Daily Archives

September 5, 2018

ଦୁଇଦିନ ଧାରଣା ଦେବା ପରେ ୩ୟ ଦିନରେ ବିଧାୟକଙ୍କ ଆମରଣ ଅନଶନ ଆରମ୍ଭ

ଲକ୍ଷ୍ମୀପୁର: ଆଠ ଦଫା ଦାବି ନେଇ ଦୁଇ ଦିନ ଧାରଣା ଦେବା ପରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ବୁଧବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଆମ୍ବେଦକର ଛକ ସମ୍ମୁଖରେ ସୋମବାର ଠାରୁ ବିଧାୟକ ଧାରଣାରେ ବସି ରହିଥିଲେ।…
ଅଧିକ ଖବର ଦେଖନ୍ତୁ...

୮୦ଟଙ୍କାର ଋଣରେ ଆରମ୍ଭ କରାଯାଇଥିବା ଏହି କମ୍ପାନିର କାରବାର ଆଜି ୮୦୦କୋଟି ପହଞ୍ଚିଛି; ଏହାର ଉତ୍ପାଦ ଏବେ ଘରେ ଘରେ…

ନୂଆଦିଲ୍ଲୀ : ଲିଜ୍ଜତ ପାମ୍ପଡ଼ର ସ୍ୱାଦର ମଜା ଆପଣମାନେ ନେଇଥିବେ ନିଶ୍ଚୟ । ପ୍ରତି ଘରେ ଖାଇବା ସମୟରେ ସମସ୍ତେ ଲିଜ୍ଜତ ପାମ୍ପଡ଼ ଖାଇବାକୁ ହିଁ ପସନ୍ଦ କରିଥାନ୍ତି । ଲିଜ୍ଜତ ଶବ୍ଦର ଅର୍ଥ ସ୍ୱାଦିଷ୍ଟ ହୋଇଥିବା ବେଳେ ନାଁ ଅନୁସାରେ ସମସ୍ତଙ୍କୁ ପସନ୍ଦ ଆସିଛି ପାମ୍ପଡ଼ । ତେବେ ଯେଉଁ ଲିଜ୍ଜତ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା-ନିକ୍‌ଙ୍କ ନିର୍ବନ୍ଧକୁ ନେଇ ପ୍ରତିକ୍ରିୟା ରଖିଲେ ନିକ୍‌ଙ୍କ ପୂର୍ବ ପ୍ରେମିକା,କହିଲେ…

ମୁମ୍ବାଇ : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ଙ୍କ ନିର୍ବନ୍ଧ ଗତ ମାସରେ ସଂପନ୍ନ ହୋଇଥିବା ବେଳେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଥିବା ବେଳେ ଏବେ ନିକ୍‌ଙ୍କ ପୂର୍ବ ପ୍ରେମିକାଙ୍କ ପ୍ରତିକ୍ରିୟା ଆସିଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଫୋନ ବ୍ୟବହାର ଦ୍ୱାରା ଶୁଖିଯାଉଛି ଆଖିର ଜଳୀୟ ଅଂଶ, ୪ ବର୍ଷ ଭିତରେ ୫୪ ପ୍ରତିଶତ ବଢ଼ିଛି ଆଇଡ୍ରପ୍‌ର ବିକ୍ରି

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ସ୍ମାର୍ଟଫୋନର ବିକ୍ରି ବଢ଼ିବାରେ ଲାଗିଛି । ୨୦୧୮ରେ ପ୍ରାୟ ୪୨ଲକ୍ଷରୁ ଅଧିକ ସ୍ମାର୍ଟଫୋନର ବିକ୍ରି ହୋଇ ସାରିଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ବଢ଼ିବାରୁ ଦେଶ ଡ଼ିଜିଟାଲ ହେଉଛି ସତ କିନ୍ତୁ ତାହାର ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ୁଛି । ମେଡ଼ିକାଲ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଭାରତ’କୁ ନେଇ ପ୍ରିୟଙ୍କା ଏବଂ କ୍ୟାଟ୍ରିନାଙ୍କ ବିଷୟରେ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

ମୁମ୍ବାଇ : ଫିଲ୍ମ ‘ଭାରତ’ର ସୁଟିଂ କେତେ ବାଦବିବାଦ ଭିତରେ ଆରମ୍ଭ ହୋଇଛି ତାହା ସମସ୍ତଙ୍କୁ ଜଣା । ସୁଟିଂ ଆରମ୍ଭ ହେବାର ୫ ଦିନ ପୂର୍ବରୁ ପ୍ରିୟଙ୍କା ହଠାତ୍‌ ସୁଟିଂ ଛାଡ଼ିବା ଏବଂ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନାଙ୍କୁ ନିଆଯିବାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏ ନେଇ ଫିଲ୍ମର…
ଅଧିକ ଖବର ଦେଖନ୍ତୁ...

ଆଇଆଇଟି ଦିଲ୍ଲୀର ଏହି ପୂର୍ବତନ ପ୍ରଫେସର ବିତାଉଛନ୍ତି ଏମିତି ଜୀବନ, ସମ୍ବଳ ଆକାରରେ ଅଛି ୩ଟି କୁର୍ତ୍ତା ଏବଂ ଗୋଟିଏ…

ବେତୁଲ : ସମୟ ଯେ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଏ ତାହା କେହି କହି ପାରିବେ ନାହିଁ । ଦେଶର ଏବଂ ଦେଶ ବାହାରେ ବଡ଼ ବଡ଼ କଲେଜରେ ପଢ଼ିଥିବା ବ୍ୟକ୍ତି ଆଜି ଏଭଳି ଅବସ୍ଥାରେ ବଞ୍ଚୁଥିବ ତା’ହା ବୋଧହୁଏ କେହି ବିଶ୍ୱାସ କରି ପାରିବେ ନାହଁ । ଆଜି ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ…
ଅଧିକ ଖବର ଦେଖନ୍ତୁ...

ବେକରେ ରଶିି ଲଗାଇ ଆତ୍ମହତ୍ୟା କଲେ ଏହି ଅଭିନେତାଙ୍କ ପତ୍ନୀ, ଆତ୍ମହତ୍ୟା ପୂର୍ବରୁ ବ୍ୟକ୍ତିଗତ କଥାକୁ ନେଇ ହୋଇଥିଲା…

ଚେନ୍ନାଇ : ତାମିଲ ଅଭିନେତା ସିଦ୍ଧାର୍ଥ ଗୋପିନାଥଙ୍କ ପତ୍ନୀ ହଠାତ୍‌ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିନେତା ସିଦ୍ଧାର୍ଥ ଏବଂ ତାଙ୍କ ପତ୍ନୀ ସ୍ମିର୍‌ଜାଙ୍କ ମଧ୍ୟରେ ଝଗଡ଼ା ହେବାରୁ ରାଗରେ ତାଙ୍କ ସ୍ତ୍ରୀ ଚେନ୍ନାଇସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଭାରତ ପହଞ୍ଚିଲେ ଆମେରିକୀୟ ବିଦେଶ ମନ୍ତ୍ରୀ ପୋମ୍ପିଓ, ୨+୨ ଆଲୋଚନା ଉପରେ ରହିବ ନଜର

ନୂଆଦିଲ୍ଲୀ: ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ବୁଧବାର ରାତି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତ ସହିତ ଗୁରୁବାର ଦ୍ୱିପାକ୍ଷୀକ ଆଲୋଚନା କରିବେ। ଏହା ପୂର୍ବରୁ ମାଇକ୍‌ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ପ୍ରଥମେ ୨+୨ ଆଲୋଚନା ହେବ। ପୋମ୍ପିଓ କହିଛନ୍ତି, ୨ ଦେଶ ମଧ୍ୟରେ ବୈଠକ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକତାର ଅପୂର୍ବ ଉଦାହରଣ : ବିନା ଦରମାରେ ଦୀର୍ଘ ୧୬ବର୍ଷ ଧରି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଥିଲେ ରାଜଲକ୍ଷ୍ମୀ

ଗ୍ଵାଲିୟର : ଆଜି ସାରା ଦେଶ ଗୁରୁ ଦିବସ ପାଳନ କରୁଛି । ସବୁ ସ୍କୁଲ-କଲେଜରେ ପିଲାମାନେ ନିଜ ନିଜ ଗୁରୁଙ୍କୁ ପୂଜା କରି ଜୀବନରେ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇଥିବାରୁ ଧନ୍ୟବାଦ୍‌ ଜଣାଇଛନ୍ତି । ଆଜି ଭଳି ଦିନରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଜଣେ ଶିକ୍ଷୟତ୍ରୀଙ୍କ ଉତ୍ସର୍ଗିକୃତ ମନୋଭାବକୁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଙ୍କ କଟାକ୍ଷରେ ବିବ୍ରତ ବିଗ୍‌ ବି ରାଗରେ ଘରକୁ ଯାଇ ବାପାଙ୍କୁ ପ୍ରଶ୍ନ କରିଥିଲେ, ମୋତେ କାହିଁକି ଜନ୍ମ କରୁଥିଲ ?…

ମୁମ୍ବାଇ : ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି ଲୋକପ୍ରିୟ ରିୟାଲିଟି ସୋ’ କୌନ୍‌ ବନେଗା କରୋଡ଼ପତି । ଏହାର ହୋଷ୍ଟିଂ କରୁଛନ୍ତି ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ । ଆରମ୍ଭ ହେବା ପରେ ପରେ ସୋ’କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅମିତାଭଙ୍କ ବିଷୟରେ ଜଣା ପଡ଼ିଥିବା ଏକ ଖବର ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...