Daily Archives

September 9, 2018

ଏସ୍‌ଜେଏଫ୍‌ଆଇ କନ୍‌ଭେନ୍‌ସନ୍‌: ଟେନ୍‌ପିନ୍‌ ବୋଲିଂରେ ଓସ୍‌ଜାକୁ ବ୍ରୋଞ୍ଜ

ବେଙ୍ଗାଲୁରୁ: ଓଡିଶାରେ ଯେଉଁ ଖେଳ ବିଷୟରେ ଅନେକ ଜାଣନ୍ତିି ନାହିଁ, ଯେଉଁ ଖେଳର ଭିିତ୍ତିଭୂମି ଓଡିଶାରେ ଆଦୌ ନାହିଁ, ସେହିି ଟେନ୍‌ପିନ୍‌ ବୋଲିଂରେ ବିରାଟ ସଫଳତା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ(ଓସ୍‌ଜା) ଏଠାରେ ହାସଲ କରିଛି। ସର୍ବ ଭାରତୀୟ କ୍ରୀଡା ସାମ୍ବାଦକ ସଂଘର ୪୧ତମ କନ୍‌ଭେନ୍‌ସନ୍‌…
ଅଧିକ ଖବର ଦେଖନ୍ତୁ...

ନିଜ ବାୟୋପିକ୍‌ର ନିର୍ମାଣ ଦେଖିବାକୁ ଚାହୁଁଛନ୍ତି ଗୋବିନ୍ଦା, କହିଲେ-ଅନେକ ଲୋକଙ୍କୁ ପ୍ରେରଣା ଦେବ ମୋ କାହାଣୀ

ମୁମ୍ବାଇ: କମେଡ଼ି ଫିଲ୍ମ ‘ଫ୍ରାଇଡ଼େ’କୁ ନେଇ ଆସୁଥିବା ବଲିଉଡ୍‌ ଅଭିନେତା ଗୋବିନ୍ଦା ଏତେ ଦିନ ପରେ ନିଜ ମନ କଥା ଖୋଲି କହିଛନ୍ତି । କୌଣସି ଗଡ୍‌ ଫାଦର ନଥାଇ ବଲିଉଡ୍‌ରେ ତିଷ୍ଟି ରହିବା ସହଜ ନୁହେଁ । ଏଠାରେ ତିଷ୍ଟିବା ପାଇଁ ସେ ଯେଉଁ ସଂଗ୍ରାମ କରିଛନ୍ତି ତାହା ତାଙ୍କ ସାଥୀ କଳାକାରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚାପୁଡ଼ାର ପ୍ରତିଶୋଧ ନେବାକୁ ଯାଇ ବୀମା ଏଜେଣ୍ଟକୁ ହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ଥିବା ଏକ ପାର୍କରେ ଜନୈକ ୪୫ବର୍ଷିୟ ବୀମା ଏଜେଣ୍ଟଙ୍କ ମୃତ ଦେହ ମିଳିବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ, ଏହି ମାମଲାର ଅଭିଯୁକ୍ତ ଦର୍ଜି ଶାହିଦ୍‌କୁ ଗିରଫ କରିଛି ପୁଲିସ । ଗିରଫ କରିବା ପରେ ମୃତ ବୀମା ଏଜେଣ୍ଟ ଅନୀଲ…
ଅଧିକ ଖବର ଦେଖନ୍ତୁ...

ଓଭାଲ ଟେଷ୍ଟ: ବିଦାୟ ପୂର୍ବରୁ ସ୍ମୃତି ଛାଡ଼ି ଦେଇ ଗଲେ ଆଲିଷ୍ଟର କୁକ୍‌, ଇଂଲଣ୍ଡର ସ୍କୋର ୧୧୪/୨

ଇଂଲଣ୍ଡ: ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ରୁ ଅବସର ନେବା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ ରବିବାର କ୍ରିକେଟ ପ୍ରେମୀ ଓ ପ୍ରଶଂସକଙ୍କୁ ସ୍ମରଣୀୟ ଉପହାର ଦେଇଛନ୍ତି। ଭାରତ ବିରୋଧରେ ଇଂଲଣ୍ଡର କୁକ୍‌ ଚଳିତ ଶୃଙ୍ଖଳାର ଅନ୍ତିମ ତଥା ୫ମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୭୧…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ପରେ ସୁଟିଂ ଆରମ୍ଭରୁ ଫିଲ୍ମ ଛାଡ଼ିଲେ ଦୀପିକା: ଦିଆଯାଇଥିବା ଟଙ୍କା ଫେରାଇବା ସହ କହିଲେ ଏହି କଥା

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମ ଭାରତ ଛାଡ଼ିବା ପରେ ଘଟଣାଟି ଚର୍ଚ୍ଚାରେ ରହିଥିଲା । ଯାହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ, ଅଭିନେତା ସଲମାନ, ସଲମାନଙ୍କ ପରିବାର ଏବଂ ପ୍ରିୟଙ୍କା ନିଜ ନିଜର ମତ ରଖିଥିଲେ । ତେବେ ପ୍ରିୟଙ୍କାଙ୍କ ପରେ ଏବେ ଅଭିନେତ୍ରୀ ଦୀପିକା…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ନିଜ ଭଲ ପାଇବାକୁ ଜାହିର କଲେ ଷ୍ଟାର କ୍ରିକେଟର ସଞ୍ଜୁ ସାମ୍‌ସନ, ୫ବର୍ଷ ପୁରୁଣା ପ୍ରେମ ସଂପର୍କର କଲେ…

ଥିରୁବନନ୍ତପୁରମ୍‌: କେରଳରେ ରହୁଥିବା ବ୍ୟାଟ୍‌ସ ମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କ ନାମ ଭାରତର ସବୁଠାରୁ ଲୋକପ୍ରିୟ କ୍ରିକେଟ ଖେଳାଳିମାନଙ୍କ ମଧ୍ୟରୁ ଗୋଟେ । ଆଇପିଏଲ୍‌ ହେଉ ବା ଫାଷ୍ଟ କ୍ଲାସ କ୍ରିକେଟ ସଞ୍ଜୁ ନିଜ ବ୍ୟାଟିଙ୍ଗର ଯାଦୁ ଦେଖାଇବା ସହ ନିଜକୁ ପ୍ରମାଣିତ କରି ସାରିଛନ୍ତି । ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ସୋମବାର ଭାରତ ବନ୍ଦ: ଆପଣଙ୍କୁ ଏସବୁ ଜାଣିବାର ଅଛି

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ‘ଭାରତ ବନ୍ଦ’ ସୋମବାର ପାଳନ କରାଯିବ। ଫଳରେ ଆପଣଙ୍କର ଜୀବନ ଶୈଳୀ ପ୍ରଭାବିତ ହେବ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ୨୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ଏଥିରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ଔଷଧ ନୁହେଁ, ଏହି ଘରୋଇ ଉପାୟ ଆପଣାଇ କରନ୍ତୁ ଡ଼େଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗର ଛୁଟି

ପାଗ ବଦଳିବା ସହ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ । ଏହା ମଧ୍ୟରୁ ଗୋଟେ ହେଲା ଡ଼େଙ୍ଗୁ ଏବଂ ଅନ୍ୟଟି ହେଲା ଚିକନଗୁନିଆ । ଏହି ଦୁଇଟି ରୋଗ ହେଲେ ହାତ-ଗୋଡ଼ ବିନ୍ଧା ହେବା, ଭୋକ କମ ଲାଗିବା, ବାନ୍ତି ହେବା, ଜ୍ୱର ହେବା, ଅଧିକ ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା,…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ନିଜ ପିଠି ଦେଖାଇ ଉଦ୍ଧାର କରିଥିଲେ ଏହି ମତ୍ସ୍ୟଜୀବୀ, ଏବେ ଉପହାର ଆକାରରେ ମିଳିଲା…

ଥିରୁବନନ୍ତପୁରମ୍‌: ଚଳିତ ବର୍ଷ କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସବୁଦିନ ପାଇଁ ସମସ୍ତଙ୍କ ମନରେ ସ୍ମରଣୀୟ ହୋଇ ରହିବ । କେରଳର ୧୦୦ବର୍ଷ ଇତିହାସରେ ଏପରି ବନ୍ୟା ହୋଇ ନଥିବା ବେଳେ ଏହାର ପ୍ରଭାବରେ ପ୍ରାୟ ୪୦୦ରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଥିଲେ । ତେବେ, କେରଳବାସୀଙ୍କୁ ଏପରି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ

ଭଞ୍ଜନଗର: ବିଦ୍ୟୁତ ଆଘାତରେ ରବିବାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଭଞ୍ଜନଗର ଥାନା ଅଧିନ ବଡ଼ପଡ଼ା ଗ୍ରାମର ଅଭିମନ୍ୟୁ ପାତ୍ର(୭୦) ଓ ତାଙ୍କର ପୁଅ ଜିତେନ୍ଦ୍ର ପାତ୍ର(୪୨)ଙ୍କର ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...