Daily Archives

June 16, 2018

ହ୍ଵାଟ୍‌ସଆପ୍‌ରେ ଆସୁଛି ନକଲି ମେସେଜ୍‌ ! ସାବଧାନ୍‌ ହୁଅନ୍ତୁ, ହୋଇଯିବ ଡାଟା ଲିକ୍‌

ନୂଆଦିଲ୍ଳୀ: ଆପଣଙ୍କ ପାଖକୁ ହ୍ଵାଟ୍‌ସଆପ୍‌ ଜରିଆରେ ପ୍ରତିଦିନ ରିଚାର୍ଜ ଅଫର, ପୁରସ୍କାର ରାଶି ଜିତିବା ଅଫର୍‌ ବା ରିୟଲିଟି ସୋ କେବିସିରେ ଏଣ୍ଟ୍ରି କରିବାକୁ ନେଇ ଅନେକ ମେସେଜ ଆସୁଥିବ । ଏବେ ହ୍ଵାଟ୍‌ସଆପ୍‌କୁ ଫଲ୍ସ ମେସେଜ ଆସି ବ୍ୟକ୍ତିଗତ ତଥ୍ୟ ମଗାଯିବା ଭଳି ଘଟଣା ସାମ୍ନାକୁ ଆସିଛି ।…
ଅଧିକ ଖବର ଦେଖନ୍ତୁ...

ଐଶ୍ୱର୍ଯ୍ୟାଙ୍କ ଗୁପ୍ତ କଥା ପ୍ରଘଟ କଲେ କ୍ଲାସ୍‌ମେଟ୍‌; ବ୍ୟାକ୍‌ବେଞ୍ଚର ହେଇ ବି ଫିଜିକ୍ସ ଲେକ୍ଟରଙ୍କୁ ଇମ୍ପ୍ରେସ୍‌…

ମୁମ୍ବାଇ: ‘କଜରାରେ କଜରାରେ...’, ‘ଡୋଲାରେ ଡୋଲା...’, ‘ତାଲ୍‌ସେ ତାଲ୍‌...’, ‘କ୍ରେଜି କିୟାରେ...’। ଏହି ଗୀତ ସବୁ ପଢ଼ିବା ପରେ ଆପଣଙ୍କ ମନରେ ଏବେ କାହାର ଛବି ନାଚି ଯାଉଛି? ଆଜ୍ଞା ହଁ, ଆମେ ଇଣ୍ଟ୍ରଡ୍ୟୁସ୍‌ କରାଉଛୁ ପୂର୍ବତନ ମିସ୍‌ ଓ୍ଵାର୍ଲଡ୍‌ ନୀଳନୟାନା ଐଶ୍ୱର୍ଯ୍ୟା ରାୟଙ୍କ ସହ।…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ପୋଗବାଙ୍କ ଗୋଲ ବଳରେ ୨-୧ରେ ଫ୍ରାନ୍ସ ବିଜୟୀ, ହାରିଲା ଅଷ୍ଟ୍ରେଲିଆ

କଜାନ(ରୁଷିଆ): ଷ୍ଟାର ଷ୍ଟ୍ରାଇକର ପଲ ପୋଗବାଙ୍କ ୮୧ତମ ମିନିଟରେ ଗୋଲ ବଳରେ ପୂର୍ବତନ ବିଜେତା ଫାନ୍ସ ଶନିବାର କଜାନ ଏରିନା ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ-ସି ମୁକାବିଲାରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ୨୧ତମ ଫିଫା ବିଶ୍ୱକପ୍‌ ୨୦୧୮ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ପାଇଁ…
ଅଧିକ ଖବର ଦେଖନ୍ତୁ...

ନିଜ ପ୍ରଯୋଜକ ପତିଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଏହି ଗୀତିକାରଙ୍କୁ ପରାମର୍ଶ ଦେଇଥିଲେ ପତ୍ନୀ

ନୂଆଦିଲ୍ଲୀ: ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ ମାମଲା ଥମିବା ନାଁ ଧରୁନାହିଁ। ଶ୍ରୀରେଡ୍ଡି ଆଣିଥିବା କାଷ୍ଟିଂ କାଉଚ୍‌ ମାମଲା ଚାରିଆଡ଼େ ଚର୍ଚ୍ଚା ପାଲଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୀତିକାର ଆଣିଥିବା ଅଭିଯୋଗ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୀତିକାର ଶ୍ରେଷ୍ଠା ଯେଉଁ ଖୁଲାସା କରିଛନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

ଭାରତୀୟଙ୍କ ପାଇଁ ସହଜ ହେବ ନାହିଁ ବ୍ରିଟେନରେ ପଢିବା, କାହିଁକି ଜାଣନ୍ତୁ

ଲଣ୍ଡନ : ଗୋଟିଏ ପଟେ ଆମେରିକା ନିଜ ଭିସା ନୀତିକୁ କଠୋର କରୁଥିବାବେଳେ ବ୍ରିଟେନ ଅନ୍ତର୍ଜାତୀୟ ପ୍ରଫେସନାଲମାନଙ୍କ ପାଇଁ ନିଜର ଭିସା ନୀତିକୁ କୋହଳ କରିଛି । ଗତକାଲି ବ୍ରିଟିଶ ପାର୍ଲିଆମେଣ୍ଟରେ ଆଗତ ଏକ ବିଲ୍‌ରେ ସରକାର ନିଜର କଠୋର ଭିସା ନୀତିକୁ କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ହେଉଛନ୍ତି ବିପୁଳ କଳାଧନର ଅଧିକାରୀ: ଏସ୍‌ଆଇଟିର ଉପାଧ୍ୟକ୍ଷ ଅରିଜିତ ପଶାୟତ

କଟକ: ମାଓ ପ୍ରବଣ ମାଲକାନଗିରି ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଚାଲାଣ ହେଉଛି। ଚାଲାଣ ବେଳେ ଅନେକ ସମୟରେ ନିଶା ଦ୍ରବ୍ୟ ଜବତ କରାଯାଇଛି। ଏତଦ୍‌ ବ୍ୟତୀତ ମାଓନେତାଙ୍କ ଠାରୁ ବହୁ ସମ୍ପତ୍ତି ଜବତ କରାଯାଇଛି ବୋଲି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି)ର ଉପାଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ସୁନାଦର ୩୯୦ ଟଙ୍କା ହ୍ରାସ ପାଇ ୩୨ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ : ଆଜି ସୁନାଦର ୩୯୦ ଟଙ୍କା ହ୍ରାସ ପାଇ ୩୨ ହଜାର ତଳକୁ ଖସିଯାଇଛି । ଭାରତୀୟ ବଜାରରେ ସୁନା ୧୦ ଗ୍ରାମ ପିଛା ୩୯୦ ଟଙ୍କା ହ୍ରାସ ପାଇ ୩୧,୮୦୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୯୦ ଟଙ୍କା ହ୍ରାସ ପାଇ ୩୧,୮୦୦ ଟଙ୍କାରେ ପହଞ୍ଚିଛି । ଗତ…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ରୋନାଲଡ୍‌

ସେନ୍‌ ହୋଜେ: ଫୁଟ୍‌ବଲ୍‌ ପ୍ରେମୀ ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ କୋଷ୍ଟାରିକାର ଡିଫେଣ୍ଡର ତଥା ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ରୋନାଲଡ୍‌ ମଟାରିଟାକୁ ଦେଖି ପାରିବେ ନାହିଁ। ଅର୍ଥାତ ରୋନାଲଡ୍‌ ଫିଫା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ ଟିମ୍‌ରେ କେନେରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ : ଭଡ଼ାରେ ଆସୁଥିବା ହତ୍ୟାକାରୀଙ୍କଠାରୁ ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଫିସର ଅଧିକ…

ନୂଆଦିଲ୍ଲୀ : ଦେଶରେ ହେଉଥିବା ଭ୍ରଷ୍ଟାଚାରକୁ ନେଇ ଶକ୍ତ ଟିପ୍ପଣୀ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ । ଏକ ମାମଲାର ବିଚାର କରି ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଫିସରମାନେ ଭଡ଼ାରେ ଆସୁଥିବା ହତ୍ୟାକାରୀମାନଙ୍କଠାରୁ ଅଧିକ ଭୟଙ୍କର ବୋଲି ଗୁଜୁରାଟ ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି । ଏକ ଜାମିନ୍‌…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଫୋନରେ ପର୍ଣ୍ଣ କ୍ଲିପ ରଖିଛନ୍ତି ? ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ପଡିପାରେ

ନୂଆଦିଲ୍ଲୀ :ଆପଣଙ୍କ ମୋବାଇଲ ଫୋନରେ ଫର୍ଣ୍ଣ କ୍ଲିପ ରଖୁଛନ୍ତି କି ? ଯଦି ହଁ, ଆପଣ ସମସ୍ୟାରେ ପଡିପାରନ୍ତି । ଏପରିକି ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ନୂଆ ନିୟମରେ ଏହି ବ୍ୟବସ୍ଥା ରହିଛି । ଅଶାଳୀନ ଭାବେ…
ଅଧିକ ଖବର ଦେଖନ୍ତୁ...