାଶିତ ହେବ ବୋଲି ଖବର ମିଳିଛି। ଶଶି କପୁର୍‌ଙ୍କ ଜୀବନୀ ‘ଶଶି କପୁର୍‌: ଦି ହାଉସ୍‌ହୋଲ୍‌ଡର୍‌, ଦି ଷ୍ଟାର୍‌’ର ଲେଖକ ସାଂବାଦିକ ଅସୀମ ଛାବ୍ରା ଏହାକୁ ଲେଖୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ରବିବାର ସ୍ଲୁମ୍ବି, କୁଲିକୁଡ଼ା ଓ ବାଲିଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ ବିଜୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିିତିରେ ୬୦ ଜଣ ସିଆରପିଏଫ୍‌ ଯବାନ ଓ…
ଅଧିକ ଖବର ଦେଖନ୍ତୁ...