Daily Archives

April 16, 2018

ହିମାନ୍‌ସଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ନେହା କକ୍କର: ଆମେ ଭଲ ବନ୍ଧୁ, ପ୍ରେମୀଯୁଗଳ ନୁହେଁ

ମୁମ୍ବାଇ: ଏଇ କିଛି ମାସ ମଧ୍ୟରେ ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ହିମାନ୍‌ସ କୋହଲିଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ସେମାନଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଦେଖି ପ୍ରଶଂସକମାନେ ଦୁଇ ଜଣଙ୍କ ମଧ୍ୟରେ କିଛି ରହିଛି ବୋଲି ଭାବୁଥିବା ବେଳେ ଭାଲେଣ୍ଟାଇନ୍‌ ଡେରେ ପରସ୍ପର ସହ ସମୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ରସେଲ, ରାଣାଙ୍କ ବିସ୍ଫୋରକ ବ୍ୟାଟି, ଦିଲ୍ଲୀକୁ ୨୦୧ ରନ୍‌ ଟାର୍ଗେଟ ଦେଲା କୋଲକାତା

କୋଲକାତା: ଆନ୍ଦ୍ରେ ରସେଲ ଓ ନୀତିଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୦୦ ରନ୍‌ ସଂଗ୍ରହ କରିଛି। ଫଳରେ ଦିଲ୍ଲୀକୁ ମ୍ୟାଚ୍‌ ବିଜୟ ପାଇଁ ୨୦୧ରନ୍‌ ଟାର୍ଗେଟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୧ତମ…
ଅଧିକ ଖବର ଦେଖନ୍ତୁ...

ଝିଅ ସହ ଅସଦାଚରଣ କରିଥିବାରୁ ମସ୍‌ଜିଦ୍‌ ଭିତରେ ପଶି ମୌଲବୀଙ୍କୁ ମାଡ଼ ମାରିଲେ ମା’

ନୂଆଦିଲ୍ଲୀ : କଠୁଆ, ଉନ୍ନାଓ ଏବଂ ସୁରଟ୍‌ରେ ହୋଇଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କ ଦୋଷ ପାଇଁ ଦଣ୍ଡ ଦିଆ ଯାଇନାହିଁ । ଦୋଷୀକୁ ଦଣ୍ଡ ଦେବା ପରିବର୍ତ୍ତେ କିଛି ଲୋକ ସେମାନଙ୍କ ସପକ୍ଷରେ ଆନ୍ଦୋଳନ କରୁଛନ୍ତି । ଏପରି ପରିସ୍ଥିତିରେ ନ୍ୟାୟ ମିଳିବା କେତେ କଷ୍ଟ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ବିଗ୍‌ବସ୍‌-୧୨ର ଅଡିସନ୍‌ : ଜଣେ ସାଥୀ ସହ ଆସିବାକୁ ଚ୍ୟାନେଲର ଆହ୍ଵାନ

ମୁମ୍ବାଇ : ଟିଭିର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ବସ୍‌ର ଫ୍ୟାନ୍‌ ମାନଙ୍କ ପାଇଁ ଏକ ଖୁସି ଖବର । ଖୁବ୍‌ ଶୀଘ୍ର ବିଗ୍‌ବସ୍‌ର ସିଜିନ୍‌ ୧୨ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ଏହାର ଅଡ଼ିସନ ଆରମ୍ଭ ହୋଇଥିବା ଜଣା ପଡ଼ିଛି । ସବୁ ସିଜିନ୍‌ରେ ସୋ’ର ନିର୍ମାତା କିଛି ଅଲଗା…
ଅଧିକ ଖବର ଦେଖନ୍ତୁ...

ସୁରତ୍‌ ଦୁଷ୍କର୍ମ ମାମଲା : ବିଜେପି ନେତାଙ୍କ ହାତ ଥିବା ଆଶଙ୍କା !

ସୁରତ୍‌ : ସପ୍ତାହେ ପୂର୍ବରୁ ସୁରତ୍‌ରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଥିଲା ସୁରତ୍‌ ପୁଲିସ । ପୀଡ଼ିତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇ ତା’ପରେ ତାଙ୍କୁ ମାରି ଦିଆଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୀଡ଼ିତାଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରିବାରେ ସଫଳ ହୋଇ ନାହିଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ୱାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଲେଖକଙ୍କ ଲାଗି ଦିନଟି ବିଶେଷ ଫଳଦାୟକ ରହିବ। ଆୟର ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା। ବୃଷ: ଆପଣଙ୍କ ଦୃଷ୍ଟିକୋଣ…
ଅଧିକ ଖବର ଦେଖନ୍ତୁ...

ଏକ ସପ୍ତାହ ହେବ ବ୍ୟାଗରେ ଭର୍ତ୍ତି ଥିବା ନାବାଳିକାର ମୃତଦେହକୁ ନଳାରୁ ଉଦ୍ଧାର କଲା ପୁଲିସ

ଉତ୍ତରପ୍ରଦେଶ: ନାବାଳିକା ସହିତ ଘଟିଥିବା ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହରିୟାଣାର ରୋହତକର ତିତୋଲି ଗ୍ରାମରୁ ପୁଲିସ ଏକ ବ୍ୟାଗରେ ଭର୍ତ୍ତି ଥିବା ନାବାଳିକାର ମୃତଦେହ ଉଦ୍ଧାର କରିଛି । ସୂଚନାଯୋଗ୍ୟ, ତିତୋଲି ଗ୍ରାମରେ କାମ କରୁଥିବା କିଛି ଲୋକ ନଳାରେ ଏକ ବ୍ୟାଗ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

୨୫ବର୍ଷର ପୁରୁଣା ମାମଲାକୁ ନେଇ ଶ୍ରୀଦେବୀ ଓ ବୋନି କପୁରଙ୍କୁ କ୍ଷମା ମାଗିଲେ ସତିଶ୍‌

ମୁମ୍ବାଇ: ସ୍ୱର୍ଗତଃ ଅଭିନେତ୍ରୀ ଶ୍ରୀଦେବୀଙ୍କ ସିନେମା ‘ରୁପ କି ରାନି ଚୋରୋଁ କା ରାଜା’କୁ ଆଜି ୨୫ବର୍ଷ ପୂର୍ତ୍ତି ହୋଇଛି। ଏହି ସିନେମା ବଲିଉଡ୍‌ ହାଏବଜେଟ ସିନେମା ମଧ୍ୟରୁ ଗୋଟିଏ। ଏହା ବକ୍ସ ଅଫିସର ଚିତପଟାଙ୍ଗ ମାରିଥିଲା। ‘ରୁପ କି ରାନି ଚୋରୋଁ କା ରାଜା’ ସିନେମା ଜରିଆରେ ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ମକ୍କା ମସଜିଦ ବିସ୍ପୋରଣ ମାମଲାର ରାୟ ଶୁଣାଇଥିବା ଜଜ୍‌ଙ୍କ ଅଚାନକ ଇସ୍ତଫା

ହାଇଦ୍ରାବାଦ- ହାଇଦ୍ରାବାଦ ମକ୍କାମସଜିଦ ବିସ୍ଫୋରଣ ମାମଲାର ରାୟ ଶୁଣାଇଥିବା ସ୍ୱତନ୍ତ୍ର ଏନଆଇଏ ଜଜ୍‌ ରବିନ୍ଦର ରେଡ୍ଡୀ ଆଜି ହଠାତ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅଲ ଇଣ୍ଡିଆ ମଜଲିସେ ମୁସଲିମିନ ପାର୍ଟି ( ଏଆଇଏମଆଇଏମ) ପକ୍ଷରୁ ଜଜଙ୍କ ରାୟ ଓ ପରେ ପରେ ଇସ୍ତଫା…
ଅଧିକ ଖବର ଦେଖନ୍ତୁ...