Daily Archives

March 9, 2018

ଜାତିସଂଘରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଜାତିସଂଘରେ ଆଜି ପୁଣିଥରେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଭାରତ କଡ଼ା ଭାଷାରେ ସମାଲୋଚନା କରିଛି। ପୂର୍ବରୁ ପାକିସ୍ତାନକୁ ଟେରରିସ୍ତାନ, ଆତଙ୍କବାଦୀଙ୍କ ଭୂସ୍ୱର୍ଗ ବୋଲି କହିଥିବା ଭାରତ ଆଜି ପାକିସ୍ତାନକୁ ସ୍ୱତନ୍ତ୍ର ଆତଙ୍କବାଦୀ ଇଲାକା(ସ୍ପେସାଲ ଟେରରିଷ୍ଟ୍‍ ଜୋନ୍‌) କହି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଘଟଣା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ କନ୍ତିଆ ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁନି ଭୋଳକୁ ଆଜି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପ୍ରଜ୍ଞା ପାଣିଗ୍ରାହୀ ଏହି ଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଯୁବତୀ ଚାଲାଣ ଅଭିଯୋଗ : ପଟ୍ଟାମୁଣ୍ଡାଇରୁ ଯୁବକଙ୍କୁ ଉଠାଇନେଲା ରାଉରକେଲା ପୁଲିସ୍‌

କେନ୍ଦ୍ରାପଡ଼ା : ସାଉଦିଆରବକୁୁ ଯୁବତୀ ଚାଲାଣ ଅଭିଯୋଗରେ ଆଜି ରାଉରକେଲାର ରଘୁନାଥପାଲୀ ପୁଲିସ୍‌ ପଟ୍ଟାମୁଣ୍ଡାଇ ନିକଟ ପୋଖରିଆପଡ଼ାର ସ୍ୱଗତ ବିଜୟ ମଲ୍ଲିକଙ୍କ ପୁଅ ବିଶ୍ୱଜିତ ମଲ୍ଲିକ(୩୦)କୁ ଗିରଫ କରି ନେଇଛି। ବିଶ୍ୱଜିତ ଗତ କିଛି ବର୍ଷ ହେଲା ସାଉଦିଆରବକୁ ଓଡ଼ିଶାରୁ ଝିଅ ଚାଲାଣ କରିବା…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏକ୍ସ ମିଡିଆ ମାମଲା: ମାର୍ଚ୍ଚ ୨୦ ପର୍ଯ୍ୟନ୍ତ କାର୍ତ୍ତର୍ିଙ୍କୁ ଗିରଫ କରିପାରିବେନି ଇଡି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କାର୍ତ୍ତି ଚିଦମ୍ବରମଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟଙ୍କଠାରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାମଲାରେ ଇଡି କାର୍ତ୍ତିଙ୍କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବେନି ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

କଲେଜ ସାମ୍ନାରେ ଛାତ୍ରୀଙ୍କୁ ଛୁରା ଭୁସି ହତ୍ୟା

ଚେନ୍ନାଇ: ଆଜି ଚେନ୍ନାଇର ମିନାକ୍ଷୀ ମହାବିଦ୍ୟାଳୟ ସାମ୍ନାରେ ସ୍ପଷ୍ଟ ଦିବାଲୋକରେ ଜଣେ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଜଣେ ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଛି। ମୃତ ଛାତ୍ରୀଙ୍କ ନାମ ଅଶ୍ୱିନୀ ମୋହନ(୨୦) ହୋଇଥିବା ବେଳେ ସେ ମଦୁରାଭୋୟାଲର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଗିରଫ ହେବେ ପରଭେଜ୍‌ ମୁସାରଫ

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁସାରଫ(୭୪)ଙ୍କୁ ଗିରଫ କରିବା ସହ ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ପାଇଁ ଆଜି ପେଶଓ୍ଵାର ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୭ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ଘଟଣାରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ ରେ ଉଲିବୁରୁ ଖଣି ମାମଲା: ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ମାମଲାରେ ଭିଜିଲାନ୍ସକୁ ନୋଟିସ୍‌

ନୂଆଦିଲ୍ଲୀ: ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ମାମଲାରେ ଆଜି ସୁପ୍ରିମକୋର୍ଟ ଭିଜିଲାନ୍ସକୁ ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଏନ୍‌.ଭି.ରମନ୍ନା ଓ ଏସ୍‌.ଅବଦୁଲଙ୍କ ଖଣ୍ଡପୀଠରେ ହୋଇଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହୋଇ ଦୁଇ ମୃତ

ଫୁଲବାଣୀ : ଫୁଲବାଣୀ ପବିଙ୍ଗିଆ ଛକ ନିକଟରେ ଗଛ ଦେହରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦୁଇ ଜଣ ହେଲେ ଫୁଲବାଣୀ ସଦର ଥାନା ମାଝିପଦର ଗ୍ରାମର ସମ୍ପର୍କୀୟ ଭାଇ ଚିତ୍ତ ରଞ୍ଜନ ବେହେରା(୪୦) ଓ ଦୀପକ ବେହେରା(୧୯) । ସୂଚନା ମୁତାବକ ରାତି ୯ଟା…
ଅଧିକ ଖବର ଦେଖନ୍ତୁ...

ଜ୍ୱାଇଁଙ୍କ ଏସିଡ୍‌ ମାଡ଼ରେ ଶାଶୂ ଗୁରୁତର

ତିର୍ତ୍ତୋଲ : ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ଭାଲିଆପାଟଣା ଗ୍ରାମରେ ଆଜି ସଂଧ୍ୟାରେ ଜଣେ ଜ୍ୱାଇଁଙ୍କ ଏସିଡ୍‌ ମାଡ଼ରେ ଶାଶୂ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ, ଅବସ୍ଥା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକ ଜେଲ୍‌ରେ ପୁଣି ଜଣେ ବିଚାରାଧୀନ ବନ୍ଦୀ ଅନାଦି ଖଟୁଆ(୫୫)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜେଲ୍‌ କର୍ତ୍ତୃପକ୍ଷ ଓ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ଏକ ଚୋରି ମାମଲାରେ ଭଦ୍ରକ ପୁଲିସ ଅନାଦିଙ୍କୁ ଗିରଫ କରିଥିଲା। ତାଙ୍କ ଘର କଟକ ଜିଲ୍ଲାରେ। ସେ…
ଅଧିକ ଖବର ଦେଖନ୍ତୁ...