Daily Archives

September 19, 2018

ନଭଜ୍ୟୋତ ସିଂହ ସିଦ୍ଧୁ କହିଲେ- ଇମ୍ରାନ ଖାନ୍‌ କୁଣ୍ଡାଇ ଧରିବାକୁ କହିଲେ, କୋହଲି କ’ଣ ଓହରି ଯିବେ?

ନୂଆଦିଲ୍ଲୀ: କଂଗ୍ରେସ ନେତା ନଭଜ୍ୟୋତ ସିଂହ ସିଦ୍ଧୁ ଏସିଆ କପ୍‌ର ଭାରତ-ପାକିସ୍ତାନ ମୁକାବିଲା ମାଧ୍ୟମରେ ବିରୋଧୀ ଓ ଆଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସିଦ୍ଧୁ କହିଛନ୍ତି, ଆଜି ପାକିସ୍ତାନ ସହିତ ମ୍ୟାଚ୍‌ ଖେଳୁଛେ। ଏହା ଠିକ୍‌ କଥା? କ’ଣ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଆମାଜନ ପେ ପକ୍ଷରୁ କାର୍ଡ ଲେସ୍‌ ଆମାଜନ୍‌ ପେ ଇଏମ୍‌ଆଇ ସୁବିଧା ଆରମ୍ଭ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ କାର୍ଡ ଲେସ୍‌ ଆମାଜନ୍‌ ପେ ଇଏମ୍‌ଆଇ ସୁବିଧାର ଆରମ୍ଭ କରାଯାଇଛି। ଏହା ଗ୍ରାହକଙ୍କୁ ଇନଷ୍ଟାଣ୍ଟ ଫାଇନାନ୍ସ ସୁବିଧା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଫଳରେ ଅଧିକ ମୂଲ୍ୟର ଜିନିଷ…
ଅଧିକ ଖବର ଦେଖନ୍ତୁ...

ଖାଇସାରିବା ପରେ ଏହି ସବୁ କାର୍ଯ୍ୟ କରୁଛନ୍ତି କି? ହୋଇପାରନ୍ତି ରକ୍ତଚାପ, ମଧୁମେହ ଓ ମୋଟାପାର ଶିକାର

ପେଟଭରି ଖାଇସାରିବା ପରେ ଅନ୍ୟ କିଛ ଖାଇବା ପାଇଁ ଓ କିଛି ପାନୀୟ ପିିଇବା ପାଇଁ ଅଧିକାଂଶ ସମୟରେ ଡାକ୍ତରମାନେ ବାରଣ କରିଥାନ୍ତି। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା ପରେ ବିଲ୍‌କୁଲ୍‌ ବି ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ। ନହେଲେ ନାନା ଅସୁବିଧା ସାମ୍ନା କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆଖି ସାମ୍ନାରେ ବାନ୍ଧବୀଙ୍କୁ ଦୁଷ୍କର୍ମ ହେଉଥିବା ଦେଖି ଯୁବକ ଆତ୍ମହତ୍ୟା କଲେ

ରାୟପୁର୍‌ : ଛତିଶଗଡରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମର୍ମାହତ ହୋଇଯିବେ । ଏଠାରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟାର କରିବାର କାରଣ ଜଣା ପଡିବା ପରେ ସମସ୍ତେ ଦୁଃଖୀ ହୋଇପଡ଼ିଛନ୍ତି । ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ନିଜ ପୁଅର ଅତ୍ମହତ୍ୟା କରିବା କାରଣ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ହାଇଭୋଲଟେଜ୍‌ ମୁକାବିଲାରେ ପାକିସ୍ତାନକୁ ୮ ଓ୍ଵିକେଟ୍‌ରେ ହରାଇଲା ଭାରତ

ଦୁବାଇ: ଚଳିତ ଏସିଆ କପ୍‌ର ହାଇଭୋଲଟେଜ୍‌ ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ବୁଧବାର ପାକିସ୍ତାନକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ ୨୯ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି। ଅମ୍ବାତି ରାୟଡୁ ଅପରାଜିତ ୩୧ ରନ ଯୋଡ଼ିଥିବା ବେଳେ ଦିନେଶ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ବିରାଟଙ୍କ ସଂପର୍କରେ ସାକ୍ଷାତ୍‌କାରରେ ଏମିତି ସବୁ କଥା କହିଲେ ଅନୁଷ୍କା

ମୁମ୍ବାଇ: ପର୍‌ଫେକ୍ଟ ଦମ୍ପତିଙ୍କ କଥା ପଡ଼ିଲେ ପ୍ରଥମେ ସାମ୍ନାକୁ ଆସନ୍ତି ବିରାଟ-ଅନୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ପତି ବିରାଟଙ୍କୁ ନେଇ ଯେତିକି ସମ୍ବେଦନଶୀଳ କ୍ରିକେଟ୍‌ ତାରକା ବିରାଟ କୋହଲି ବି ପତ୍ନୀଙ୍କୁ ନେଇ କିଛି କମ୍‌ ନହଁନ୍ତି। କ୍ରିକେଟ୍‌ ଓ ସିନେ ଜଗତର ଏହି ଦୁଇ ଉଜ୍ଜ୍ୱଳ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ କିଛି ଚୋରି ହୋଇଗଲେ କାହାକୁ କରିବେ ଅଭିଯୋଗ; ଜାଣନ୍ତୁ ଅଭିଯୋଗ କରିବାର ପୂରା ପ୍ରକ୍ରିୟା

ଆପଣଙ୍କର ଟ୍ରେନ୍‌ରେ କେବେ ଚୋରି ହୋଇଛି? ଚୋରି ହୋଇଥିବା ସାମଗ୍ରୀ କିମ୍ବା ଅର୍ଥ ଫେରି ପାଇଛନ୍ତି? ବାସ୍ତବ କଥା ହେଲା ଏବେବି ଅନେକ ଲୋକ ଚୋରି ହେବା ପରେ କାହାକୁ ଅଭିଯୋଗ କରିବେ, କିପରି କରିବେ ଜାଣନ୍ତି ନାହିଁ। ମାତ୍ର ଆପଣ ଆଦୌ ବିବ୍ରତ ହୁଅନ୍ତୁ ନାହିଁ। ଆପଣଙ୍କ ଯଦି କେବେ କିଛି…
ଅଧିକ ଖବର ଦେଖନ୍ତୁ...

୪ ବର୍ଷୀୟା ଶିଶୁକୁ ଦୁଷ୍କର୍ମ କରିଥିବା ଶିକ୍ଷକକୁ ମୃତ୍ୟୁଦଣ୍ଡ

ଭୋପାଲ: ମଧ୍ୟପ୍ରଦେଶର ସତନା ଜିଲ୍ଲାର ଏକ ଅଦାଲତ ୪ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୩ ବର୍ଷିଅ ସରକାରୀ ଅତିଥି ଶିକ୍ଷକ(ଗେଷ୍ଟ୍‍ ଫାକ୍‌ଲଟି)କୁ ବୁଧବାର ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଦୁଷ୍କର୍ମ ହେବାର ୮୧ ଦିନରେ ଏହି ମାମଲାର ବିଚାର ହୋଇଛି। ଗତ ୭୯ ଦିନରୁ ପୀଡ଼ିତ ଶିଶୁ…
ଅଧିକ ଖବର ଦେଖନ୍ତୁ...

ଅଣ୍ଡା,ଆଲ୍‌ମଣ୍ଡ, କଙ୍କଡ଼ା, କଫି, ଚକ୍‌ଲେଟ୍‌, ଲେମ୍ବୁ ଚା’: କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ

ଆଜିକାଲି ବିଭିନ୍ନ ପ୍ରକାରର ରୋଗବୈରାଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ବେଶି ବେଶି ଖାଦ୍ୟକୁ ନେଇ ସାଚତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଭକ୍ଷଣ କରିଥାଉ ତାହା କିନ୍ତୁ ଅସୁସ୍ଥକର…
ଅଧିକ ଖବର ଦେଖନ୍ତୁ...

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଆପୁଳ ଗ୍ରାମ ନୂଆସାହିରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣକ ଶାଶୁଘରେ କେହି ନଥିବା ବେଳେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୁଲିସ ହତ୍ୟା ସନ୍ଦେହରେ ସ୍ୱାମୀକୁ ଅଟକ…
ଅଧିକ ଖବର ଦେଖନ୍ତୁ...