Daily Archives

September 25, 2018

୧.୨ ଲକ୍ଷ ଟଙ୍କାର ଜୋତା ପିନ୍ଧି ମଧ୍ୟ ଟ୍ରୋଲ ହେଲେ ଜାହ୍ନବୀ, ଜୋତା ପସନ୍ଦକୁ ନେଇ ଉଠିଲା ପ୍ରଶ୍ନ

ମୁମ୍ବାଇ : ଜଣେ କଳାକାର ସବୁ ବେଳେ ନିଜ ପୋଷାକ ଏବଂ ପିନ୍ଧୁଥିବା ଅନେକ ଜିନିଷକୁ ନେଇ ଟ୍ରୋଲ ହୋଇଥାଏ । ସେମାନେ ପିନ୍ଧୁ ଥିବା ଜିନିଷ ଉପରେ ସମସ୍ତଙ୍କ ନଜର ରହୁଥିବା ବେଳେ ବେଳେ ବେଳେ ସେମାନଙ୍କ ପସନ୍ଦ ଉପରେ ଦର୍ଶକମାନେ ପ୍ରଶ୍ନ ଉଠାଇଥାନ୍ତି । ଟଙ୍କା ଅଧିକ ହୋଇ ମଧ୍ୟ ଜିନିଷ ଭଲ ହୋଇ…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଉପଲକ୍ଷେ ସୋଡେକ୍ସ ପକ୍ଷରୁ ଫେଷ୍ଟିଭ୍‌ ଗିଫ୍ଟ କାର୍ଡ

ଭୁବନେଶ୍ୱର : ସୋଡେକ୍ସ ଇଣ୍ଡିଆ  ପକ୍ଷରୁ ପ୍ରଥମ କରି ପାର୍ବଣ ଅବସରରେ ଲିମିଟେଡ୍‌ ଏଡିସନ୍‌ ଫେଷ୍ଟିଭ୍‌ ଗିଫ୍ଟ କାର୍ଡର ପ୍ରଚଳନ କରାଯାଇଛି। ଏହା ଭୁବନେଶ୍ୱରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପାଇଁ ଦିୱାଲୀ ଅବସରରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଏଥିରେ କର୍ମଚାରୀଙ୍କ ନାମ କମ୍ପାନୀର ନାମ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସପ୍‌ନା ଚୌଧୁରୀ,ଏହି କାରଣକୁ ନେଇ ଥିଲେ ଚିନ୍ତିତ

ମୁମ୍ବାଇ : ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସପ୍‌ନା ଚୌଧୁରୀ କିଛି ଦିନ ହେବ ନିଜ ନୃତ୍ୟ କଳାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଦେଖା ଯାଉଥିବା ବେଳେ ବିଗ୍‌ ବସ୍‌ ପରେ ତାଙ୍କୁ ଅଧିକ ଲୋକ ଜାଣିବା ଆରମ୍ଭ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପରେଡ୍‍ରେ ସାମିଲ ହେବା ପୂର୍ବରୁ ମା’ଙ୍କୁ ଆଣ୍ଠୁମାଡ଼ି ପ୍ରଣାମ କଲା ପୁଅ,ଫଟୋ ହେଲା ଭାଇରାଲ୍‌

ବେଙ୍ଗାଲୁରୁ : ଜଣେ ପୁଲିସ ସବ୍‌-ଇସ୍ପେକ୍ଟରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପାସିଙ୍ଗ ଆଉଟ୍‌ ପରେଡ୍‍ରେ ସାମିଲ ହେବା ପୂର୍ବରୁ ସେ ନିଜ ମା’ଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଫଟୋକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି । ନିଜ ମା’ଙ୍କୁ ଏଭଳି ଭାବରେ ସମ୍ମାନ ଦେବାର…
ଅଧିକ ଖବର ଦେଖନ୍ତୁ...

ଏସିଆ କପ: ଆଫଗାନିସ୍ତାନର ୨୫୨ ରନ୍‌ ଜବାବରେ ଭାରତର ବ୍ୟାଟିଂ ଜାରି, ରାହୁଲ-ରାୟଡୁଙ୍କ ଅର୍ଦ୍ଧଶତକ, ସ୍କୋର ୧୪୨/୩

ଦୁବାଇ: ଏସିଆ କପ୍‌ର ସୁପର-୪ ମୁକାବିଲାରେ ଭାରତ ୨୫୩ ରନ୍‌ ଲକ୍ଷ୍ୟ ନେଇ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଂ ଜାରି ରଖିଛି। କେ.ଏଲ. ରାହୁଲ ଓ ଅମ୍ବାତି ରାୟଡୁଙ୍କୁ ଶତକୀୟ ଭାଗିଦାରୀ(୧୧୦ ରନ୍‌) ବଳରେ ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨୬ ଓଭରରେ ୩ ଓ୍ଵିକେଟରେ ୧୪୩ ରନ୍‌ ସଂଗ୍ରହ କରିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ  କେଉଁ କାରଣ ପାଇଁ ହସ୍ପିଟାଲ ତରଫରୁ ୪ ବର୍ଷର ଶିଶୁକୁ ମିଳିଲା ୨୨୯କୋଟି ଟଙ୍କା 

ନୂଆଦିଲ୍ଲୀ : ଆମେରିକାର ଜର୍ଜିଆରେ ଏକ ହସ୍ପିଟାଲ ଏବେ ଜଣେ ୪ ବର୍ଷୀୟ ଶିଶୁକୁ ୨୨୯କୋଟି ଟଙ୍କା ଦେବ ବୋଲି ଜଣା ପଡ଼ିଛି । ହସ୍ପିଟାଲର ଜଣେ ନର୍ସ କରିଥିବା କାମ ପାଇଁ ଅଦାଲତ ହସ୍ପିଟାଲକୁ ଏହି କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଛନ୍ତି । ସୂଚନା ମୁତାବକ, ଜନ୍ମ ହେବାର ୧୮ ଦିନ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସେକ୍ସ ର‍୍ୟାକେଟରେ ଫସିଥିବା ପବନ ସିଂହଙ୍କ ସହ ଏହି ଅଭିନେତ୍ରୀଙ୍କୁ ମିଳିଲା କ୍ଲିନ୍‌ ଚିଟ୍‌, ଜାମିନ ମିଳିବା ପରେ କଲେ…

ନୂଆଦିଲ୍ଲୀ : ଅଭିନେତା ପବନ ସିଂହ ଓ ଅଭିନେତ୍ରୀ ଦିୟା ସିଂହଙ୍କୁ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ ମାମଲାରେ ହାଇକୋର୍ଟରୁ  କ୍ଲିନ୍‌ ଚିଟ୍‌ ମିଳିଛି । ଚଳିତ ବର୍ଷ ହାଇଦ୍ରାବାଦ୍‌ ପୁଲିସ ତେଲେଙ୍ଗାନାର ଏକ ପାଞ୍ଚତାରକା ହୋଟେଲରେ ଛାପା ମାରି ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟର ପର୍ଦ୍ଦାଫାଶ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିଲେ କରନ୍ତୁ ନାହିଁ ଏ ସବୁ ଭୁଲ, ଭୋଗି ପାରନ୍ତି ଜେଲଦଣ୍ଡ

ବିମାନରେ ଯାତ୍ରା କରିବା ପୂର୍ବରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । କିଛି ଲୋକ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିବା ସମୟରେ କିଛି ଏପରି ଭୁଲ କରି ବସନ୍ତି ଯାହା ପାଇଁ ସେମାନଙ୍କୁ ପରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ ବିମାନରେ ଯାତ୍ରା କରିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ପରିବାରର ନାମ ଖରାପ କରୁଛ କହି ଅଭିଷେକ ବଚ୍ଚନଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିଥିଲେ ମହିଳା, ଏହା ଥିଲା କାରଣ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବେ ନିଜ ଫିଲ୍ମ ‘ମନମର୍ଜିଆ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ ପରଦାରୁ ଦୁଇ ବର୍ଷର ବ୍ୟବଧାନ କାମ କରିଛି ବୋଲି ଅଭିଷେକ ଜାଣି ପାରିଛନ୍ତି । ତେବେ ସବୁ କଳାକାରଙ୍କ ସହ ଜଡ଼ିତ କିଛି…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟ ସମୟ ଶେଷ ହେବାରୁ ବିମାନ ଚଳାଇବାକୁ ମନା କଲେ ପାଇଲଟ୍‌, ଦିନକ ପରେ ଘରକୁ ଫେରିଲେ ଯାତ୍ରୀ

ଶିମଲା : ଏୟାର ଇଣ୍ଡିଆ ବିମାନର ପାଇଲଟ୍‌ ନିଜର ଡ୍ୟୁଟି ସମୟ ଶେଷ ହୋଇଯିବାରୁ ବିମାନ ଚଳାଇବାକୁ ମନା କରି ଦେଇଥିଲେ । ଏଥିପାଇଁ ଦିଲ୍ଲୀ ଆସିବାକୁ ଥିବା ଯାତ୍ରୀମାନେ ଗଗଲ ବିମାନବନ୍ଦରରେ ଫସି ରହିଥିଲେ । ଫଳରେ ଦିନକ ପରେ ମଙ୍ଗଳବାର ବିମାନଟି ଦିଲ୍ଲୀରେ ପହଞ୍ଚି ଥିଲା। ଦିଲ୍ଲୀରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...