Daily Archives

August 21, 2018

ଅପରେସନ ପରୀ-୨: ନିଖୋଜ ପିଲାଙ୍କୁ ପାଇବେ ପିତାମାତା

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍‌ ଶୀଘ୍ର ଅପରେସନ ପରୀ-୨ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅପରେସନ ମାଧ୍ୟମରେ ନିଖୋଜ ଥିବା ପିଲାମାନଙ୍କୁ ଖୋଜାଯିବ। ଏହି ଅପରେସନ ରାଜ୍ୟ ଓ ରାଜ୍ୟ ବାହାରେ କରାଯିବ। ଅପରେସନ ଟିମର ସଦସ୍ୟମାନେ ଓଡ଼ିଶାର ନିଖୋଜ ପିଲାଙ୍କ ତଥ୍ୟ ଯୋଗାଡ଼ କରି ଘଟଣାସ୍ଥଳକୁ…
ଅଧିକ ଖବର ଦେଖନ୍ତୁ...

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଟିମ୍‌ର ଦ୍ୱିତୀୟ ବୃହତ୍ତ ବିଜୟ, ୨୧-୦ରେ ଖାଜକସ୍ତାନକୁ ହରାଇଲା

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଆରମ୍ଭ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ୍‌ ୨୧-୦ରେ ଖାଜକସ୍ତାନକୁ ପରାସ୍ତ କରିଛି। ଚଳିତ ଏସୀୟ କ୍ରୀଡ଼ାରେ ପୁଲ-ବି ଭାରତୀୟ ମହିଳା ଟିମ୍‌ର ମଙ୍ଗଳବାର ହେଉଛି କ୍ରମାଗତ ଦ୍ୱିତୀୟ ବିଜୟ। ଗେଲୋରା ବଙ୍ଗ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ହାତ ଛାଡ଼ି ଏହି ଅଭିନେତାଙ୍କ ସାଥ୍‌ ଦେଲେ ପ୍ରିୟଙ୍କା! ‘ଭାରତ’ ପରିବର୍ତ୍ତେ କେଉଁ ଚଳଚ୍ଚିତ୍ରରେ ନଜର ଆସିବେ…

ମୁମ୍ବାଇ: ପୂର୍ବରୁ ହିଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବହୁ ଚର୍ଚ୍ଚିତ ମୁହଁ ଭାବେ ଗତ କିଛି ଦିନ ହେବ ପ୍ରିୟଙ୍କା ଚୋପ୍ରା ରହି ଆସିଛନ୍ତି। ପ୍ରଥମେ ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ପରେ ପ୍ରେମିକ୍‌ ନିକ୍‌ଙ୍କ ସହ ସଂପର୍କକୁ ନେଇ, ତା’ପରେ ନିକ୍‌ଙ୍କୁ ବିବାହ କରିବା ପାଇଁ ‘ଭାରତ’…
ଅଧିକ ଖବର ଦେଖନ୍ତୁ...

ଗିନିଜ୍‌ ଓ୍ଵାର୍ଲଡ ରେକର୍ଡ ଲକ୍ଷରେ କୁନି ଝିଅ ସଞ୍ଜନା; ସାଢ଼େ ତିନି ଘଣ୍ଟାରେ କରୁଛନ୍ତି ୧୧୧୧ଟି ତୀର ଚାଳନା

ଚେନ୍ନାଇ: ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ଆଧୁନିକ ହେବାରେ ଲାଗିଛନ୍ତି କୁନି କୁନି ପିଲା। ଖୁବ୍‌ କମ୍‌ ବୟସରେ ରେକର୍ଡ ସୃଷ୍ଟିକାରୀ ଅନେକ ପିଲା ଆଜିକାଲି ନଜରକୁ ଆସୁଛନ୍ତି। ସେହିପରି ଜଣେ କୁନି ଝିଅ ହେଉଛନ୍ତି ତାମିଲନାଡୁର ପି ସଞ୍ଜନା। ସେ ଗିନିଜ୍‌ ରେକର୍ଡ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଔଷଧୀୟ ଗଛକୁ ନିଜ ବାଡ଼ିରେ ରଖନ୍ତୁ, ଦୂର ହେବ ଅନେକ ସମସ୍ୟା

ଆମର ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତ୍‌କ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଗଛ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ। ଆଜି ସେମିତି କିଛି ଗଛ ସଂପର୍କରେ ଆଲୋଚନା କରବା, ଯେଉଁଗୁଡ଼ିକ ବେଶ୍‌ ଆବଶ୍ୟକୀୟ ଏବଂ ଆମ ଅହାତ…
ଅଧିକ ଖବର ଦେଖନ୍ତୁ...

ନଟିଂହାମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ଜାରି, ସ୍କୋର ୮/୨୮୨ ରନ୍‌

ନଟିଂହାମ୍‌: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ନଟିଂହାମର ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ ୪ର୍ଥ ଦିନର ଖେଳ ଜାରି ରହିଛି। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ ପ୍ରଥମ ଇନିଂସରେ ୩୨୯ ରନ୍‌ ସଂଗ୍ରହ କରି ଅଲ ଆଉଟ୍‌ ହୋଇଥିଲା। ଜବାବରେ…
ଅଧିକ ଖବର ଦେଖନ୍ତୁ...

ଏବେ ନୁହେଁ ୬୮ ବର୍ଷ ପୂର୍ବେ ବି ଉଠୁଥିଲା ସେଲ୍‌ଫି; ୧୯୫୦ ମସିହାର ସେଲ୍‌ଫି ସେୟାର୍‌ କଲେ ଲତା ମଙ୍ଗେସ୍‌କର

ନୂଆଦିଲ୍ଲୀ: ଟୁଇଟର୍‌ରେ ସଦା ସକ୍ରିୟ ରହୁଥିବା ଖ୍ୟାତନାମା ଭାରତୀୟ କଣ୍ଠଶିଳ୍ପୀ ଲତା ମଙ୍ଗେସକର୍‌ ସୋମବାର ଏକ ମଜାଦାର୍‌ ଟୁଇଟ୍‌ କରିଛନ୍ତି। ସେ ନିଜର ଯୁବ ବେଳର ଏକ ଫଟୋ ଟୁଇଟର୍‌ରେ ସେୟାର୍‌ କରି ଲେଖିଛନ୍ତି, ‘ନମସ୍କାର, ମୁଁ ନିଜେ ଉଠାଇଥିବା ଏକ ଫଟୋ ସେୟାର କରୁଛି। ଏହି ଫଟୋ ୧୯୫୦…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: କେରଳ ବନ୍ୟା ପୀଡିତାଙ୍କୁ ଆର୍ଥୀକ ସାହାଯ୍ୟ ପ୍ରଦାନ କଲେ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: କୋରପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ସାଙ୍ଗାନ୍ନା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀମାନେ ମିଳିମିଶି କେରଳ ବନ୍ୟା ପୀଡିତାଙ୍କ ଉଦ୍ଦେଶ୍ୟରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତିା ଛାତ୍ରଛାତ୍ରୀମାନେ ୧୦୨୬ ଟଙ୍କା ପ୍ରଦାନ କରିଥିବା ବେଳେ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ରାମଙ୍କ ନାମ ଲେଖା ଥିବା ପଥର ଭାସୁଥିବା ବେଳେ ସ୍ୱୟଂ ରାମ ଭସାଉଥିବା ପଥର ବୁଡ଼ିଯାଉଥିଲା କାହିଁକି?

ରାମାୟଣ ଯଦି ପଢ଼ିଥିବେ, ଶୁଣିଥିବେ କିମ୍ବା ଟିଭିରେ ଦେଖିଥିବେ ତେବେ ଏକଥା ତ ନିଶ୍ଚୟ ଜାଣିଥିବେ ଯେ ସେତୁ ବନ୍ଧ ବନ୍ଧା ଯିବା ପରେ ହିଁ ରାମ ନିଜର ସହଯୋଗୀଙ୍କୁ ନେଇ ଲଙ୍କାପୁରରେ ସୀତାଙ୍କୁ ମୁକୁଳେଇବା ପାଇଁ ପହଞ୍ଚି ପାରିଥିଲେ। ଏହି ସେତୁ ବନ୍ଧ ବାନ୍ଧିବା କାର୍ଯ୍ୟରେ ରାମଙ୍କ ସହ ଲକ୍ଷ୍ମଣ,…
ଅଧିକ ଖବର ଦେଖନ୍ତୁ...

ଆଦର୍ଶର ଭିନ୍ନ ରୂପ; ନିର୍ଜନ ଗାଁରେ ଆଧୁନିକ ସ୍କୁଲ୍‌ ଖୋଲିବା, ନିଜ ଟଙ୍କାରେ ଛାତ୍ରଛାତ୍ରୀଙ୍କ ପେଟ ପୂରାଇବା ପରି…

ଚେନ୍ନାଇ: ଶିକ୍ଷକମାନେ ଯୁଗେ ଯୁଗେ ସମାଜ ପାଇଁ ଆଦର୍ଶ ହୋଇଥାନ୍ତି। କେବେ ଶିକ୍ଷା ଦାନ କରି ତ କେବେ ସଂସ୍କାରର ମୂଲ୍ୟବୋଧ ଶିଖାଇ। ଏବେ ସମାଜ ପାଇଁ ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ବିହାରର ଏକ ନିର୍ଜନ ଗ୍ରାମରେ ଥିବା ଏକ ସରକାରୀ ସ୍କୁଲ୍‌ ଶିକ୍ଷକ ମଦନ ଯାଦବ। ଯାଦବ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...