Daily Archives

October 14, 2018

ଶ୍ରୀସନ୍ଥଙ୍କୁ ଟାର୍ଗେଟ କଲେ ପୂର୍ବ ପ୍ରେମିକା ନିକେଶା: କହିଲେ;ସ୍ତ୍ରୀକୁ ଯଦି ଏତେ ଭଲ ପାଉଥିଲ ତେବେ ମୋ ସହ ବର୍ଷେ…

ମୁମ୍ବାଇ : ଦେଶର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ହେଉଛି ବିଗ୍‌ ବସ୍‌ । ଏହାର ସିଜିନ୍‌-୧୨ ଗତ ମାସରେ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହିଁ ଏହାର ପ୍ରତିଯୋଗୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ପୂର୍ବରୁ ଅନୁପ୍‌ ଜଲୋଟା ଏବଂ ଜସ୍‌ଲିନ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ପାଇଁ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା, ସନ୍ଦେହ ନ ହେବା ପାଇଁ ୩ମାସ ପର୍ଯ୍ୟନ୍ତ ପୋତି ଥିବା ସ୍ଥାନରେ…

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମିକ ପାଇଁ ସ୍ୱାମୀକୁ ନିର୍ମମ ଭାବରେ ହତ୍ୟା ଏବଂ ପରେ ୩ମାସ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିବା ଖବର ସାମ୍ନାକୁ ଆସିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିବାର ୩ମାସ ପରେ…
ଅଧିକ ଖବର ଦେଖନ୍ତୁ...

ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣା: ପୁଣି ୮ ଅଭିଯୁକ୍ତ ଗିରଫ, ସଂଖ୍ୟା ପହଞ୍ଚିଲା ୭୯

ପୁରୀ: ଗତ ୩ ତାରିଖ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ସିଂହଦ୍ୱାର ପୁଲିସ ଓ ଟାଉନ୍‌ ପୁଲିସ ରବିବାର ପୁଣି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫଳରେ ଗିରଫ ସଂଖ୍ୟା ୭୯ରେ ପହଞ୍ଚିଛି। ଏଏସ୍‌ଆଇ ଦୁଃଶାସନ ବିଶ୍ୱାଳ କହିଛନ୍ତି, ଟାଉନ୍‌ ଥାନା ପୁଲିସ ଚୁଡଙ୍ଗ ସାହି ନିବାସୀ ଉମାକାନ୍ତ…
ଅଧିକ ଖବର ଦେଖନ୍ତୁ...

ଧୋନି ଦେଲେ ଚୟନକାରୀ କମିଟିକୁ ଝଟକା, ମ୍ୟାଚ ଖେଳିବାକୁ ମନା କଲେ

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି ବିଜୟ ହଜାରେ ଟ୍ରଫି କ୍ୱାଟରଫାଇନାଲ ମ୍ୟାଚ ଖେଳିବାକୁ ମନା କରିବା ପରେ ଜାତୀୟ ଚୟନକାରୀ କମଟିକୁ ଶକ୍ତ ଝଟକା ଲାଗିଛି। ମୁଖ୍ୟ ଚୟନକାରୀ ଏମ୍‌ଏସ୍‌କେ ପ୍ରସାଦ ଦୁଇ ଦିନ ପୂର୍ବରୁ ଏହି ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ରିପୋଟ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ନବରାତ୍ରୀର ନଅଦିନ ପର୍ଯ୍ୟନ୍ତ ଉପବାସ ରଖିଛନ୍ତି ଏହି ମୁସଲମାନ ବ୍ୟକ୍ତି, ଦିଅନ୍ତି ଏହି ବାର୍ତ୍ତା

ନୂଆଦିଲ୍ଲୀ: ସମ୍ପ୍ରଦାୟିକ ସଦଭାବର ଉଦାହରଣ ସ୍ଥାପିତ କରିବାକୁ ଯାଇ ଜଣେ ମୁସଲମାନ୍‌ ବ୍ୟକ୍ତି ନବରାତ୍ରୀ ସମୟରେ ନଅଦିନ ପର୍ଯ୍ୟନ୍ତ ଉପବାସ ରଖିଛନ୍ତି ଓ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଦେବୀ ଦୁର୍ଗା ମା’ଙ୍କ ପୂଜାଅର୍ଚ୍ଚନା କରୁଛନ୍ତି। ଗ୍ରାମର ମୁଖିଆ ମୋହମ୍ମଦ ସଫିକ୍‌  ଗତ…
ଅଧିକ ଖବର ଦେଖନ୍ତୁ...

ଏହି ୫ କଥାରେ ଲୁଚି ରହିଛି ବାସ୍ତବ ସୁଖ; ଆଉ କେଉଁଆଡ଼େ ନ ଖୋଜି ଏହି କଥା ତକ ମାନନ୍ତୁ

ସୁଖ ସନ୍ଧାନରେ କିଏ ବା ନ ରହେ? ଧନୀ, ଗରିବ, ପାଠୁଆ, ଅପାଠୁଆ ପ୍ରତ୍ୟେକ ଲୋକଙ୍କ ଜୀବନର ସେଇ ଗୋଟାଏ ଲକ୍ଷ୍ୟ, ଟିକିଏ ସୁଖ। ତେବେ, ସୁଖରେ ରହିବା ଅତି ସହଜ କଥାଟି ହୋଇ ମଧ୍ୟ ସମସ୍ତେ କିନ୍ତୁ ସହଜରେ ସେହି ଅନୁଭବ ପାଇପାରନ୍ତି ନାହିଁ। ଆପଣ ଯଦିଓ ପୂର୍ବରୁ ଜାଣିଥିବେ ଯେ ବ୍ୟକ୍ତିର ଦୁଃଖର…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ସନ୍ଧ୍ୟା ଭ୍ରମଣରେ ଯାଇଥିଲେ ଶିକ୍ଷକ, ଚକଟି ଦେଇ ଚାଲିଗଲା ମିନି ଟ୍ରକ

ନବରଙ୍ଗପୁର: ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରେ କାର୍ଯ୍ୟରତ ଶିକ୍ଷକ ସୁଧାକର ପଟ୍ଟନାୟକ ସନ୍ଧ୍ୟା ଭ୍ରମଣ କରୁଥିବା ସମୟରେ ୪୦୭ ମିନି ଟ୍ରକ ଧକ୍କା…
ଅଧିକ ଖବର ଦେଖନ୍ତୁ...

ଧାର୍ମିକ ଯୁକ୍ତିତର୍କକୁ ନେଇ ଜଜଙ୍କ ସ୍ତ୍ରୀ ଓ ପୁଅଙ୍କ ଉପରକୁ ହୋଇଥିଲା ଗୁଳିମାଡ଼!

ନୂଆଦିଲ୍ଲୀ: ଜଜଙ୍କ ସ୍ତ୍ରୀ ଓ ପୁଅଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ପୁଲିସ ଅଭିଯୁକ୍ତ ସୁରକ୍ଷା ଗାର୍ଡ ମହୀପାଳ ଯାଦବକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ରିପୋର୍ଟ ଅନୁସାରେ ୪୦ ବର୍ଷିଅ ମହିପାଳ ଦେଢ଼ ବର୍ଷ ପୂର୍ବରୁ ଜଜ କୃଷ୍ଣକାନ୍ତଙ୍କ ସୁରକ୍ଷା ଗାର୍ଡ ଭାବରେ ମୁତୟନ ହୋଇଥିଲା। ସେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ: ଯୁକ୍ତତିନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଜଣେ ଗିରଫ

ଆମରୋହା: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ଯୁକ୍ତ ତିନି କଳାର ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତିନିଜଣ ସମ୍ପୃକ୍ତ ଥିବା ବେଳେ ଜଣଙ୍କୁ ଏହି ଦୁଷ୍କର୍ମ ମାମଲାରେ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ପୀଡିତା କଲେଜ ସାରି ଘରକୁ ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ଶାହାଜନପୁରରେ ଭୁଶୁଡ଼ିଲା ନିର୍ମାଣଧୀନ କୋଠା; ୫ ଜଣ ଶ୍ରମିକ ଉଦ୍ଧାର, ଅନେକ ମାଟି ତଳେ ପୋତି ହୋଇଥିବା ସନ୍ଦେହ

ଶାହାଜନପୁର: ଉତ୍ତରପ୍ରଦେଶର ଶାହାଜନପୁରରେ ରବିବାର ଅପରାହ୍ନରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିଛି। ଏଏନ୍‌ଆଇ ପକ୍ଷରୁ ହୋଇଥିବା ଏକ ଟୁଇଟ୍‌ ମୁତାବକ, ଘଟଣାସ୍ଥଳରୁ ଏଯାବତ୍‌ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...