Daily Archives

February 9, 2018

କାହିଁକି ବିଫଳ ହୋଇଥିଲା ଇସ୍ରୋର ପିଏସଏଲଭି ସି-୩୯, ଜାଣନ୍ତୁ

ବାଙ୍ଗାଲୋର: ଗତ ବର୍ଷ ଅଗଷ୍ଟ ୩୧ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ପିଏସଏଲଭି ସି-୩୯ ବିଫଳ ହୋଇଥିଲା । ଏହି ବିଫଳତାରୁ ଶିକ୍ଷା ନେଇ ଇସ୍ରୋ ଗତ ଜାନୁୟାରୀ ୧୨ ତାରିଖରେ ପିଏସଏଲଭି ସି-୪୦ର ସଫଳ ଉତକ୍ଷେପଣ କରିଥିଲା । ପୂର୍ବ ବିଫଳତାର…
ଅଧିକ ଖବର ଦେଖନ୍ତୁ...

ସୋଲଙ୍ଗ ଭ୍ୟାଲିରେ ଓଡ଼ିଶା ଦୁଃସାହସିକ ଦଳ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଦୁଃସାହସିକ ଅନୁଷ୍ଠାନ ‘ଆସା’ ପକ୍ଷରୁ ଏକ ୧୧ ଜଣିଆ ଓଡ଼ିଶା ଦଳ ପଞ୍ଜାବର ଚଣ୍ଡୀଗଡ଼ରେ ଚାଲିଥିବା ଜାତୀୟ ଦୁଃସାହସିକ ମହୋତ୍ସବରେ ଭାଗ ନେଇଛନ୍ତି। ଏହି ଅବସରରେ ସେମାନେ ହିମାଚଳ ପ୍ରଦେଶର ମନାଲିଠାରୁ କିଛି ଦୂର ସୋଲଙ୍ଗ ଭ୍ୟାଲିର ୧୨,୦୦୦ ଫୁଟ ଉଚ୍ଚତା ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ଇନଫିନିକ୍ସର ହଟ୍‌ ଏସ୍‌-୩ ସ୍ମାର୍ଟଫୋନ୍‌ , ସେଲଫି ପାଇଁ ସର୍ବୋତ୍ତମ

ନୂଆଦିଲ୍ଲୀ : ଟ୍ରାନ୍ସିସନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସର ହଟ୍‌ ଏସ୍‌-୩ ସେଲଫି ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ୨୦ ଏମ୍‌ପି ଲୋ-ଲାଇଟ୍‌ ସେଲଫି କ୍ୟାମେରା ସହିତ ଡୁଆଲ୍‌ ସଫ୍ଟ ଫ୍ଲାଶ୍‌ ଲାଇଟ୍‌ ରହିଛି। ଏହା  ଫେବୃୟାରୀ ୧୨ ତାରିଖ…
ଅଧିକ ଖବର ଦେଖନ୍ତୁ...

ସହପାଠୀମାନଙ୍କ  ଥଟ୍ଟା ସହି ନ ପାରି ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତିରୁଚିରାପ୍ପଲୀ: ସାଙ୍ଗସାଥୀମାନଙ୍କର ଇଙ୍ଗିତକୁ ସହି ନ ପାରି ଆତ୍ମହତ୍ୟାକୁ ସହଜ ବାଟ ଭାବି ଆପଣେଇ ନେଇଛନ୍ତି ଦଶମ ଶ୍ରେଣୀ ଛାତ୍ର । ୪ ଜଣ ସହପାଠୀଙ୍କ ଥଟ୍ଟା ତାମସା ଅସହ୍ୟହେବାରୁ ସେ ଏପରି ପଦକ୍ଷପ ନେଇଥିବା ଜଣା ପଡ଼ିଛି । ସାଙ୍ଗମାନେ ତୋର ଚାଲିଚଳନ ଝିଅମାନଙ୍କ ଭଳି କହି ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନ ହାସଲ କଲେ ପିଏଚ୍‌ଡି ଡିଗ୍ରି, ବନ୍ଧୁମାନଙ୍କୁ ଦେଲେ ଶ୍ରେୟ

ଭିକ୍ଟୋରିଆ: କାନ୍ନାଡାର ଜଣେ ଦୃଷ୍ଟିହୀନ ବ୍ୟକ୍ତି କାନ୍ନାଡା ଭାଷାରେ ପିଏଚ୍‌ଡି ଡିଗ୍ରି ହାସଲ କରିବା ପରେ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହି ନିଆରା ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ନାଗ ସେଟ୍ଟୀ(୩୭)। ବାଙ୍ଗାଲୋର ୟୁନିଭରସିଟି ଆୟୋଜିତ ହୋଇଥିବ ୫୩ତମ ସମାରୋହ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ଯାମିନୀ ହେଲେ ନୂତନ ଜିଲ୍ଲାପାଳ, ଜୟନାରାୟଣ ଏସ୍‌ପି

ଭୁବନେଶ୍ୱର/ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ଛକା ପଞ୍ଝା ଚାଲିଥିବା ବେଳେ ଶୁକ୍ରବାର ନୂତନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିଯୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଯାମିନୀ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅମିତାଭ ଦୁନିଆର ପ୍ରଥମ ପିତା ଯିଏକି  ନିଜ ପୁଅକୁ ବୃଦ୍ଧାଶ୍ରମ ପଠାଉଛନ୍ତି

ମୁମ୍ବାଇ :ବଲିଉଡର କଳାକାର ଅମିତାଭ ବଚ୍ଚନ ଏବଂ ଋଷି କପୁର ପ୍ରାୟ ୨୭ ବର୍ଷ ପରେ '୧୦୨ ନଟ ଆଉଟ' ଚଳଚ୍ଚିତ୍ର ଜରିଆରେ ବଡ଼ ପରଦାରେ ନଜର ଆସିବା ପାଇଁ ଯାଉଛନ୍ତି । ଆଜି ଚଳଚ୍ଚିତ୍ରର ପ୍ରଥମ ଟିଜର ରିଲିଜ ହୋଇଥିବା ବେଳେ ଏଥିରେ ଦୁହେଁ ବୁଢ଼ା ହୋଇଯାଇଥିବା ବାପ-ପୁଅଙ୍କର ଚରିତ୍ରରେ ଦେଖାଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...