Daily Archives

May 8, 2018

ବିଜୁ ଯୁବା ବାହିନୀର ମୁଖ୍ୟ ହେଲେ ଅରୁପ ପଟ୍ଟନାୟକ

ଭୁବନେଶ୍ୱର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ପୁୁଲିସ କମିଶନର ଅରୁପ ପଟ୍ଟନାୟକଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେ ନବଗଠିତ ବିଜୁ ଯୁବା ବାହିନୀକୁ ଗଠନ ଦାୟିତ୍ୱ ସମ୍ଭାଳିବେ । ଗତ…
ଅଧିକ ଖବର ଦେଖନ୍ତୁ...

ବିଜୟ ମାଲ୍ୟାଙ୍କୁ ଧକ୍କା, ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ

ଲଣ୍ଡନ : ଭାରତରେ ହଜାର ହଜାର କୋଟିର ବ୍ୟାଙ୍କ ଋଣ ଠକି ନେଇ ବିଦେଶ ପଳେଇଥିବା ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଧକ୍କା ଲାଗିଛି । ଏହି ଋଣଠକେଇ ମାମଲାରେ ଲଣ୍ଡନର ଏକ କୋର୍ଟ ବ୍ୟାଙ୍କ ମାନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଜଜ୍‌ ଆଣ୍ଡ୍ରିଉ ହେନସ କହିଛନ୍ତି ଯେ ଏହି ଠକେଇମାମଲାରେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ମାଡରେ ନାଗ ସାପର ଭାଙ୍ଗିଥିଲା ମେରୁଦଣ୍ଡ, ଡାକ୍ତର ଅସ୍ତ୍ରୋପଚାର କରି ପକାଇଲେ ୮ଟି ଷ୍ଟିଚ୍

ଭୋପାଲ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦବରୀ  ଜିଲ୍ଲାରେ ସ୍ଥାନୀୟ ଲୋକମାନେ ଜଣକ ଘରେ ସାପ ପଶିଥିବା ଦେଖିବାକୁ ପାଇଥିଲେ। ସାପଟି କାଳେ କାହାକୁ କାମୁଡ଼ି ଦେବ ସେ ଭୟରେ ଲୋକେ ତାକୁ ବାଡେଇ ବାଡେଇ ଗମ୍ଭୀର ଭାବେ ଆହତ କରି ପକାଇଥିଲେ। ଏହି ସମୟରେ ଅନ୍ୟ କିଛି ସ୍ଥାନୀୟଲୋକ ସାପଟିକୁ ସେହି…
ଅଧିକ ଖବର ଦେଖନ୍ତୁ...

ଜ୍ୟାକଲିନ୍‌ଙ୍କ ଫିଟ୍‌ନେସ୍‌ ପରୀକ୍ଷାରେ ଫେଲ୍ ହେଲେ ଆରସିବିର ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଫିଟନେସ୍‌ ମାମଲାରେ ସବୁଠାରୁ ଆଗରେ ରହିଛନ୍ତି। ସେ ନିଜ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେଇ ଥାଆନ୍ତି। କିନ୍ତୁ ତାଙ୍କ ଟିମ୍‌ର ଅନେକ ଖେଳାଳି ନିଜ ଫିଟନେସ୍‌କୁ ନେଇ ପଛରେ ଥିବାର ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ଏହି ୨ ନାରୀଙ୍କର ଯତ୍ନ ନେବା ପ୍ରତି ପୁରୁଷଙ୍କ ପାଇଁ ଅନିବାର୍ଯ୍ୟ, ଏମାନଙ୍କୁ ଅଣଦେଖା କଲେ ସାର୍ଥକ ହୁଏନି ଜୀବନ

ଶାସ୍ତ୍ର ଅନୁସାରେ ଜଣେ ପୁରୁଷ ଜନ୍ମ ଲାଭ କରିବା ବେଳେ ଅନେକଗୁଡ଼ିଏ ଦାୟିତ୍ୱ ମୁଣ୍ଡରେ ନେଇ ପୃଥିବୀକୁ ଆସିଥାନ୍ତି। ସେ ଦାୟିତ୍ୱ ନ ନିଭାଇଲେ ତାଙ୍କୁ ପାପୀ ବିବେଚନା କରାଯାଏ। ଖାଲି ପୁରୁଷ କାହିଁକି ଦାୟିତ୍ୱ ତ ନାରୀଙ୍କ ମୁଣ୍ଡରେ ବି ଥାଏ। ମାତ୍ର ଆଜି ଆମେ ଏ ବିଷୟରେ ଆଲୋଚନା କରିବା ଯେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ରେ ଛାଇଲା ସୋନମଙ୍କ ‘ବାବୁ ସରି’ ଭିଡିଓ; ଦେଖନ୍ତୁ କେମିତି ଓ କାହିଁକି ଆନନ୍ଦଙ୍କୁ ସରି କହୁଛନ୍ତି ସୋନା

ମୁମ୍ବାଇ: ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ମୁମ୍ବାଇଠାରେ ଶିଖ୍‌ ରୀତିନୀତି ଅନୁଯାୟୀ ଅଭିନେତ୍ରୀ ସୋନମ କପୁର୍‌ ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ସେମାନଙ୍କ ବିବାହ ଉତ୍ସବ ସମୟର ସୁନ୍ଦର ସୁନ୍ଦର ଫଟୋ ସବୁ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି। ସୋନମ ଓ ଆନନ୍ଦଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦିକ ଛତ୍ରପତିଙ୍କୁ ହତ୍ୟା କରିବା ପାଇଁ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ଦେଇଥିଲେ ନିର୍ଦ୍ଦେଶ:…

ନୂଆଦିଲ୍ଲୀ: ଦୁଇଟି ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ୨୦ ବର୍ଷ ପାଇଁ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ସିଂହଙ୍କୁ କେନ୍ଦ୍ର କରି ଏବେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରମିତ୍‌ ରାମରହିମ୍‌ଙ୍କ ଡ୍ରାଇଭର ଖଟ୍ଟା ସିଂହ ହରିୟାଣା…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ସହିତ ଶାରୀରିକ ସମ୍ଭନ୍ଧ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ଘରୁ ବାହାର କରିଦେଲା ସ୍ୱାମୀ

ସାମଲି: ଉତ୍ତରପ୍ରଦେଶ ସାମଲିର କାନ୍ଧାଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ସହିତ ପତ୍ନୀ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିବାରୁ ଘରୁ ବାହାର କରି ଦେଇଛି ସ୍ୱାମୀ। ପୀଡିତା ଏହି ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ କରିଥିଲେ ହେଁ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଦୁର୍ଘଟଣା ମାମଲା: ୧୦ଜଣଙ୍କ ନାମରେ ଏତଲା ଦାୟର

ଭୁବନେଶ୍ୱର: ଗତ ୩ ତାରିଖ ରାତିରେ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲା ନେଇ ପୁଲିସ ମଙ୍ଗଳବାର ୧୦ ଜଣଙ୍କ ନାମରେ ଏତାଲା ଦାଏର କରିଛି । ଏତଲା ଦାୟର ହୋଇଥିବା ୧୦ଜଣଙ୍କ ହେଲେ ଠିକାଦାର ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା,…
ଅଧିକ ଖବର ଦେଖନ୍ତୁ...

‘ସୋନମ ମୋ ଝିଅ, ତା ବିବାହକୁ ନେଇ ମୋର ଉତ୍ସୁକତା ରହିଛି’: ଏମିତି ମାଆଙ୍କୁ ସୋନମଙ୍କ ଅସମ୍ମାନ! ଟୁଇଟର୍‌ରେ କମ୍ପିଲେ…

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନମ କପୁର୍‌। ସୋନମ ତାଙ୍କର ଦୀର୍ଘ ଦିନର ପ୍ରେମିକ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ଜୁହୁଠାରେ ଥିବା ନିଜ ମାଉସୀଙ୍କ ବାସଭବନରେ ବଡ଼ ଧୁମ୍‌ଧାମରେ ପାଳନ ହୋଇଯାଇଛି ସୋନମଙ୍କ ବିବାହ ଉତ୍ସବ।…
ଅଧିକ ଖବର ଦେଖନ୍ତୁ...