Daily Archives

August 19, 2018

ଆୟକର ବିଭାଗ ଅଫିସର ସାଜି ମଣ୍ଡିରେ ପହଞ୍ଚିଲେ ଦୁର୍ବୃତ୍ତ, ୧୧ଲକ୍ଷ ଟଙ୍କା ଏବଂ ସୁନା ଧରି ମାରିଲେ ଚମ୍ପଟ

ନୂଆଦିଲ୍ଲୀ: ଦିଲ୍ଲୀର ଆଜାଦପୁର ମଣ୍ଡିର ବ୍ୟବସାୟୀ ଏବଂ ମଜୁରିଆଙ୍କ ଉପରେ ଖାସ୍‌ ନଜର ରଖିଛନ୍ତି ଲୁଟେରା । ଶନିବାର ମଣ୍ଡିରେ ଥିବା ଫଳ ବ୍ୟବସାୟୀଙ୍କ ଅଫିସକୁ ୬ରୁ୭ଜଣ ଯୁବକ ନିଜକୁ ଆୟକର ବିଭାଗର ଅଧିକାରୀ କହି ପଶିବା ସହ ୧୧ଲକ୍ଷ ଟଙ୍କା ଏବଂ ସୁନା ଗହଣା ଚୋରି କରି ନେଇଥିବା ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

୩ୟ ଟେଷ୍ଟ: ଦ୍ୱିତୀୟ ଦିନରେ ଭାରତର ସ୍ଥିତି ମଜବୁତ୍‌, ଇଂଲଣ୍ଡ ବିପକ୍ଷରେ ୨୯୨ ରନ୍‌ରେ ଅଗ୍ରଣୀ

ନଟିଂହାମ୍‌: ପ୍ରଥମ ଇନିଂସରେ ସଫଳତା ପାଇବା ପରେ ଭାରତ ୨ୟ ଇନିଂସରେ ମଧ୍ୟ ଭଲ ଖେଳ ଜାରି ରଖିଛି। ଦ୍ୱିତୀୟ ଦିନ ରବିବାର ଖେଳ ଶେଷ ହେବା ବେଳକୁ ୩୧ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତ ୨୯୨ରନ୍‌ରେ ଅଗ୍ରଣୀ ଲାଭ କରିଛି। ଭାରତ ୬୦ ରନ୍‌ରେ ଲୋକେଶ ରାହୁଲ ଓ ୧୧୧…
ଅଧିକ ଖବର ଦେଖନ୍ତୁ...

ହୃଦୟକୁ ସୁସ୍ଥ ରଖିଥାଏ ହଳଦୀ ତେଲ, ଜାଣନ୍ତୁ ଏହାର ଫାଇଦା ସଂପର୍କରେ…

ସୁସ୍ଥ ରହିବା ପାଇଁ କେବଳ ହଳଦୀ ନୁହେଁ; ଏହାର ତେଲ ମଧ୍ୟ ଲାଭଦାୟକ । ହଳଦୀ ତେଲ ହଳଦୀ ଗଛର ଚେରରୁ ବାହାର କରାଯାଇଥାଏ । ହଳଦୀ ଭଳି ହଳଦୀ ତେଲରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ହଳଦୀ ତେଲ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଯୁବକଙ୍କ କମାଲ; ଟିଭି ରିମୋଟରୁ ପାଇଥିଲେ ବ୍ୟବସାୟ କରିବାର ଆଇଡିଆ, ଏବେ ହଜାରେ କୋଟି କମ୍ପାନିର ମାଲିକ

ନୂଆଦିଲ୍ଲୀ: ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କୁ ଆପଣମାନେ ଜାଣି ନଥାଇ ପାରନ୍ତି । କିନ୍ତୁ ତାଙ୍କ ବ୍ୟବସାୟ ବିଷୟରେ ନିହାତି ଭାବରେ ଆପଣଙ୍କୁ ଜଣାଥିବ । ‘ଓୟୋ’ ନାଁ ତ ଆପଣମାନେ ଶୁଣିଥିବେ । ନିଜ ପାର୍ଟନର ସହ ସମୟ କଟାଇବାକୁ ଯାଇ ଏହି ରୁମ୍‌ର ବ୍ୟବହାର ମଧ୍ୟ କରିଥିବେ ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଖଣ୍ଡଗିରି ଛକରେ କିନ୍ନରଙ୍କ ବାଇକ ପୋଡ଼ିକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଖଣ୍ଡଗିରି ଛକରେ ରବିବାର ରାତି କିନ୍ନରଙ୍କ ସ୍କୁଟି ପୋଡ଼ିବା ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଯାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ କୌଣସି କାରଣକୁ କେନ୍ଦ୍ର କରି କିଛି ଲୋକ ଖଣ୍ଡଗିରି ଛକ ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ ଦିଗରେ ଜାତୀୟ ରାଜପଥ ୧୬ ନମ୍ବର ପାର୍ଶ୍ୱରେ ରାତି ୧୦ଟା…
ଅଧିକ ଖବର ଦେଖନ୍ତୁ...

ଭାଇଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ମନା କଲେ ସଲମାନ, ପରିବାର ବିରୋଧରେ ଯାଇ ବିବାହ କରି ପାରନ୍ତି ଅର୍‌ବାଜ୍‌

ମୁମ୍ବାଇ: ଦୀପିକା-ରଣବୀରଙ୍କ ପରେ ଏବେ ଆଉ ଜଣେ ବଲିଉଡ୍‌ କଳାକାରଙ୍କ ବିବାହ ଖବର ସାମ୍ନାକୁ ଆସିଛି । ପ୍ରଥମ ପତ୍ନୀଙ୍କୁଠାରୁ ଛାଡ଼ପତ୍ର ନେବା ପରେ ଏବେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଭାଇ ଅର୍‌ବାଜ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ଜଣା ପଡ଼ିଛି । କିଛି ଦିନ ହେବ ଅର୍‌ବାଜ ଜଣେ ବିଦେଶୀ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ପିପଳପଦର ଗ୍ରାମପଞ୍ଚାୟତର କେସ୍କାପାଡି ଗାଁର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ରବିବାର ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ଆଇଆଇସି ରମାକାନ୍ତ ମୁଦୁଲିଙ୍କ ସୂଚନା ମୁତାବକ କେସକାପାଢି ଗାଁର କୁନ୍ତିମଣୀ…
ଅଧିକ ଖବର ଦେଖନ୍ତୁ...

ମର ଶରୀରକୁ ଅପମାନ ମହଙ୍ଗା ପଡ଼ିଲା; ବହିଷ୍କାର ହେଲେ ପୁଲିସ କନେଷ୍ଟବଲ

ଶିବ୍‌ପୁରୀ(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଶିବପୁରୀରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ପୁଲିସ କନେଷ୍ଟବଲ ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ମୃତ ଦେହକୁ ଷ୍ଟ୍ରେଚରରୁ ତଳକୁ କାଢ଼ିବା ପାଇଁ ନିଜ ଗୋଡ଼ର ବ୍ୟବହାର କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ଫଟୋ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟଙ୍କ ପରେ କେରଳବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ୍‌, ଦେଲେ ୨୧ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ପରେ ଏବେ ଶାହାରୁଖ୍‌ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାହାଯ୍ୟ ହାତ ବଢ଼ାଇଥିବା ଜଣା ପଡ଼ିଛି । କିଙ୍ଗ ଖାନ୍‌ଙ୍କ ମୀର ଫାଉଣ୍ଡେସନ ତରଫରୁ କେରଳବାସୀଙ୍କୁ ୨୧ଲକ୍ଷ ଟଙ୍କା ଦିଆ ଯାଇଛି । ବିଗତ ୧୦୦ ବର୍ଷର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ ଲୁଚି ଲୁଚି ବିବାହ କରିବା ସହ ମୁସ୍‌ଲିମ୍‌ରୁ ହିନ୍ଦୁ ହେଲେ ପ୍ରେମିକ, ହେଲେ…

ରାୟପୁର: ୩୩ବର୍ଷିୟ ଯୁବକ ୨୩ବର୍ଷିୟ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ମୁସ୍‌ଲିମ୍‌ରୁ ହିନ୍ଦୁ ହେବା ସହ ନିଜର ନାମ ଇବ୍ରାହିମ୍‌ ସିଦ୍ଦ୍‌କୀରୁ ଆର୍ୟ୍ୟନ ଆର୍ୟ୍ୟା କରିଥିଲେ । ଫେବ୍ରୁଆରି ମାସରେ ଦୁହେଁ ବିବାହ କରିଥିଲେ ମଧ୍ୟ ଘରେ ଜଣାଇ ନଥିଲେ…
ଅଧିକ ଖବର ଦେଖନ୍ତୁ...