Daily Archives

August 15, 2018

ନିରଞ୍ଜନଙ୍କ ନୂଆ ଟିମ୍‌ ଘୋଷିତ: ନବଗଠିତ ପ୍ରଦେଶ କଂଗ୍ରେସ କମିଟିରେ ୧୪ ଉପ-ସଭାପତି, ୨୪ ସାଧାରଣ ସଂପାଦକ, ଜଣେ…

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ରାଜ୍ୟ କଂଗ୍ରେସ । ଏହି କ୍ରମରେ ଆଜି ପିସିସିର ନୂଆ ଟିମ ଘୋଷଣା ହୋଇଛି । ଏପରିକି ଆଗାମୀ ୨୦୧୯ ନିର୍ବାଚନୀ ବୈତରଣୀ ନିରଞ୍ଜନଙ୍କ ନେତୃତ୍ୱରେ ଲଢିବାକୁ ନିଷ୍ପତ୍ତି ନେଇଛି ଦଳ । ଆଉ ଏଥିପାଇଁ ଏକ ବଡ ଟିମର ଘୋଷଣା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ: ପିକ୍‌ନିକ୍‌ କରିବାକୁ ଯାଇଥିଲେ, ଅଚାନକ ବନ୍ୟା ଆସିବାରୁ ଭାସିଗଲେ ୧୨ ଜଣ

ଭୋପାଳ: ସ୍ୱାଧୀନତା ଦିବସ ଅବସରରେ ଖୁସି ମନାଇବା ପାଇଁ ପିକ୍‌ନିକ୍‌ କରୁଥିବା ବେଳେ ଝରଣାରୁ ଅଚାନକ ପାଣିର ସ୍ରୋତରେ ୧୨ ଜଣ ଲୋକ ଭାସି ଯାଇଛନ୍ତି। ମଧ୍ୟପ୍ରଦେଶର ଗ୍ଵାଲିୟର ନିକଟରେ ଶିବପୁରୀ ଅନ୍ତର୍ଗତ ସୁଲତାନଗଡ଼ରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପିକ୍‌ନିକ୍‌ ପାଇଁ ଉତ୍ସାହିତ ଥିବା…
ଅଧିକ ଖବର ଦେଖନ୍ତୁ...

ଛୁଟି କଟାଇବା ପାଇଁ ବିଦେଶ ବୁଲି ଯାଇଥିଲେ ମହିଳା, ଘରକୁ ଫେରିବା ପରେ ତାଙ୍କ ଘର ଆଉ ତାଙ୍କ ଘର ହୋଇ ନଥିଲା

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଜଣେ ୪୫ବର୍ଷିୟ ମହିଳା ଛୁଟି କଟାଇବା ପାଇଁ ବିଦେଶ ବୁଲିବାକୁ ଯାଇଥିଲେ । କିନ୍ତୁ ଘରକୁ ଫେରିବା ପରେ ତାଙ୍କ ଘର ଆଉ ତାଙ୍କ ଘର ହୋଇ ନଥିଲା । ଘରର ଅବସ୍ଥା ଦେଖି ମହିଳାଙ୍କ ହୋସ ଉଡ଼ି ଯାଇଥିଲା । ମହିଳା ଜଣଙ୍କ ଘର ବନ୍ଦ କରି କିଛି ଦିନ ପାଇଁ ବୁଲି ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମରୋକ୍କୋରେ ଗଛ ଉପରେ ପକ୍ଷୀ ନୁହେଁ, ବସିଥାନ୍ତି ଛେଳି,ଜାଣନ୍ତୁ କାରଣ?

ନୂଆଦିଲ୍ଲୀ : ଦୁନିଆରେ ଏମିତି ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇ ଆସିଛୁ । ଆଜି ଆମେ ମରୋକ୍କୋରେ ଥିବା ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଠି ଗଛ ଉପରେ ପକ୍ଷୀ ବସିଥିବାର ଦେଖା ଯାଇ ନ ଥାଏ । । ପକ୍ଷୀଙ୍କ ଉପରେ ଛେଳି ବସିଥିବାର ଲୋକମାନେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରୁଟ୍‌ରେ ଏହି ଟ୍ରେନ୍‌ ଗୁଡ଼ିକ ୨ ଦିନ ବାତିଲ

ଭୁବନେଶ୍ୱର: ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲେଓ୍ଵ ସେକ୍‌ସନ୍‌ରେ ଟ୍ରାକ୍‌ ଓ ବ୍ରିଜ୍‌ ନିକଟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ଆଂଶିକ…
ଅଧିକ ଖବର ଦେଖନ୍ତୁ...

କିଏ ତ୍ରିରଙ୍ଗାକୁ ବିକିନି କରି ପିନ୍ଧିଥିଲା ତ କିଏ ଦେଖାଇଥିଲା ଗୋଡ଼,ଏହି ୫ ସେଲିବ୍ରିଟି କରି ସାରିଛନ୍ତି ତ୍ରିରଙ୍ଗାର…

ମୁମ୍ବାଇ : ସାରା ଦେଶରେ ଆଜି ୭୨ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସାଧାରଣ ଜନତାଙ୍କୁଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜିର ଦିନକୁ ଭଲ ଭାବରେ ପାଳନ କରିଥାନ୍ତି । କିନ୍ତୁ ଅନେକ ସମୟରେ ଆମ ଜାତୀୟ ପତାକା ତ୍ରିରଙ୍ଗାର ଅବମାନନା ହେଉଥିବାର ଦେଖା ଯାଇଥାଏ ।…
ଅଧିକ ଖବର ଦେଖନ୍ତୁ...

ପୁରୀ: ପ୍ରେମିକା ଘରେ ପ୍ରେମିକ ଲହୁଲୁହାଣ, ହସ୍ପିଟାଲରେ ଭର୍ତ୍ତି

ପୁରୀ: ପ୍ରେମିକା ଘରକୁ ଯାଇଥିବା ପ୍ରେମିକ ବୁଧବାର ଆକ୍ରମଣର ଶିକାର ହୋଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଚାରିନଳା ପତିତପାବନ ନଗର ନିବାସୀ ବଳରାମ ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା(୨୨) ଆକ୍ରମଣର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ଛାଡ଼ପତ୍ର ଏବଂ ଭରଣ-ପୋଷଣ ଦେବା ପାଇଁ ଅଦାଲତରେ ଆବେଦନ କରି ଦ୍ୱିତୀୟ ବିବାହ କରିନେଲେ ମହିଳା, ସବୁ ପ୍ରମାଣ…

ଇନ୍ଦୋର : ବିବାହ ପରେ ଅଶାନ୍ତି ଲାଗି ରହୁଛି ବୋଲି କହି ଅଦାଲତରେ ଛାଡ଼ପତ୍ର ଆବେଦନ କଲା ସ୍ତ୍ରୀ । ଏହା ସହ ନିଜକୁ ବେକାର ବୋଲି କହି ସ୍ୱାମୀକୁ ଭରଣ ପୋଷଣ ମଧ୍ୟ ଦେବା ପାଇଁ ସ୍ତ୍ରୀ ଅଦାଲତରେ ଆବେଦନ କରିଥିଲା ।  ଅଦାଲତ ଏ ନେଇ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ୫ମ ଉଚ୍ଚତ୍ତମ ପର୍ବତ ମାଉଣ୍ଟ ମକାଲୁ ଚଢିବ ଭାରତୀୟ ସେନା

ନୂଆଦିଲ୍ଲୀ : ଭାରତୀୟ ସେନା ପର୍ବତାରୋହଣ କ୍ଷେତ୍ରରେ ସଫଲତା ହାସଲ କରିବା ଉଦ୍ଦେଶ୍ୟରେ ୨୦୧୯ରେ ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଉଚ୍ଚତା ବିଶିଷ୍ଟ ପର୍ବତ ମାଉଣ୍ଟ ମକାଲୁ ଅଭିଯାନ ପ୍ରସ୍ତୁତ କରିଛି । ଏହି ପର୍ବତଟି ନେପାଳରେ ଥିବା ମାଉଣ୍ଟ ଏଭରେଷ୍ଟଠାରୁ ୧୯ କିମି ଦକ୍ଷିଣ-ପୂର୍ବରେ ଚୀନ ଓ ନେପାଳ…
ଅଧିକ ଖବର ଦେଖନ୍ତୁ...

ସୁରଟ୍‌ରେ ୧୧୦୦ମିଟର ଦୀର୍ଘ ତ୍ରିରଙ୍ଗା ଧରି ବାହାରିଲା ସ୍ୱାଧୀନତା ଯାତ୍ରା; ଏହି ଅଭିନବ ପ୍ରୟାସ ମନମୋହିଲା

ସୁରଟ୍‌ : ଦେଶରେ ଲୋକମାନେ ୭୨ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ସବୁ କୋଣରେ ଥିବା ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କିନ୍ତୁ ସୁରଟ୍‌ରେ ଏହି ଦିନଟିକୁ ଭିନ୍ନ ଭାବରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏଠାରେ ସ୍ୱାଧୀନତା ଦିବସ…
ଅଧିକ ଖବର ଦେଖନ୍ତୁ...