Daily Archives

October 14, 2018

ଦେଶରେ ପ୍ରଥମ: ରାଜସ୍ଥାନ ଗୋଶାଳାରେ ୫ ଗାଈଙ୍କ ହେଲା ମୋତିଆବିନ୍ଦୁ ଅପରେସନ

ଜୟପୁର: ରାଜସ୍ଥାନର ମଣ୍ଡୋରସ୍ଥିତ ଏକ ଗୋଶାଳାରେ ଏକ ସ୍ୱତନ୍ତ୍ର ଅପରେସନ କରାଯାଇଛି। ଏଠାରେ ଏକ ସ୍ୱତନ୍ତ୍ର ଅପରେସନ ଥିଏଟର ନିର୍ମାଣ କରି ୫ଟି ଗାଈଙ୍କ ମୋତିଆବିନ୍ଦୁ ଅପରେସନକୁ ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି। କାରଣ ପୂର୍ବରୁ ଦେଶର କୌଣସି ଗୋଶାଳାରେ ଏଭଳି ଅପରେସନ ବ୍ୟବସ୍ଥା କରାଯାଇ…
ଅଧିକ ଖବର ଦେଖନ୍ତୁ...

ସବରିମାଲା ମନ୍ଦିର ବିବାଦ: ମହିଳାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଏହି ଅଭିନେତା ଅଡୁଆରେ, ମାମଲା ରୁଜୁ

ନୂଆଦିଲ୍ଲୀ: ସବରିମାଲା ମନ୍ଦିରକୁ ନେଇ ଏନ୍‌ଡିଏର ଏକ ବିରୋଧ ବୈଠକ ସମୟରେ ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ମାଲାୟାଲମ୍‌ ଅଭିନେତା କୋଲ୍ଲମ ଥୁଲାସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି କେରଳ ପୁଲିସ ରବିବାର ସୂଚନା ଦେଇଛି। ସୂଚନାଯୋଗ୍ୟ, କୋଲ୍ଲମରେ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

କୁମ୍ଭ ମେଳା ୨୦୧୯: ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ ପ୍ରସ୍ତୁତି; ନିର୍ମାଣ ହେବ ୧,୨୨,୦୦୦ ଶୌଚାଳୟ

ଲକ୍ଷ୍ନୌ: ଆଗାମୀ ବର୍ଷ ଆହ୍ଲାବାଦ୍‌ କୁମ୍ଭ ମେଳାକୁ ଲକ୍ଷ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କହିଛନ୍ତି କି କୁମ୍ଭ ମେଳାର ସମସ୍ତ ପ୍ରସ୍ତୁତି ଚଳିତବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ବି କହିଛନ୍ତି କି ଏହି ମେଳା ସକାଶେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ବେଆଇନ ମଦ ବିକ୍ରି ବିରୋଧରେ ମହିଳାଙ୍କ ରାସ୍ତା ଅବରୋଧ, ଭାଙ୍ଗିଦେଲେ ବାଇକ୍‌, ୨ ଅଭିଯୁକ୍ତ ଫେରାର

ଚାନ୍ଦବାଲି: ବେଆଇନ ମଦ ବିକ୍ରିକୁ ବିରୋଧ କରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳର ମହିଳାମାନେ ରବିବାର ଉତ୍ତେଜିତ ହୋଇଛନ୍ତି। ମଦ ବିକ୍ରିକୁ ବିରୋଧ କରି ସ୍ଥାନୀୟ ମହିଳାମାନେ କରଣପଲ୍ଲୀସ୍ଥିତ ତାରିଣୀ ଛକ ଧାମରା ବାସୁଦେବପୁର ମୁଖ୍ୟ ରାସ୍ତା ଅବରୋଧ କରି ଚାଲାଣ ହେଉଥିବା ଏକ ବାଇକକୁ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଏକ କାର୍ଯ୍ୟକ୍ରମରେ ରାସ୍ତାରେ ଚାଲନ୍ତି ମୃତଦେହ !

ସାଣ୍ଟିଆଗୋ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ହେଉଛି ଏପରି, ଦଶମ ଜୋମ୍ବି ୱାକ ଶନିବାର ଚିଲିର ସାଣ୍ଟିଆଗୋରେ ଅନୁଷ୍ଠିତ ହୋଇଛି। ଆମେରିକାର ଏକ ଟେଲିଭିଜନ ସୋ’ରୁ ଏହି ଜୋମ୍ବି ୱାକର ଆୟୋଜନ କରାଯାଇଛି। ଏହାର ନାମ ରହିଛି ‘ଦି ୱାକିଂ ଡେଡ’ ଅର୍ଥାତ ଚଳନ୍ତା ମୃତଦେହ। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଅଭିଯୋଗକାରୀଙ୍କ ବିରୋଧରେ ଆଇନ୍‌ ମୁତାବକ କାର୍ଯ୍ୟାନୁଷ୍ଠାନ ନେବେ ମନ୍ତ୍ରୀ ଏମ୍‌ ଜେ ଆକବର; ଯୌନ ଶୋଷଣ ଅଭିଯୋଗକୁ କଲେ…

ନୂଆଦିଲ୍ଲୀ: ଯୌନ ଶୋଷଣ ଅଭିଯୋଗ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଏମ୍‌ ଜେ ଆକବର ଶେଷରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ କିଛି ବୟାନ ନରଖି ଅଭିଯୋଗକାରୀମାନଙ୍କ ବିରୋଧରେ ଆଇନ୍‌ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ସେ ଶେଷରେ ଏୟା କହିଛନ୍ତି କି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ହ୍ରାଇଦ୍ରାବାଦ୍‌ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୧୦ ଓ୍ଵିକେଟରେ ହରାଇଲା ଭାରତ, ୨-୦ ରେ ଶୃଙ୍ଖଳା ବିଜୟ

ହାଇଦ୍ରାବାଦ୍‌: ଭାରତ ୨ୟ ଟେଷ୍ଟ ମ୍ୟାଚ୍‌ରେ ୧୦ ଓ୍ଵିକେଟ୍‌ରେ ରବିବାର ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ୩ୟ ଦିନରେ ଶେଷ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ୩୧୧ ରନ୍‌ ଓ ଦ୍ୱିତୀୟ ଇନିଂସରେ ୧୨୭ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ତିନିଜଣ ନକ୍ସଲ କଲେ ଆତ୍ମସର୍ମପଣ, ଦୁଇ ନକ୍ସଲଙ୍କ ମୁଣ୍ଡ ଉପରେ ୮ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିଲା…

ସୁକମା: ଶନିବାର ଛତିଶଗଡ଼ ସୁକମା ଜିଲ୍ଲାର ରାଜ୍ୟ ପୁଲିସ ନିକଟରେ ତିନିଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି। ତିନିଜଣ ନକ୍ସଲଙ୍କ ମଧ୍ୟରୁ ଦୁଇ ନକ୍ସଲଙ୍କ ମୁଣ୍ଡ ଉପରେ ଆଠଲକ୍ଷ ଟଙ୍କାର ପୁରସ୍କାର ରାଶିର ବି ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ସାଧା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଟାଙ୍ଗିଆ ଚୋଟରେ ସାବତ ମା’କୁ ହତ୍ୟା କଲା ପୁଅ, ଏବେ କିଏ ହେବ ୫ ଛୁଆଙ୍କ ସାହାଭରସା!

କୋଇଡା(ଅବିନାଶ କୁମାର ଶର୍ମା): ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ମାଲଦା ପଂଚାୟତ ଓରାଘାଟ ଗ୍ରାମରେ ଶନିବାର ବିଳମ୍ବିତ ରାତି ଉତ୍ତେଜିତ ନାବାଳକ ସାବତ ପୁଅ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।  ଘରୋଇ କଳହ ଯୋଗୁଁ ନିଜ ଘରେ ଥିବା ସାବତ ମା’ ଜେମା ମୁଣ୍ଡା (୩୫)କୁ ସେ ଏକ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟଙ୍କ ବିରୋଧରେ ମଲ୍ଲିକା ଦୁଆଙ୍କ #ମିଠୁ ଅଭିଯୋଗ; ମଲ୍ଲିକାଙ୍କ ବାପା ବିନୋଦ୍‌ ଦୁଆଙ୍କ ନାମରେ ଅଭିଯୋଗ ଆଣି ଝିଅକୁ…

ମୁମ୍ବାଇ: ବର୍ତ୍ତମାନେ ଦେଶରେ ପ୍ରବଳ ମାତ୍ରାରେ #ମିଠୁ ଅଭିଯାନ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିନୋଦ୍‌ ଦୁଆ ମଧ୍ୟ ଏବେ ଏହି ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଡକ୍ୟୁମେଣ୍ଟାରି ‘ଗୁଲାବି ଗ୍ୟାଙ୍ଗ୍‌’ର ନିର୍ଦ୍ଦେଶିକା ନିଶଥା ଜୈନ ଗଣମାଧ୍ୟମ ବ୍ୟକ୍ତିତ୍ୱ ବିନୋଦଙ୍କ ନାମରେ ଯୌନ ଶୋଷଣ…
ଅଧିକ ଖବର ଦେଖନ୍ତୁ...