Daily Archives

September 19, 2018

ଭଜନ ସମ୍ରାଟ୍‌ଙ୍କ ପ୍ରେମ କାହାଣୀକୁ ନେଇ ସନ୍ଦେହ; ଅଲଗା ବିଛଣାରେ ଶୋଇଲେ ପ୍ରେମିକା ଜାସ୍‌ଲିନ୍‌

ମୁମ୍ବାଇ: ବିଗ୍‌ବସ୍‌ ସଜିନ୧୨ର ଏବେ ସବୁଠାରୁ ଚର୍ଚ୍ଚିତ କୁହନ୍ତୁ ବା ବିଚିତ୍ର ଯୋଡ଼ି କୁହନ୍ତି ସେ ହେଉଛନ୍ତି ୬୫ ବର୍ଷିଅ ଭଜନ ସମ୍ରାଟ ଅନୁପ ଜୋଲ୍‌ଟା ଏବଂ ତାଙ୍କଠାରୁ ୩୭ ବର୍ଷ ସାନ ତାଙ୍କ ଗାୟିକା ଓ ନର୍ତ୍ତକୀ ପ୍ରେମିକା ଜାସ୍‌ଲିନ୍‌ ମାଥାରୁ। ଏପରିକି ସେ ଦୁହେଁ ସଂପର୍କରେ ଅଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ନିଜ ନିର୍ବାଚନ ମଣ୍ଡଳୀରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗଣେଶ ପୂଜା ପେଣ୍ଡାଲରେ ଠୁମ୍‌କା ଲଗାଇ ସମାଲୋଚିତ ହେଲେ…

ଲକ୍ଷ୍ନୌ: ଗଣେଶ ପୂଜା ପେଣ୍ଡାଲରେ ମତୁଆଲା ହୋଇ ନୃତ୍ୟ ପ୍ରଦର୍ଶନ କରିବା ମହଙ୍ଗା ପଡ଼ିଛି। ଉତ୍ତରପ୍ରଦେଶର ମନ୍ତ୍ରୀ ଅନୁପମା ଜୈଶଓ୍ଵାଲ ଏ ନେଇ ବିବାଦର ଘେରକୁ ଆସିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବହରଇଚ୍‌ଠାରେ ଗତ ମାସ ଜ୍ୱରରେ ପଡ଼ି ୬୦ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ମନ୍ତ୍ରୀଙ୍କର ଏପରି…
ଅଧିକ ଖବର ଦେଖନ୍ତୁ...

କଟକ: ଟ୍ରକ୍‌କୁ ପଛରୁ ଧକ୍କାଦେଇ ଜୀଅନ୍ତା ଜଳିଗଲେ ବାଇକ୍‌ ଆରୋହୀ

କଟକ/ଖୁଣ୍ଟୁଣୀ: ଟ୍ରକ୍‌କୁ ପଛରୁ ଧକ୍କା ଦେଇ ଜଣେ ବାଇକ୍‌ ଆରୋହୀ ବୁଧବାର ସନ୍ଧ୍ୟାରେ ଜୀଅନ୍ତା ଜଳି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ଆଠଗଡ଼ ବ୍ଲକର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଗରିଆ ଛକଠାରେ ଏହି ଅଭାବନୀୟ ଘଟଣା ଆଜି ରାତି ପ୍ରାୟ ୭ଟାରେ ଘଟିଛି। ଖୁଣ୍ଟୁଣୀ-ଘଣ୍ଟିଖାଳ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଭିତରୁ ମହିଳା ଯାତ୍ରୀଙ୍କଠାରୁ ଲୁଟେରା ଝାମ୍ପିନେଲା ସୁନା ବ୍ୟାଗ୍‌; ରେଳବାଇ ଦେଲା ୪.୫ ଲକ୍ଷ ଟଙ୍କାର…

ବେଙ୍ଗାଲୁର: ନିଜ ପରିବାର ସହ ୨୦୧୪ ମସିହା ଫେବ୍ରୁଆରି ୨୧ ତାରିଖରେ ଗରିବ ନଓ୍ଵାଜ୍‌ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରରୁ ରାଜସ୍ଥାନ ଯାତ୍ରା କରୁଥିଲେ ରମିଲା ଦେବୀ। ଟ୍ରେନ୍‌ ଚାଲିବା ଆରମ୍ଭ ହେଉ ହେଉ ରମିଲା ନିଜର ପାଣି ବଟଲ୍‌ ଟେକା ଟେକି କରି ରଖିବା ସମୟରେ ଟିକେ ଅନ୍ୟମନସ୍କ ହୋଇଗଲେ। ସେହି…
ଅଧିକ ଖବର ଦେଖନ୍ତୁ...

ଟି୯୦ ଟ୍ୟାଙ୍କ୍‌ରେ ଲାଗିବ ସେଫ୍ଟି ଗିୟର୍‌; ଏହା ସାହାଯ୍ୟରେ ୪୫ ମିନିଟ୍‌ ପର୍ଯ୍ୟନ୍ତ ଜଳ ଭିତରେ ରହି ଳଢ଼େଇ କରିହେବ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଲଢୁଆ ଟି୯୦ ଟ୍ୟାଙ୍କ୍‌ରେ ପାଣି ତଳେ ନିଶ୍ୱାସ ନେବାରେ ସାହାଯ୍ୟ କରୁଥିବା ଉପକରଣ(ସେଫ୍ଟି ଗିୟର୍‌) ଲଗାଇବାର ଯୋଜନା କରୁଛନ୍ତି। ବନ୍ୟା ପରସ୍ଥିତି କିମ୍ବା ଜଳ ଜନିତ ଉପୁଜୁଥିବା ବାଧାକୁ ସାମ୍ନା କରି ଜରୁରୀକାଳିନ ସମୟରେ ଟ୍ୟାଙ୍କ୍‌ର…
ଅଧିକ ଖବର ଦେଖନ୍ତୁ...

ପୁରୁଷ ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ମହଙ୍ଗା ପଡ଼ିଲା; ମିଳିତ ଜାତିସଂଘ କାର୍ଯ୍ୟାଳୟରୁ ବହିଷ୍କୃତ ହେଲେ ଭାରତୀୟ କର୍ମଚାରୀ

ଓ୍ଵାଶିଂଟନ: ମିଳିତ ଜାତିସଂଘ (ୟୁଏନ୍‌)ରେ କାର୍ଯ୍ୟରତ ଜଣେ ଭାରତୀୟ, କାର୍ଯ୍ୟାଳୟରେ ନିଜର ପୁରୁଷ ସହକର୍ମୀମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା ଘଟଣା ଏବେ ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧ ପାଇଁ ତାଙ୍କୁ ମିଳିତ ଜାତିସଂଘରୁ ବହିଷ୍କୃତ କରାଯିବା ସହ ମିଳିତ ଜାତିସଂଘ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟରୁ ଏପରି କିଛି ଜିନିଷ ମିଳିଲା, ଯେଉଁ କାରଣ ପାଇଁ ହୋଟେଲକୁ ଦେବାକୁ ପଡ଼ିଲା ୫୦୦୦ ଡଲାର କ୍ଷତିପୂରଣ

ବେଜିଂ: ଆପଣ କେହି କେହି କହୁଥିବାର ଶୁଣିଥିବେ ‘ଉଚ୍ଚିି ଦୁକାନ ଫିକା ପକଓ୍ଵାନ’। ଏହାର ଅର୍ଥ ଦେକାନ ବଡ଼ କିନ୍ତୁ ଖାଦ୍ୟ ନୀଚ୍ଚ ମାନର । ନିକଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି ଚୀନରେ। ସୋସିଆଲ ମିଡିଆରେ ଏପରି ଏକ ଘଟଣା ଭାଇରାଲ ହେବାରେ ଲାଗିଛି । ଜଣେ ଗର୍ଭବତୀ ମହିଲା ଚୀନ୍‌ର ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲେନାହିଁ ବୋଲି ବସରେ ନିଆଁ ଲଗେଇଦେଲେ ଏହି ମହିଳା

ବାରାଣାସୀ: ଉତ୍ତରପ୍ରଦେଶରେ ଏକ ସ୍ୱତନ୍ତ୍ର ପୂର୍ବାଞ୍ଚଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ଦିନକୁ ଦିନ ମୁଣ୍ଡ ଟେକୁଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ନିଜ ନିର୍ବାଚନମଣ୍ଡଳୀ ବାରାଣାସୀ ଗ୍ରସ୍ତ କଲାବେଳେ ଜନୈକ ମହିଳା ଆନ୍ଦୋଳନକାରୀ ମୋଦିଙ୍କୁ ଭେଟିବାକୁ ସୁଯୋଗ ନପାଇବାରୁ ରାଗିଯାଇ ଏକ ବସରେ…
ଅଧିକ ଖବର ଦେଖନ୍ତୁ...

ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫରରେ ମିଳୁଛି ୩୦୦ଜିବି ମାଗଣା ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗିଗାଫାଇବର ନିଜର ଲଞ୍ଚିଂର ଘୋଷଣା ସମୟରୁ ହିଁ ଚର୍ଚ୍ଚାରେ ରହିଛି। ଅଗଷ୍ଟ ୧୫ରୁ ଜିଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଯାଇଛି। ରେଜିଷ୍ଟ୍ରେନ୍‌ର କିଛିଦିନ ପରେ ରିଲାଏନ୍ସ ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫରର ଘୋଷଣା କରିଥିଲା। ଏହି ପ୍ରିଭ୍ୟୁ ଅଫରରେ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ଭାରତକୁ ୧୬୩ ରନ୍‌ ଟାର୍ଗେଟ ଦେଲା ପାକିସ୍ତାନ, ଭୁବି-କେଦାରଙ୍କୁ ୩-୩ ଓ୍ଵିକେଟ୍‌

ଦୁବାଇ: ଭାରତୀୟ ବୋଲରଙ୍କ ପ୍ରଭାବଶାଳୀ ବୋଲିଂରେ ପାକିସ୍ତାନୀ ବ୍ୟାଟସ୍‌ମ୍ୟାନମାନେ ବୁଧବାର ଲକ୍ଷ୍ୟ ଭ୍ରଷ୍ଟ ହୋଇଛନ୍ତି। ଏସିଆ କପ୍‌ର ଗ୍ରୁପ୍‌-ଏ ମ୍ୟାଚରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ୪୩.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୬୨ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୧୬୩ ରନ୍‌ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...