Daily Archives

July 11, 2018

ଜାଣନ୍ତୁ ‘ସଞ୍ଜୁ’ ଚଳଚ୍ଚିତ୍ର ଦେଖିବା ପରେ କ’ଣ କହିଲେ ସଞ୍ଜୟ ଦତ୍ତ; ସଞ୍ଜୁବାବାଙ୍କୁ ପସନ୍ଦ ଆସିଲା କି ନିଜ କାହାଣୀ?

ମୁମ୍ବାଇ: ‘ସଞ୍ଜୁ’ ଚଳଚ୍ଚିତ୍ର ରିଲିଜ ହେବା ପରେ ଅଭିନେତା ରଣବୀର କପୁର ଯେ ଏକଦମ ଛାଇ ଯାଇଛନ୍ତି ସେଥିରେ ସନ୍ଦେହ ନାହିଁ। ଏପରିକି ଏହି ଚଳଚ୍ଚିତ୍ର ପରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ରଣବୀରଙ୍କୁ ନେଇ ଆହୁରି ଗୁଡ଼ାଏ ଚଳଚ୍ଚିତ୍ର କରିବାର ଯୋଜନା କରିଛନ୍ତି ବୋଲି ଖୁଲାସା କରିଛନ୍ତି। ଯାହା…
ଅଧିକ ଖବର ଦେଖନ୍ତୁ...

‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’; ଏଇ ଗୋଟିଏ ନୁହେଁ ସୁଭାଷ ବୋଷଙ୍କର ଏପରି ଅନେକ ବାଣୀ ଆପଣଙ୍କ…

ଜାତିର ପିତା ମହାତ୍ମା ଗାନ୍ଧୀ ଓ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ପରସ୍ପରର ପରିପନ୍ଥୀ କେବେ ବି ନଥିଲେ। କେବଳ ଦୁହିଁଙ୍କର ଚିନ୍ତାଧାରାରେ ଭିନ୍ନତା ଥିଲା। ଦୁହେଁ ଦୁହଁଙ୍କୁ ଯଥେଷ୍ଟ ପରିମାଣରେ ସମ୍ମାନ ଦେଉଥିଲେ ବି ସେମାନଙ୍କ ନୀତି ଥିଲା ଭିନ୍ନ। ଗାନ୍ଧୀଙ୍କର ଏକ ପ୍ରସିଦ୍ଧ…
ଅଧିକ ଖବର ଦେଖନ୍ତୁ...

ଭୋଜିଖାଇ ଫେରୁଥିବା ବେଳେ ଓଲିଟଲା ଟାଟା ମ୍ୟାଜିକ, ୬ ଶିଶୁ ସମେତ ୧୫ ଆହତ

ବ୍ରହ୍ମଗିରି: ଭୋଜି ଖାଇ ଫେରୁଥିବା ବେଳେ ଟାଟା ମ୍ୟାଜିକ ଓଲଟିବାରୁ ୧୫ ଜଣ ଲୋକ ବୁଧବାର ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ଜଣ ଶିଶୁ ଶାମିଲ ଅଛନ୍ତି। ଆହତଙ୍କୁ ବ୍ରହ୍ମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଲିକେରା ଗାଁର ୧୫ ଜଣ ଲୋକ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠୁରତା: କଅଁଳ ଶିଶୁଟି କାନ୍ଦ ବନ୍ଦ ନ କରିବାରୁ ପାଟିରେ ପୂରାଇଲେ ଲଙ୍କାଗୁଣ୍ଡ

କ୍ରିଷ୍ଣା: ମଧ୍ୟପ୍ରଦେଶର କ୍ରିଷ୍ଣା ଜିଲ୍ଲାସ୍ଥିତ ଭୂଷଣଗୁଲା ଗ୍ରାମରେ ଦେଖିବାକୁ ମିଳିଛି ଜଣେ ଅଭାବନୀୟ ଘଟଣା। ଜଣେ ଶିଶୁ ଦୀର୍ଘ ସମୟ ଧରି କାନ୍ଦ ବନ୍ଦ ନକରିବାରୁ ଜଣେ ଅଙ୍ଗନବାଡ଼ି କର୍ମୀ କ୍ରୋଧରେ ଆସି ଶିଶୁଟିର ପାଟିଲେ ଲଙ୍କାଗୁଡ଼ ପୂରାଇ ଦେଇଥିବା ଜାଣିବାକୁ ମିଳିଛି। ଏହି ଘଟଣା ସୋମବାର…
ଅଧିକ ଖବର ଦେଖନ୍ତୁ...

ସତ୍ୟଭାମାଙ୍କୁ ଦ୍ରୌପଦୀ ଦେଇଥିଲେ ସୁଖୀ ବୈବାହିକ ଜୀବନର ଏହି ସବୁ ମନ୍ତ୍ର

ପାଞ୍ଚ ସ୍ୱାମୀଙ୍କୁ ବରଣ କରି ମଧ୍ୟ ବୈବାହିକ ଜୀବନର ଦୁଃଖ ଛୁଇଁ ପାରିନଥିଲା ପାଞ୍ଚାଳର ରାଜକୁମାରୀ ପାଞ୍ଚାଳୀଙ୍କୁ । ସମଗ୍ର ନାରୀ ଜାତି ପାଇଁ ଦ୍ରୌପଦୀ ଜଣେ ଆଦର୍ଶ। ଜଣେ ନାରି ପାଞ୍ଚ ସ୍ୱାମୀଙ୍କ ମନ ନେଇ ଚଳିବା କୌଣସି ସହଜ କଥା ନୁହେଁ। ତଥାପି ବି ନିଜର ବୁଦ୍ଧିକୌଶଳ ଓ ଉତ୍ତମ ବୁଝାବଣା…
ଅଧିକ ଖବର ଦେଖନ୍ତୁ...

୨ମାସ ହେବ ଭଙ୍ଗା ପଡ଼ିଛି ପୋଲ, ୯ଫୁଟ ଉଚ୍ଚ ବିପଦପୂର୍ଣ୍ଣ ନଳା ଦେଇ ସ୍କୁଲ ଯାଉଛନ୍ତି ପିଲା, ଭିଡିଓ ଦେଖନ୍ତୁ

ଗୁଜୁରାଟ: ଗୁଜୁରାଟର ଖେଡା ଜିଲ୍ଲାରେ ପୋଲ ଭାଙ୍ଗି ଯିବା ହେତୁ ଲୋକମାନେ ଓ ଛୋଟପିଲାମାନେ କିପରି ବିପଦପୂର୍ଣ୍ଣ ନଳା ଦେଇ ପାର ହେଉଛନ୍ତି ତାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖେଡାର ନାଏକା ଓ ଭେରାଇ ଗ୍ରାମକୁ ଯୋଡ଼ୁଥିବା ଏକ ପୋଲ ଦୁଇ ମାସ ହେବ ଭାଙ୍ଗି ଯାଇଛି।…
ଅଧିକ ଖବର ଦେଖନ୍ତୁ...

ଘରେ ଲଗାନ୍ତୁ ଏହି ୩ଟି ଗଛ, କେବେ ହେଲେ ଭିତରକୁ ଆସିବେନି ମଶା

ବର୍ଷାଦିନେ ପୃଥିବୀ ସବୁଜ ହୋଇଉଠେ । କିନ୍ତୁ ବର୍ଷାଦିନର ସବୁଠାରୁ ବଡ଼ ସମସ୍ୟା ହେଉଛି ମଶା । ରାସ୍ତାକଡ଼ରେ ହେଉ ବା କୌଣସି ଖାଲୁଆ ଜାଗାରେ ପାଣି ଜମି ରହୁ ଥିବାରୁ ତାହା ମଶାମାନଙ୍କର ବାସସ୍ଥଳୀ ପାଲଟି ଯାଇଥାଏ । ବର୍ଷାଦିନେ ଘର ବାହାରେ ପାଣି ଜମି ରହୁଥିବାରୁ ମଶାମାନେ ନିଜ ବଂଶବିସ୍ତାର…
ଅଧିକ ଖବର ଦେଖନ୍ତୁ...

ନିରପେକ୍ଷ ରହିବ ଇଣ୍ଟରନେଟ, ନେଟ ନ୍ୟୁଟ୍ରାଲିଟିକୁ ସରକାରଙ୍କ ମଂଜୁରୀ

ନୂଆଦିଲ୍ଲୀ : ଇଣ୍ଟରନେଟ ଅବାଧ ଓ ନିରପେକ୍ଷ ରହିବ । ଏକଥା ସ୍ପଷ୍ଟ କରିଦେଇଛନ୍ତି ଭାରତ ସରକାର । ସରକାର ଆଜି ନେଟ ନ୍ୟୁଟ୍ରାଲିଟି ନୀତିକୁ ମଂଜୁରୀ ଦେଇଛନ୍ତି । ଏହି ନୀତି ଅନୁସାରେ ଦେଶରେ ନେଟ୍‌ ନ୍ୟୁଟ୍ରାଲିଟିକୁ ବିରୁଦ୍ଧାଚରଣ କରୁଥିବା ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇ ଗିରଫ ହେଲେ ମ୍ୟାନେଜର

ଝାରସୁଗୁଡ଼ା: ସୀମା ଟପିଯାଇଛି। ଦରମା ଓ ଅନ୍ୟାନ୍ୟ ସୁବିଧା ଭରପୁର ପାଉଥିଲେ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇ ଅଧିକାରୀମାନେ ଦିନ ମଜୁରିଆଙ୍କୁ ବି ଛାଡୁ ନାହାନ୍ତି। ଏମିତି ଏକ ଘଟଣା ବୁଧବାର ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମହାନଦୀ କୋଲଫିଲଡସ୍‌…
ଅଧିକ ଖବର ଦେଖନ୍ତୁ...

ରଣବୀର ଏବଂ ଆଲିଆଙ୍କ ସଂପର୍କ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେଲେ କରୀନା, ଜାଣନ୍ତୁ ଏହାର କାରଣ 

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’ର ରିଲିଜ ହେବା ପରେ ଏବେ ବକ୍ସ ଅଫିସର ନୂଆ ବାଦ୍‌ଶାହା ପାଲଟିଛନ୍ତି ଅଭିନେତା ରଣବୀର କପୁର । ଫିଲ୍ମ ସଫଳତାକୁ ନେଇ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅଭିନେତ୍ରୀ ଆଲିଆଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିବା ନେଇ ମଧ୍ୟ ସମସ୍ତେ ଚର୍ଚ୍ଚା କରୁଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...