Daily Archives

June 5, 2018

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ହେଲା ଦୁଷ୍କର୍ମ କରୁଥିଲେ ନାବାଳକ, ପୀଡ଼ିତା ଅଦାଲତ ପହଞ୍ଚିବାରୁ ମୁହଁକୁ ଫୋପାଡ଼ିଲେ…

ଚଣ୍ଡିଗଡ଼ : ଦିନକୁ ଦିନ ଦେଶରେ ଅପରାଧ ସଂଖ୍ୟା ବଢ଼ିଚାଲିଛି। ସରକାରଙ୍କ ଉଦ୍ୟମ ପରେ ଅପରାଧ ଥମିବାର ନାଁ ଧରୁନାହିଁ। ପଞ୍ଜାବର ଚଣ୍ଡିଗଡ଼ ସେକ୍ଟର-୨୫ରେ ଥିବା ଜୁଭେନାଇଲ୍‌ କୋର୍ଟକୁ ଯାଉଥିବା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଦୁଇ ଜଣ ଯୁବକ ବାଇକ୍‌ ଯୋଗେ ଆସି ଏକ କେମିକାଲ୍‌ ଫିଙ୍ଗିଥିବା…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ନାମରେ ଟିକେଟ ବିକୁଛି କ୍ରିକେଟ ଆର୍ୟରଲାଣ୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିକଟରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ତୃତୀୟ ଥର ଆଇପିଏଲରେ ଚମ୍ପିଅନ୍‌ କରାଇଛନ୍ତି। ସେ ଏବେ ଆରାମ କରୁଛନ୍ତି। ଏହା ପରେ ଧୋନି ଆର୍ୟରଲାଣ୍ଡ ବିରୋଧରେ ଟି-୨୦ ଶୃଙ୍ଖଳାରେ କ୍ରିକେଟ ପଡିଆକୁ ଓହ୍ଲାଇବେ। ଆର୍ୟରଲାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଯାତ୍ରୀ ସାବଧାନ! ଅଧିକ ଲଗେଜ ସାଙ୍ଗରେ ନେଲେ ଗଣିବେ ୬ ଗୁଣା ଜରିମାନା; ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି କି? ତେବେ, ସାବଧାନ ହୋଇଯାଆନ୍ତୁ! କାରଣ, ଟ୍ରେନ୍‌ ଯାତ୍ରା କାଳରେ ଯଦି ଆପଣ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ଲଗେଜ ନେଇ ସାଙ୍ଗରେ ଯାଉଥିବା ଅବସ୍ଥାରେ ଧରାପଡ଼ନ୍ତି, ତେବେ ଆପଣଙ୍କ ଠାରୁ ଜରିମାନା ବାବଦରେ ୬ ଗୁଣା ଅଧିକ ଅର୍ଥ ଆଦାୟ…
ଅଧିକ ଖବର ଦେଖନ୍ତୁ...

ଓଲା କ୍ୟାବ୍‌ ଡ୍ରାଇଭର ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ସହ ଉଲଗ୍ନ କରି ଫଟୋ ଉଠାଇଲା

ବେଙ୍ଗାଲୁରୁ: ପୁଣି ଜଣେ ଓଲା କ୍ୟାବ୍‌ ଡ୍ରାଇଭରଙ୍କର ଜଣେ ମହିଳା ଆର୍କିଟେକଙ୍କୁ ଯୌନ ନିର୍ଯ୍ୟାତନା ଦେବା ଘଟଣା ସାମ୍ନାକୁ ଆସିଛି। ଜୁନ୍‌ ପହିଲା ଭୋର୍‌ରୁ ଘଟିଛି ଏହି ନାରକୀୟ କାଣ୍ଡ। ଜଣେ ୨୬ ବର୍ଷୀୟା ଯୁବତୀ ରାତି ୨ଟା ସମୟରେ ଏୟାରପୋର୍ଟ ଯିବା ଲାଗି ଏକ ଓଲା କ୍ୟାବ୍‌ ବୁକ୍‌ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଏଣିକି ଟ୍ରେନ ଖାଦ୍ୟ ପାଇଁ ବ୍ୟବହାର ହେବ ପରିବେଶ ଅନୁକୂଳ ପ୍ଲେଟ୍‌

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏବର୍ଷର ଭାବନା ହେଉଛି ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ଛୋଟ ମାତ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ପଦକ୍ଷେପଟି ହେଉଛି ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ପରିବେଶ ଅନୁକୂଳ ପ୍ଲେଟରେ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ ୨୦ରେ ଥିଲା ଝିଅର ବାହାଘର, ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ପରିବାରର ୭ ଜଣ

ହରିୟାଣା: ହରିୟାଣା ପଲଓ୍ଵାଲ ଜିଲ୍ଲାରେ ମଙ୍ଗଳବାର ଇଷ୍ଟର୍ଣ୍ଣ ଫେରିପହେରାଲ ଏକ୍ସପ୍ରେସ-େଓ୍ଵରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ, ମଥୁରା, ଓ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ରାସ୍ତାରୁ ଟେକି ନେଇ ବିବାହିତାଙ୍କୁ ଗଣଦୁଷ୍କର୍ମ, ବେହୋସ ଅବସ୍ଥାରେ ମହିଳା ଉଦ୍ଧାର

ସୁନ୍ଦରଗଡ଼: ରାସ୍ତାରେ ଯାଉଥିବା ବେଳେ ଜଣେ ବିବାହିତା ମହିଳାଙ୍କୁ ଦୁଇଜଣ ଅଭିଯୁକ୍ତ ଟେକି ନେଇ ଗଣଦୁଷ୍କର୍ମ କରିଛନ୍ତି। ପ୍ରାୟ ଘଣ୍ଟାଏ ଧରି ଗଣଦୁଷ୍କର୍ମ କରିବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଟାଉନ ଥାନାରେ ଏ ନେଇ ମଙ୍ଗଳବାର ଏତଲା ହୋଇଛି। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ମାଆ କୋଳରେ ବସିଥିବା ଦୁଇବର୍ଷର ଶିଶୁ କଣ୍ଠରୁ ଭଜନ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିିଛି ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ବ୍ୟବହାରକାରୀ ବି ଏଥିମଧ୍ୟରୁ କିଛି ଭିଡିଓକୁ ଖୁବ୍‌ ସେୟାର କରି ତାକୁ ସୋସିଆଲ ମିଡିଆରେ ଟପ୍‌ ଭିଡିଓ ବନାଇ ଦେଇଥାଆନ୍ତି। ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଖୁବ୍‌ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଇଞ୍ଜିନିୟର କଲେ କମାଲ ! ବିଦେଶୀ ଚାକିରି ଛାଡ଼ି ଚାଷକୁ ବେଉସା କଲେ, ଗୋଟିଏ ଗଛରେ ଫଳାଇଲେ ୫୧ କିସମର ଆମ୍ବ

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । କିଏ ଭଲ ପାଠ ପଢି ଡାକ୍ତର ହେବାକୁ ଚାହେଁ ତ ଆଉ କିଏ ଇଞ୍ଜିନିୟର, ଡାକ୍ତର ଓ ଓକିଲ ଇତ୍ୟାଦି । କିନ୍ତୁ କେହି ହେଲେ ଭଲ ପାଠ ପଢି ଚାଷ କ୍ଷେତ୍ରରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି ନ ଥାନ୍ତି । କିନ୍ତୁ ସମ୍ପ୍ରତି ଯୁବ ସମାଜର ଚିନ୍ତାଧାରାରେ…
ଅଧିକ ଖବର ଦେଖନ୍ତୁ...

ପରାଜୟର ସାମ୍ନା କଲାପରେ ମନେପଡ଼ିଲେ ଆଡ଼ଭାନୀ ଓ ଯୋଶୀ; ଶରଣ ପଶିଲେ ମୋଦି ଓ ଶାହା

ନୂଆଦିଲ୍ଲୀ: ସଦ୍ୟସମାପ୍ତ ଉପ- ନିର୍ବାଚନଗୁଡ଼ିକରେ ଭାରତୀୟ ଜନତା ପାର୍ଟିି (ବିଜେପି)ର ଶୋଚନୀୟ ବିପର୍ଯ୍ୟୟ ଓ ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ କର୍ଣ୍ଣାଟକରେ ଶାସନ କ୍ଷମତା ହାତେଇ ନ ପାରିବା ଘଟଣା ଏବେ ଦଳୀୟ ବଡ଼ପଣ୍ଡାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ଏତିକି ନୁହେଁ; ସେଥିରେ…
ଅଧିକ ଖବର ଦେଖନ୍ତୁ...