Daily Archives

September 13, 2018

ଜାକ୍‌ଲିନ୍‌ଙ୍କୁ ନେଇ ସୋନମଙ୍କ ଖୁଲାସା: ଟିଣ୍ଡର ଆପ୍‌ରେ ଜାକ୍‌ଲିନ୍‌ ଏଭଳି ପୁଅମାନଙ୍କୁ ଡ଼େଟ୍‌ କରିବାକୁ ପସନ୍ଦ…

ମୁମ୍ବାଇ: କିଛି ଦିନ ତଳେ ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରାଜ ଖୋଲିଥିଲେ ଅଭିନେତ୍ରୀ ସୋନମ୍‌ । ସୋ’ରେ ସେ ନିଜର ବିବାହ ଏବଂ ଶୋଇବା ଘରର ଅନେକ ରାଜ୍‌ ଖୋଲିଥିବା ବେଳେ ନିଜର ଭଲ ବନ୍ଧୁ ଜାକ୍‌ଲିନ୍‌ଙ୍କୁ ନେଇ ମଧ୍ୟ ସେ ଅନେକ କଥା ସେୟାର କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ଏହି ଦେଶରେ ମହିଳାମାନେ କଣ୍ଡୋମ ସହ କରୁଛନ୍ତି ଏଭଳି କାମ,ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନୂଆଦିଲ୍ଲୀ : ସାଧାରଶତଃ ଯୁବକ-ଯୁବତୀମାନେ ଏବଂ ଦମ୍ପତିମାନେ ଶାରୀରିକ ସଂପର୍କ ରଖିବା ସମୟରେ କଣ୍ଡୋମର ବ୍ୟବହାର କରିଥାନ୍ତି । ଯୌନରୋଗ ଏବଂ ଗର୍ଭଧାରଣକୁ ଏଡ଼ାଇବା ପାଇଁ ସେମାନେ ଏହାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣ କଣ୍ଡୋମକୁ କେବଳ ଶାରୀରକ ସଂପର୍କ ରଖିବା ସମୟରେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଦୁଇ ମାସ ହେଲାଣି ନିଖୋଜ ଅଛନ୍ତି ହଲିଉଡ୍‌ ଫିଲ୍ମ ଏକ୍ସ-ମ୍ୟାନ୍‌ର ଅଭିନେତ୍ରୀ ଫ୍ୟାନ୍‌ ବିଙ୍ଗ୍‌ବିଙ୍ଗ୍‌

ନୂଆଦିଲ୍ଲୀ: ହଲିଉଡ୍‌ର ଆକ୍ସ ସିରିଜ୍‌ ଏକ୍ସ-ମ୍ୟାନ୍‌ର ଅଭିନେତ୍ରୀ ଫ୍ୟାନ୍‌ ବିଙ୍ଗବିଙ୍ଗ୍‌ ଗତ ଦୁଇ ମାସ ହେବ ନିଖୋଜ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ଚୀନ୍‌ରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିନେତ୍ରୀଙ୍କ ସନ୍ଧାନ ଜାରି ରହିଛି ।…
ଅଧିକ ଖବର ଦେଖନ୍ତୁ...

ଅନାଥ ଯୁବକଙ୍କ ଚିକିତ୍ସା ପାଇଁ ଆଦାୟ ହୋଇଥିବା ଟଙ୍କାରୁ ୮୦ପ୍ରତିଶତ ଟଙ୍କା ଦାନ କଲା ପୁନେର ଗଣେଶ ପୂଜା କମିଟି

ପୁନେ : ଆଜି ପବିତ୍ର ଗଣେଶ ପୂଜା ଅବସରରେ ଦେଶର ପ୍ରତି କୋଣ ଅନୁକୋଣରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି । ସବୁ ପୂଜା କମିଟି ନିଜ ନିଜ ଅଞ୍ଚଳରେ ଗଣେଶ ପୂଜାକୁ ଅନ୍ୟଠାରୁ ଭିନ୍ନ କରିବା ପାଇଁ ଲାଗି ପଡ଼ିଥିବା ବେଳେ ଏ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର : ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବା ବେଳେ ଆଜି ଭୁବନେଶ୍ୱରରେ ପୁଣି ଫୁଟିଛି ଗୁଳି। ଏଥିରେ ଜଣେ ଢ଼ାବା କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି କଳିଙ୍ଗ ଷ୍ଟୁଡିଓ ନିକଟରେ। ଖବର ପାଇଁ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ…
ଅଧିକ ଖବର ଦେଖନ୍ତୁ...

ନିଜ ପିନ୍ଧା ପୋଷାକକୁ ନେଇ ଟ୍ରୋଲ ହେଲେ ଜାହ୍ନବୀ, ଲୋକେ କହିଲେ-ମ୍ୟାଡ଼ାମ୍‌ ଘରେ ପ୍ୟାଣ୍ଟ ଭୁଲି ଆସିଛନ୍ତି…

ମୁମ୍ବାଇ: ଫିଲ୍ମ ଧଡ଼କ୍‌ର ରିଲିଜ୍‌ ପରେ ଜାହ୍ନବୀ କପୁରଙ୍କ ଡ଼ିମାଣ୍ଡ ଧିରେ ଧିରେ ବଢ଼ିବାରେ ଲାଗିଛି । ଧଡ଼କ୍‌ ପରେ ଜାହ୍ନବୀ ଫିଲ୍ମ ତଖ୍‌ତରେ ନଜର ଆସିବେ ବୋଲି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଘୋଷଣା କରିଥିବା ବେଳେ ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର, ଅଭିନେତା ରଣବୀର କପୁର…
ଅଧିକ ଖବର ଦେଖନ୍ତୁ...

ନିଜ ମଧୁର କଣ୍ଠରେ ପୁଲିସକୁ ହନୁମାନ ଚାଳଶା ଶୁଣାଇଲା ଚୋର,କିଛି ସମୟ ପରେ ଘଟିଲା କିଛି ଏମିତି ଘଟଣା!

ହାଜିପୁର(ବିହାର): ବିହାରର ବିଦୁପୁର ଥାନାରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସକର୍ମୀମାନଙ୍କୁ ହନୁମାନ ଚାଳିଶା ଶୁଣାଇବା ପରେ ଚୋର ପୁଲିସ ହାଜତରୁ ଖସିଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଜୟ ହନୁମାନ କହି ଚୋର ପୁଲିସ କବଳରୁ ଖସି ଆସିବା ପରେ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ଭଲ ଦେଖାଇବା ପାଇଁ ‘ସଞ୍ଜୁ’ର ସ୍କ୍ରିପ୍ଟରେ ପରିବର୍ତ୍ତନ କରାଯାଇଥିବା ସ୍ୱୀକାର କଲେ…

ମୁମ୍ବାଇ : ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମ ‘ସଞ୍ଜୁ’ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ୫୮୦ କୋଟିର ଆୟ କରିଥିଲା । ଫିଲ୍ମର ଆୟ ଜବରଦସ୍ତ ରହିଥିବା ବେଳେ ଫିଲ୍ମର ସ୍କ୍ରିପ୍ଟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଫିଲ୍ମରେ ସଞ୍ଜୁ ବାବାଙ୍କ ଭାବମୂର୍ତ୍ତିକୁ ଭଲ ବୋଲି ଦେଖାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ହ୍ୟାଣ୍ଡବ୍ୟାଗ୍‌ରେ ୨୦ଟି ଜୀବନ୍ତ ସାପ ଧରି ବିମାନ ଯୋଗେ ଜର୍ମାନୀରୁ ଋଷ୍‌ ପହଞ୍ଚିଲେ ଯୁବକ, ସିକ୍ୟୁରିଟି ଚେକିଂକୁ ନେଇ…

ନୂଆଦିଲ୍ଲୀ: ବଲିଉଡ୍‌ ଫିଲ୍ମ ସ୍ନେକ୍‌ ଇନ୍‌ ଦ ପ୍ଲେନ୍‌ରେ ଦେଖାଯାଇଥିବା ଦୃଶ୍ୟ ଏବେ ବାସ୍ତବରେ ଘଟିଛି । ଋଷର ମରୋକ୍କ ବିମାନ ବନ୍ଦରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ବିମାନ ବନ୍ଦରର କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ୨୦ଟି ଜୀବନ୍ତ ସାପ ସହ ଗିରଫ…
ଅଧିକ ଖବର ଦେଖନ୍ତୁ...

କାଷ୍ଟିଙ୍ଗ କାଉଚ୍‌କୁ ନେଇ ମୁହଁ ଖୋଲିଲେ ଆୟୁଷ୍ମାନ ଖୁରାନା : ଫିଲ୍ମରେ ନେବା ପୂର୍ବରୁ କାଷ୍ଟିଙ୍ଗ ଡିରେକ୍ଟର ମୋ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ଏବେ ନିଜର ଆଗାମୀ ଫିଲ୍ମ ‘ଆନ୍ଧାଧୁନ୍ଦ’ ଏବଂ ‘ବଧାଇ ହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇଟି ଫିଲ୍ମ ଅକ୍ଟୋବରରେ ରିଲିଜ ହେବାକୁ ଯାଉଥିବା ଜଣାପଡ଼ିଛି । ତେବେ ଏତେ ଦିନ ବଲିଉଡ୍‌ରେ କାମ କରିବା ପରେ ଆୟୁଷ୍ମାନ କାଷ୍ଟିଙ୍ଗ…
ଅଧିକ ଖବର ଦେଖନ୍ତୁ...