Daily Archives

April 13, 2018

ଆଇପିଏଲ୍‌ ୧୧: ବେଙ୍ଗାଲୁରୁକୁ ୧୫୬ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ବେଙ୍ଗାଲୁରୁ: ଲୋକେଶ ରାହୁଲ(୪୭)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କିଙ୍ଗସ୍‌ ଏକ୍ସଆଇ ପଞ୍ଜାବ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୫ ରନ୍‌ ସଂଗ୍ରହ କରିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୮ମ ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଅଦ୍ଭୁତ କାଣ୍ଡ : ସରକାରୀ କର୍ମଚାରୀଙ୍କୁ ରୋକିବା ପାଇଁ କାର୍‌ ବନେଟ ଉପରେ ଶୋଇ ୪କିମି ଗଲେ,ଭିଡ଼ିଓ ଭାଇରାଲ

ରାମନଗର(ଉତ୍ତରପ୍ରଦେଶ) : ଜଣେ ଲୋକ ଗାଡ଼ି ଚାଲୁଥିବା ବେଳେ କାର୍‌ର ବନେଟ ଉପରେ ଶୋଇ କିଛି ବାଟ ଯିବାର ଘଟଣା ଆପଣମାନେ ବିଭିନ୍ନ ଚଳଚ୍ଚିତ୍ରରେ ନିଶ୍ଚୟ ଦେଖିଥିବେ । କିନ୍ତୁ ବାସ୍ତବିକ ଜୀବନରେ ଏଭଳି କିଛି ଘଟିବା ଅସମ୍ଭବ । କାରଣ ଏଥିରେ ଜୀବନ ଯିବାର ଆଶଙ୍କା ରହିଥାଏ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବାରିପଦା: ୧୮ ଫୁଟିଆ ଅହିରାଜ ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଳାର ବାରିପଦା ସ୍ନେକ୍‌ ହେଲ୍‌ପ ଲାଇନ୍‌ ପକ୍ଷରୁ ଡୁକୁରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହାତୀକୋଟ ଜଙ୍ଗଲରୁ ଏକ ୧୮ ଫୁଟିଆ ଅହିରାଜ (କିଙ୍ଗ୍‌ କୋବ୍ରା) ସାପ ଉଦ୍ଧାର କରାଯାଇ ଶିମିଳିପାଳରେ ଛାଡ଼ି ଦିଆଯାଇଛି। ସ୍ନେକ୍‌ ହେଲ୍‌ପ ଲାଇନ୍‌ର ମୁଖ୍ୟ କୃଷ୍ଣଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କଠୁଆ ଦୁଷ୍କର୍ମ ମାମଲା : ପୀଡ଼ିତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ‘ମୋତେ କିଛି କରିବାକୁ ଦିଅ, ତା’ପରେ ମାରିଦେବ’ ବୋଲି…

ନୂଆଦିଲ୍ଲୀ : ଦୁଇ ମାସ ତଳେ କଠୁଆ ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଘଟଣା ବର୍ତ୍ତମାନ ଦେଶକୁ ଦୋହଲାଇ ଦେଇଛି। ଏ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ ୧୦ ଜାନୁଆରି ଦିନ ଜଣେ ୮ବର୍ଷର ନାବାଳିକା ଘୋଡ଼ା ଚରାଇବାକୁ ଯାଇଥିବା ବେଳେ ତା’କୁ ସ୍ଥାନୀୟ ମନ୍ଦିରର ସେବାୟତଙ୍କ ଯୋଜନା ମୁତବାକ…
ଅଧିକ ଖବର ଦେଖନ୍ତୁ...

ନିଜର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବାର ବେଳ ଆସିଛି!

ନୂଆଦିଲ୍ଲୀ: ଆପଣଙ୍କୁ ଯଦି କେହି ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବାକୁ କହିବ ଆପଣ କରିବେ? ଖାଲି ଆପଣ କାହିଁକି ଫେସ୍‌ବୁକ୍‌ ଏବେ ଅଧିକାଂଶ ଲୋକଙ୍କର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବା ଯେପରି ଏକ ଅସମ୍ଭବ କାର୍ଯ୍ୟ ପରି ମନେ…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ ମୋଦି: କଠୁଆ ଓ ଉନାଓ ଘଟଣା ଦେଶ ପାଇଁ ଲଜ୍ଜା, କାହାରିକୁ ଛଡାଯିବନାହିଁ

ନୂଆଦିଲ୍ଲୀ: ଜମ୍ମୁର କଠୁଆ ଓ ଉତ୍ତରପ୍ରଦେଶର ଉନାଓରେ ହୋଇଥିବା ଦୁଷ୍କର୍ମ କୁ ନେଇ ସାରା ଦେଶରେ ଅସନ୍ତୋଷ ବଢିଚାଲିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଏପରି ଘଟଣା ଆମ ସଭ୍ୟ ସମାଜ ପାଇଁ ଏକ ଲଜ୍ଜାର ବିଷୟ । ଏପରି ଘଟଣା ଆମ ସମାଜରେ ନ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଓପିନିଅନ ପୋଲ: କର୍ଣ୍ଣାଟକରେ ଝୁଲା ବିଧାନସଭା

ନୂଆଦିଲ୍ଲୀ: ମଇ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ରଣାଙ୍ଗନରେ ଓହ୍ଲାଇଛନ୍ତି । ଏହାକୁ ଚଳିତ ବର୍ଷର ଏକ ହାଇପ୍ରୋଫାଇଲ ନିର୍ବାଚନ ବୋଲି କୁହାଯାଉଛି । କର୍ଣ୍ଣାଟକ କଂଗ୍ରେସ ହାତରେ…
ଅଧିକ ଖବର ଦେଖନ୍ତୁ...

ଆଉ ୧୦ ଦିନ ପରେ ପୃଥିବୀ ଧ୍ୱଂସ ହେବ! ଭବିଷ୍ୟବକ୍ତାଙ୍କ ନୂଆ ଗଣନା

ନୂଆଦିଲ୍ଲୀ: ଆଉ ମାତ୍ର ୧୦ ଦିନ ପରେ ପୃଥିବୀ ଧ୍ୱଂସ ହୋଇଯିବ!ଏପ୍ରିଲ୍‌ ୨୩ ତାରିଖ ଦିନ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ପୃଥିବୀ ପୃଷ୍ଠର ଜୀବସତ୍ତା!ଏପରି ଅବିଶ୍ୱନୀୟ ଓ ଚାଞ୍ଚଲ୍ୟକର ଭବିଷ୍ୟବାଣୀ କରିଛନ୍ତି ଗବେଷକ ଡାଭିଡ୍‌ ମେଡେ। ଏଥିପୂର୍ବରୁ ଏକାଧିକ ବାର ମହାଜାଗତିକ ଘଟଣାବଳୀ ସମ୍ବନ୍ଧରେ…
ଅଧିକ ଖବର ଦେଖନ୍ତୁ...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ସେଲଫି ନେଲେ ଯାତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗ ଷ୍ଟେସନରୁ ଶୁକ୍ରବାର ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଲିପୁର ରୋଡରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପହଞ୍ଚିବା ପାଇଁ ସେ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହାରି ଭିତରେ ମେଟ୍ରୋ ଷ୍ଟେସନରେ…
ଅଧିକ ଖବର ଦେଖନ୍ତୁ...

ନିଜର ୧୭ ନମ୍ବର ପିଲା ଜନ୍ମ କଲେ ୧୦୧ ବର୍ଷୀୟା ବୃଦ୍ଧା, ପିଲାର ବାପାଙ୍କ ବୟସ ୨୬ ବର୍ଷ!

ବେଳେ ବେଳେ ଏମିତି କିଛି ଘଟେ ଯାହା ପୂର୍ବରୁ କେବେ ଘଟିନଥାଏ। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରିପକାଏ। ସବୁ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ତା’ ସତ୍ତ୍ୱେ ବି ୧୦୧ ବର୍ଷୀୟା ଜଣେ ବୃଦ୍ଧା ସନ୍ତାନ ପ୍ରସବ କରିଥିବା ଘଟଣା ସମଗ୍ର ବିଶ୍ୱରେ…
ଅଧିକ ଖବର ଦେଖନ୍ତୁ...